Latest Odisha News

BREAKING NEWS

Yearly Archives

2020

ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା: ରିୟା ଚକ୍ରବର୍ତ୍ତୀଙ୍କ ପତ୍ତା ପାଉନି ବିହାର ପୋଲିସ

ପାଟଣା: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ବିହାର ପୋଲିସ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କୁ ପଚରାଉଚରା କରିବା ଲାଗ ଚାହୁଁଥିବା ବେଳେ ତାଙ୍କୁ ଖୋଜି ପାଉନି । ଏସମ୍ପର୍କରେ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ କହିଛନ୍ତି ଯେ ବିହାର ପୋଲିସ ତଥ୍ୟକୁ…

ଅନ୍ୟମାନଙ୍କୁ ଉତ୍ସାହିତ କରିବା ପାଇଁ ରକ୍ତଦାନ କଲେ ବିଧାୟକ

ବ୍ରହ୍ମପୁର: ବ୍ରହ୍ମପୁର ବିଧାୟକ ତଥା ‘ଓଡିଶା ମୋ-ପରିବାର’ର ଇନଚାର୍ଜ ଥିବା ବିକ୍ରମ କୁମାର ପଣ୍ଡା ରକ୍ତ ଦାନ ପାଇଁ ଅନ୍ୟମାନଙ୍କୁ ଉତ୍ସାହିତ କରିବାକୁ ଯାଇ ନିଜେ ରକ୍ତ ଦାନ କରିଛନ୍ତି। କାହିଁକିନା ଏମକେସିଜି ମେଡିକାଲ କଲେଜ ଏବଂ ହସ୍ପିଟାଲ ବ୍ଲଡ ବ୍ୟାଙ୍କରେ ଧିରେଧିରେ ରକ୍ତର ଅଭାବ…

ବ୍ରହ୍ମପୁରରେ ଆଉ ଦୁଇଟି କୋଭିଡ ହସ୍ପିଟାଲ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ବ୍ରହ୍ମପୁରରେ ଦୁଇଟି କୋଭିଡ ହସ୍‌ପିଟାଲ (୧୫୦+୧୫୦) ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଗଞ୍ଜାମ ଜିଲ୍ଲାରେ ସଂକ୍ରମଣ ହାର କ୍ରମାଗତ ଭାବରେ କମୁଛି। ଏପରିକି ଗଞ୍ଜାମରେ…

ଓଡିଶାରେ ୫ ପ୍ରକାରର କରୋନା ଭାଇରସ ଚିହ୍ନଟ

ଭୁବନେଶ୍ୱର: ଓଡିଶାରେ ଜୁନ୍ ସୁଦ୍ଧା ୫ ପ୍ରକାରର କରୋନା ଭାଇରସ ଚିହ୍ନଟ ହୋଇଥିବା ନେଇ ଶନିବାର କହିଛନ୍ତି ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସେସ୍ (ଆଇଏଲ୍ଏସ୍) । ଆଇଏଲ୍ଏସ୍ ନିର୍ଦ୍ଦେଶକ ଅଜୟ ପରିଡା କହିଛନ୍ତି ଯେ ଆଇଏଲ୍ଏସ୍ ଏବଂ ଆଞ୍ଚଳିକ ମେଡିକାଲ୍ ରିସର୍ଚ୍ଚ ସେଣ୍ଟର (ଆରଏମଆରସି) ଗତ…

[ଭିଡିଓ] ଅଜବ ୟୁ-ଟ୍ୟୁବରଙ୍କ ଗଜବ ଭିଡିଓ !

ଇଣ୍ଡୋନେସିଆ: ସାଧାରଣତଃ କିଛି ନିଆରା ଘଟଣା କିମ୍ବା ତାଜୁବ କରିଦେଲା ଭଳି ଭିଡିଓ ହିଁ ଆଜିକାଲି ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥାଏ । ହେଲେ ଏବେ କିଛି ନ କରି ସୁଦ୍ଧା ସୋସିଆଲ୍ ମିଡିଆରେ ଭିଡିଓ ଭାଇରାଲ୍ ହେବାରେ ଲଗିଛି । କଥାଟା ଶୁଣିବାକୁ ଅଡୁଆ ଲାଗୁଥିଲେ ବି ଏହା ସତ । ଇଣ୍ଡୋନେସିଆର…

ଆଦିତ୍ୟ ଦାଶ ମୃତ୍ୟୁ ଘଟଣା: ତୃତୀୟ ଦିନରେ ପଚରାଉଚୁରା ଜାରି ରଖିଛି କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ଘଟଣାରେ ଗତ ତିନି ଦିନ ହେଲା ତନାଘନା ଚଳାଇଛି କ୍ରାଇମବ୍ରାଞ୍ଚ । ଆଜି ଟିମ୍ ଆଦିତ୍ୟ କରିଥିବା ଆଶ୍ରମରେ ପହଞ୍ଚି ଅନ୍ତେବାସୀମାନଙ୍କୁ ସାଢେ ତିନି ଘଣ୍ଟା ପଚରାଉଚୁରା କରିଛି । ଏହା ପରେ ଟିମ୍ ଆଦିତ୍ୟଙ୍କ ଘରକୁ ଯାଇଛି । ସେଠାରେ ପରିବାର…

ଆଜିଠୁ ଛୋଟ ପରଦାକୁ ଆସିବେ କମେଡି କିଙ୍ଗ୍ କପିଲ ଶର୍ମା !

ମୁମ୍ବାଇ: ପୁଣିଥରେ ହସିବେ ଭାରତବାସୀ । କରୋନାକୁ ଆଡେଇ ସମସ୍ତଙ୍କୁ ହସାଇବେ କମେଡି କିଙ୍ଗ୍ କପିଲ୍ ଶର୍ମା । ବହୁଦିନର ବ୍ୟବଧାନ ପରେ ସାମାଜିକ ଦୂରତ୍ୱ ମାନି ଦ କପିଲ ଶର୍ମା ସୋର ସୁଟିଂ ଆରମ୍ଭ ହୋଇଥିଲା । ତେବେ ଆଜିଠୁ ଏହି ଲୋକପ୍ରିୟ କମେଡି ସୋ’ ର ନୂଆ ଏପିସୋଡ୍ ପ୍ରସାରଣ ହେବ ।…

ଭୁବନେଶ୍ୱରରେ ୨୪ ଘଣ୍ଟାରେ ୧୨୬ ଆକ୍ରାନ୍ତ, ୧୩୩ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୧୨୬ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମସି) ।…

ଅନଲକ୍‌-୩ ଗାଇଡଲାଇନ ମାନିବାକୁ ଦୋକାନୀଙ୍କୁ ଅନୁରୋଧ କଲା ବିଏମସି

ଭୁବନେଶ୍ୱର: ଓଡିଶା ସରକାରଙ୍କ ଦ୍ୱାରା ଜାରି ଅନଲକ୍‌-୩ ଗାଇଡଲାଇନକୁ କଡାକଡି ମାନିବାକୁ ଭୁବନେଶ୍ୱରର ବ୍ୟବସାୟୀ ସଂସ୍ଥା ମାନଙ୍କୁ ଅନୁରୋଧ କରିଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମସି) । ବ୍ୟବସାୟୀ ସଂସ୍ଥା ସହ ଆଲୋଚନା କରିବା ପରେ ଗଣମାଧ୍ୟମକୁ ସୂଚନା ଦେଇ ବିଏମସି କମିଶନର ପ୍ରେମ…

ବୀରମିତ୍ରପୁର ଥାନା ପରିସରରୁ ଗଡିଲା ସଚେତନତା ରଥ

ସୁନ୍ଦରଗଡ଼ : ଗତ କିଛି ଦିନ ହେଲା ବୀରମିତ୍ରପୁର ଥାନା ଅନ୍ତର୍ଗତ କେତେକ ଗାଁରେ ଗୁଣି ଗାରେଡ଼ି ଓ ଡାହାଣୀ ସନ୍ଦେହରେ ଲୋକଙ୍କୁ ଆକ୍ରମଣ ଘଟଣା ଦିନକୁ ଦିନକୁ ଦିନ ବଢିଚାଲିଛି । ଏହି ସନ୍ଦେହରେ ଗାଁରୁ ଲୋକଙ୍କୁ ବାସନ୍ଦ ମଧ୍ୟ କରାଯାଉଛି । ତେବେ ଏ ନେଇ ସ୍ଥାନୀୟ ଲୋକଙ୍କୁ ସଚେତନ କରିବା ପାଇଁ…