ଶ୍ରୀକ୍ଷେତ୍ରର ମାତା ମଠରେ ପାରମ୍ପରିକ ଝୁଲଣ ଯାତ୍ରା ମହୋତ୍ସବ ପାଳିତ
ପୁରୀ: ପ୍ରତିବର୍ଷ ଶ୍ରାବଣ ଶୁକ୍ଳ ଦଶମୀ ଠାରୁ ଗହ୍ମା ପୂର୍ଣ୍ଣିମା ପର୍ୟ୍ୟନ୍ତ ଦେଶରେ ସର୍ବତ୍ର ପାରମ୍ପରିକ ଝୁଲଣ ଯାତ୍ରା ଅନୁଷ୍ଠିତ ହୋଇଥାଏ । ପୁରୀ ଶ୍ରୀକ୍ଷେତ୍ରରେ ଶ୍ରୀମନ୍ଦିର ତଥା ବିଭିନ୍ନ ମଠ ବାଡି ମାନଙ୍କରେ ଏହି ଝୁଲଣଯାତ୍ରା ମହୋତ୍ସବ ପାଳିତ ହୋଇଥାଏ । କିନ୍ତୁ ଏ ବର୍ଷ କୋଭିଡ-୧୯…