ଭିଣୋଇକୁ ହତ୍ୟା ପରେ କଟାମୁଣ୍ଡ ଧରି ବୁଲିଲା ଶଳା
ନବରଙ୍ଗପୁର: ଅନୈତିକ ସମ୍ପର୍କ ସନ୍ଦେହ ହେଲା କାଳ । ଭିଣୋଇକୁ ହତ୍ୟା କରି କଟାମୁଣ୍ଡ ଧରି ଗାଁରେ ବୁଲିବା ପରେ ଥାନାରେ ଆତ୍ମସମର୍ପଣ କଲା ଶଳା । ଘଟଣାଟି ଘଟିଛି ନବରଙ୍ଗପୁର ଝରିଗାଁ ଥାନା ହାତିବାଡି ଗାଁରେ ।
ସୂଚନା ଅନୁଯାୟୀ, ଗାଁର ଡମ୍ବରୁ ଗୌଡଙ୍କ ପିଉସୀ ଝିଅ ଭଉଣୀଙ୍କୁ ବିବାହ…