Latest Odisha News

BREAKING NEWS

Yearly Archives

2020

ଆଜି ବନ୍ଧୁତ୍ୱ ଦିବସ; ବନ୍ଧୁ ପାଇଁ ଦିନ ଟିଏ

ଭୁବନେଶ୍ୱର: ଆଜି ହେଉଛି ବନ୍ଧୁତ୍ୱ ଦିବସ । ଇଂରାଜୀରେ କହିଲେ ‘ଫ୍ରେଣ୍ଡସିପ୍‌ ଡେ’ । ଜୀବନରେ ବନ୍ଧୁତ୍ୱର ମହତ୍ତ୍ୱ ଅନେକ ବେଶୀ । ଏନେଇ ଅନେକ ଉଦାହରଣ ମଧ୍ୟ ରହିଛି । ବନ୍ଧୁତ୍ୱର ସବୁଠାରୁ ବଡ ଉଦାହରଣ ହେଉଛନ୍ତି ‘କୃଷ୍ଣ ଓ ସୁଦାମା’ । କେବେଠୁ ହୁଏ ପାଳନ: କୁହାଯାଏ ୧୯୩୫ ମସିହା…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ  ତା୨- ୮-୨୦୨୦ ରବିବାର ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ଅଗଷ୍ଟ ତା ୨ ରିଖ ରବିବାର କର୍କଟ ୧୮ ଦିନ ଶ୍ରାବଣ ମାସ ଶୁକ୍ଳ ପକ୍ଷ ଚତୁର୍ଦ୍ଦଶୀ ତିଥି ଉତ୍ତରାଷାଢା ନକ୍ଷତ୍ର ଧନୁ ଚନ୍ଦ୍ର ଦିନ ୧୨ଟା ୫୯ମିନିଟ୍ ପର୍ଯ୍ୟନ୍ତ ତାପରେ ଉତ୍ତରାଷାଢା ନକ୍ଷତ୍ର ମକର ଚନ୍ଦ୍ର…

ଏହି ମୁସଲିମ ଦେଶରେ ରହିଛି ବିଷ୍ଣୁଦେବଙ୍କ ଉଚ୍ଚତମ ମୂର୍ତ୍ତି

ଭୁବନେଶ୍ୱର: ହିନ୍ଦୁଧର୍ମର ଆରାଧ୍ୟ ଦେବତା ଭଗବାନ ବିଷ୍ଣୁ । ତାଙ୍କୁ ପୃଥିବୀର ପାଳନକର୍ତ୍ତା ଭାବେ ବିବେଚନା କରାଯାଏ। ଭାରତର ପ୍ରତ୍ୟେକ କୋଣ ଅନୁକୋଣରେ ଭରି ରହିଛି ଭଗବାନ ବିଷ୍ଣୁଙ୍କ ମନ୍ଦିର । ଆଜି ଆମେ ଆପଣଙ୍କୁ ଜଣାଇବାକୁ ଯାଉଛୁ ବିଶ୍ୱର ଉଚ୍ଚତମ ବିଷ୍ଣୁ ମନ୍ଦିର ସମ୍ପର୍କରେ । ଆପଣ…

ବ୍ରହ୍ମପୁରରେ ବେଆଇନ ଗୁଟଖା କାରଖାନା ଉପରେ ଚଢଉ, ଦେଢ କୋଟିରୁ ଅଧିକ ମୂଲ୍ୟର ସାମଗ୍ରୀ ଜବତ

ବ୍ରହ୍ମପୁର : ଲକ୍ ଡାଉନ ସମୟରେ ବୃଦ୍ଧି ପାଇଛି ବେଆଇନ କାରବାର । ଶନିବାର ବ୍ରହ୍ମପୁର ଉପଜିଲ୍ଲାପାଳ କୁକୁଡାଖଣ୍ଡି ବ୍ଲକର ଦୁଇଟି ବେଆଇନ ଗୁଟଖା କାରଖାନା ଉପରେ ଚଢଉ କରି ପ୍ରାୟ ଦେଢ କୋଟି ଟଙ୍କାର କଞ୍ଚାମାଲ ସହ ଗୁଟଖା ପ୍ରସ୍ତୁତକାରୀ ସାମଗ୍ରୀ ଜବତ କରିଛି । ସୂଚନା ଅନୁଯାୟୀ,…

ରାଜଧାନୀରେ ଖୋଲିବ ସପିଂ ମଲ୍‌

ଭୁବନେଶ୍ୱର: ଭୁବନେଶ୍ୱରରେ ଖୋଲିବ ମଲ୍ । ଏ ନେଇ ଭୁବନେଶ୍ୱର ମହାନଗର ନିଗମ ଅନୁମତି ଦେଇଛି । ତେବେ ଏ ନେଇ ବିଏମସି ପକ୍ଷରୁ ଏସଓପି ଜାରି ହୋଇଛି । ମଲ୍ ପରିସରରେ ଫୁଡ୍ କୋର୍ଟ କିମ୍ବା ଗେମ୍ ଜୋନ ଖୋଲିବ ନାହିଁ । ମଲ୍ ଭିତରେ ଥିବା ସିନେମାହଲ ବନ୍ଦ ରହିବ । କୌଣସି ପ୍ରମୋସନାଲ…

ଦିବଂଗତ ନେତା ଅମର ସିଂଙ୍କ ପରଲୋକରେ ଶୋକପ୍ରକାଶ କଲେ ବିଗ୍ ବି

ମୁମ୍ବାଇ: କରୋନା ଆକ୍ରାନ୍ତ ହୋଇଥିବା ବିଗ୍ ବି ଅମିତାଭ ବଚ୍ଚନ ଗତ କିଛି ଦିନ ହେଲା ସିଟି ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତେବେ ଆଜି ସୋସିଆଲ ମିଡିଆରେ ତାଙ୍କର ଏକ ଭିନ୍ନ ଫଟୋ ଦେଖିବାକୁ ମିଳିଛି । ତାଙ୍କ ପୂର୍ବତନ ବନ୍ଧୁ ତଥା ରାଜ୍ୟସଭା ସାଂସଦ ଅମର ସିଂହଙ୍କ ଦେହାନ୍ତର କିଛି ସମୟ…

ଅଭିନେତ୍ରୀ କଙ୍ଗନାଙ୍କ ଘର ବାହାରେ ଫୁଟିଲା ଗୁଳି

ମନାଲି: ଲକ୍‌ଡାଉନ ଯୋଗୁଁ ଅଭିନେତ୍ରୀ କଙ୍ଗନା ରନାୱତ ଏବେ ନିଜ ଘର ମନାଲିରେ ଥିବା ବେଳେ ଶୁକ୍ରବାର ରାତିରେ ତାଙ୍କ ଘର ବାହାରେ କେହି ଦୁର୍ବୁତ୍ତ ଗୁଳି ଫୁଟାଇଛନ୍ତି । ଏ ନେଇ କଙ୍ଗନା ପୋଲିସ ନିକଟରେ ଅଭିଯୋଗ କରିବା ପରେ ପୋଲିସ ତାଙ୍କ ଘରେ ପହଞ୍ଚିଥିଲା । ବହୁ ତନାଘନା କରିଥିଲେ ମଧ୍ୟ ଗୁଳି…

ବାପା ହେଲେ ଅଫତାବ ଶିବଦାସନି

ମୁମ୍ବାଇ: ବଲିଉଡ ଅଭିନେତା ଅଫତାବ ଶିବଦାସନି ଓ ପତ୍ନୀ ନିନ ଦୁସଂଜ ପିତା ମାତା ହୋଇଛନ୍ତି । ଆଜି ସେମାନଙ୍କର ଗୋଟିଏ ଝିଅ ହୋଇଛି । ୨୦୧୪ ମସିହାରେ ଏହି ଦମ୍ପତ୍ତି ବିବାହ କରିଥିଲେ । ଝିଅ ଜନ୍ମ ହେବା ପରେ ସେମାନେ ବେଶ୍ ଖୁସି ଅଛନ୍ତି । ଅଫତାବ ୧୯୯୯ ମସିହାରେ ଚଳଚ୍ଚିତ୍ର ମସ୍ତ ଜରିଆରେ…

ପଂଜାବ ମଦମୃତ୍ୟୁ ଘଟଣା: ଅବକାରୀ ବିଭାଗର ୭ ଅଧିକାରୀ ଓ ୬ ପୋଲିସ କର୍ମଚାରୀ ନିଲମ୍ବିତ

ଚଣ୍ଡୀଗଡ: ପଂଜାବ ବିଷାକ୍ତ ମଦ ମୃତ୍ୟୁ ଘଟଣାରେ ଆଜି ମୃତ୍ୟୁ ସଂଖ୍ୟା ୮୬କୁ ବୃଦ୍ଧି ପାଇଛି । ସେପଟେ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ଏହି ଘଟଣାରେ ଅବକାରୀ ବିଭାଗର ୭ ଜଣ ଅଫିସର ଓ ୬ ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି । ଏଥି ସହ ଘଟଣାର ତଦନ୍ତ ନିର୍ଦ୍ଦେଶ ମଧ୍ୟ…

ଓଡିଶାରୁ ସୁସ୍ଥ ହେଲେ ଆଉ ୭୫୬ କରୋନା ରୋଗୀ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୭୫୬ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ସୁସ୍ଥ ହୋଇଥିବା ୭୫୬ ଜଣଙ୍କ ମଧ୍ୟରୁ ୧୩୯ ଜଣ ଗଞ୍ଜାମରୁ, ୧୬୨ ଜଣ ଖୋର୍ଦ୍ଧା, ୭୮ ଜଣ କଟକ, ସୁନ୍ଦରଗଡରୁ ୫୮, ୪୯ ଜଣ…