୨୦୦୦ ନୋଟ ସର୍କୁଲେଶନ କମିଛି, ବନ୍ଦ ହେବନି ତ!
ନୂଆଦିଲ୍ଲୀ:୨୦୦୦ ଟଙ୍କା ବନ୍ଦ ହେବା ନେଇ ସୋସିଆଲ ସାଇଟରେ ବିଭିନ୍ନ ଖବର ପ୍ରକାଶ ପାଉଛି । ତେବେ ଏ ନେଇ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ କୌଣସି ଘୋଷଣା କରାଯାଇ ନାହିଁ । ସର୍କୁଳେଶନ କମିବା ଯୋଗୁ ୨୦୧୯-୨୦ରେ ୨ହଜାର ଟଙ୍କିଆ ନୋଟ ଛପାଯାଇ ନାହିଁ ବୋଲି ଆରବିଆଇ ପକ୍ଷରୁ କୁହାଯାଇଛି ।…