Latest Odisha News

BREAKING NEWS

Yearly Archives

2020

‘ଅର୍ଦ୍ଧ କପାଳୀ’ ପାଇଁ ରାମବାଣ ଅଦା !

ଭୁବନେଶ୍ୱର: ବର୍ତ୍ତମାନର ସମୟରେ ଅର୍ଦ୍ଧ କପାଳୀ(ମାଇଗ୍ରେନ) ସଭିଁଙ୍କ ପାଇଁ ଏକ ମୁଖ୍ୟ ସମସ୍ୟା ପାଲଟିଛି। ମାଇଗ୍ରେନ ପ୍ରଭାବରେ ମୁଣ୍ଡବିନ୍ଧା ବ୍ୟତୀତ ଦୃଷ୍ଟି ଶକ୍ତି ଦୁର୍ବଳ, ଚିଡ଼ଚିଡ଼ାପଣ, ବ୍ୟସ୍ତ ଲାଗିବା, ଯନ୍ତ୍ରଣା ହେବା ଭଳି ବହୁ ସମସ୍ୟା ସୃଷ୍ଟି ହୋଇଥାଏ । ସେହି ସମୟରେ ହେଉଥିବା…

ଆତ୍ମନିର୍ଭରଶୀଳ ଭାରତ ଆପ୍ ଚ୍ୟାଲେଞ୍ଜ: ସରକାରଙ୍କ ନିକଟରେ ପହଁଚିଲା ୬୯୪୦ ଆପ୍ ତାଲିକା , ୧୧୫୫ ହେଉଛି ସୋସିଆଲ୍ ମିଡିଆ…

ନୂଆଦିଲ୍ଲୀ: ଚୀନ୍ ଆପ୍ ଉପରେ ଡିଜିଟାଲ୍ ଷ୍ଟ୍ରାଇକ୍ କରିବା ପରେ ଭାରତ ସରକାର ଆତ୍ମନିର୍ଭରଶୀଳ ଇଣ୍ଡିଆ ଆପ୍ ଇନୋଭେସନ୍ ଚ୍ୟାଲେଞ୍ଜ ଆରମ୍ଭ କରିଥିଲେ। ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଏବଂ ଅଟଳ ଇନୋଭେସନ୍ ମିଶନ୍ ସହ ସହଭାଗିତାରେ NITI ଆୟୋଗ ଡିଜିଟାଲ୍ ଇଣ୍ଡିଆ…

ଜିଲ୍ଲାପାଳଙ୍କ କ୍ଷମତା ବ୍ୟବହାର କରି ମୟୁରଭଞ୍ଜର ଏହି ୨ ଟି ଗାଁକୁ ସଟଡାଉନ ଘୋଷଣା କଲେ ସରପଞ୍ଚ

ମୟୁରଭଞ୍ଜ: ଅନ୍ୟ ଜିଲ୍ଲା ସହ ମୟୁରଭଞ୍ଜରେ କରୋନା ସଂକ୍ରମଣ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ତେଣୁ ପ୍ରଶାସନ ପକ୍ଷରୁ ବିଭିନ୍ନ କଡା ପଦକ୍ଷେପ ମାନ ଗ୍ରହଣ କରାଯାଉଛି । ସଂକ୍ରମିତଙ୍କୁ ଦୃଷ୍ଟିରେ ରଖି କିଛି ଅଞ୍ଚଳକୁ ସଟ୍‌ଡାଉନ୍‌ ଘୋଷଣା କରାଯାଉଛି । ଜିଲ୍ଲାପାଳଙ୍କ କ୍ଷମତା…

ପାଣିପାଗର ଗୁରୁତ୍ୱପୂର୍ଣ୍ଣ ସୂଚନା ଏବେ ‘ମୌସମ ଆପ୍’ରେ , ସରକାର ଜାରୀକଲେ ଏକ ସ୍ୱତନ୍ତ୍ର ମୋବାଇଲ୍ ଆପ୍

ନୂଆଦିଲ୍ଲୀ: ଲୋକଙ୍କୁ ବଦଳୁଥିବା ପାଣିପାଗ ଏବଂ ଏହା ସହ ଜଡିତ ଗୁରୁତ୍ୱପୂର୍ଣ୍ଣ ସୂଚନାକୁ ସହଜ କରିବା ପାଇଁ ସରକାର ଏକ ମୋବାଇଲ୍ ଆପ୍ ଲଞ୍ଚ କରିଛନ୍ତି। ମନ୍ତ୍ରୀ ହର୍ଷ ବର୍ଦ୍ଧନ ସୋମବାର ପାଣିପାଗ ପୂର୍ବାନୁମାନ ପାଇଁ ମୌସମ ନାମକ ଏକ ଆପ୍ ଲଞ୍ଚ କରିଛନ୍ତି। ଇଣ୍ଟରନେସନାଲ କ୍ରପ୍ସ ରିସର୍ଚ୍ଚ…

ସ୍କୁଲ ପିଲାଙ୍କୁ ଦିଆଯିବ ଆଇରନ୍ ଟାବଲେଟ୍

ଭୁବନେଶ୍ୱର: ମଧ୍ୟାହ୍ନ ଭୋଜନ ସହ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଆଇରନ୍ ଟାବଲେଟ୍ । ମିଡ୍ ଡେ ମିଲ୍ ବା ଏମଡିଏମ୍ ରାସନ ସହ ପିଲାମାନଙ୍କୁ ଆଇରନ୍ ଫୋଲିକ୍ ଟାବଲେଟ୍ ଦିଆଯିବ । ଏନେଇ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଏଥିପାଇଁ ସବୁ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି ଏମଡିଏମର ରାଜ୍ୟ…

ଡାକ ବିଭାଗର ଏହି ଯୋଜନା ଆପଣଙ୍କୁ କୋଟିପତି କରିବ, ମାତ୍ର ପାଞ୍ଚ ବର୍ଷ ମଧ୍ୟରେ ଆପଣ ୧୪ଲକ୍ଷ ଟଙ୍କା ପାଇବେ

ନୂଆଦିଲ୍ଲୀ: ମଣିଷ କଠିନ ପରିଶ୍ରମ ଦ୍ୱାରା ଅର୍ଜନ ହୋଇଥିବା ପ୍ରତ୍ୟେକ ପଇସା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ତା ପାଇଁ | ଏଭଳି ପରିସ୍ଥିତିରେ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଯେ, ଯେତେବେଳେ ବି କିଛି କିଛି ବିନିଯୋଗ କରନ୍ତି, ସେତେବେଳେ ଆପଣ ପୂର୍ଣ୍ଣ ଲାଭ ପାଇବେ | ଯଦି ଆପଣ କମ୍ ସମୟ ବିନିଯୋଗ…

ବର୍ଷା ଦିନେ ଭୁଲରେ ବି ଖାଆନ୍ତୁ ନାହିଁ ଏହିସବୁ ଖାଦ୍ୟ…

ଭୁବନେଶ୍ୱର: ଖରାରୁ ନିସ୍ତାର ପାଇବାକୁ ଆମେ ବର୍ଷା ଦିନକୁ ଚାତକ ପରି ଚାହିଁ ରହି ଥାଉ । ମାତ୍ର ଏହା ଆସ୍ୱସ୍ତି ଆଣିବା ସହ ଆଣିଥାଏ ଢେର ସାରା ସମସ୍ୟା ।  ବର୍ଷାଦିନକୁ ସଂକ୍ରମଣ ଋତୁ ମଧ୍ୟ କହିଲେ ଅତ୍ୟୁକ୍ତି ହେବ ନାହିଁ । ଏହିଦିନେ ସାଧାରଣତଃ ସଂକ୍ରମଣ ଆଶଙ୍କା ଅଧିକ ଥାଏ। ତେଣୁ ଏହି ସମୟରେ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ  ତା ୨୮-୦୭-୨୦୨୦ ମଙ୍ଗଳବାର ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ଜୁଲାଇ ତା ୨୮ ରିଖ ମଙ୍ଗଳବାର କର୍କଟ ୧୩ ଦିନ ଶ୍ରାବଣ ଶୁକ୍ଳ ପକ୍ଷ ନବମୀ ତିଥି ସ୍ବାତୀ ନକ୍ଷତ୍ର ତୁଳା ଚନ୍ଦ୍ର ଘାତ ବାର :-ମକର ରାଶିର ଘାତ ଚନ୍ଦ୍ର:- ବିଛା ରାଶି ପୁରୁଷଙ୍କର ନିଷେଧ…

କାନ୍ଦିଲେ ଅମିତାଭ ବଚ୍ଚନ, କାହିଁକି ଜାଣିଛନ୍ତି ?

ମୁମ୍ବାଇ: ବଲିଉଡ ମହାନାୟକଙ୍କ ଆଖିଲେ ଲୁହ । କାନ୍ଦି ପକାଇଲେ ଅମିତାଭ ବଚ୍ଚନ । ଲୁହକୁ ଅଟକାଇ ପାରିଲେ ନାହିଁ । ବୋହୂ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଓ ନାତୁଣୀ ଆରାଧ୍ୟାଙ୍କ କୋଭିଡ୍ ରିପୋର୍ଟ ନେଗେଟିଭ୍ ଆସିବା ପରେ ଖୁସି ପ୍ରକାଶ କରିଛନ୍ତି ଅମିତାଭ ବଚ୍ଚନ । ଏହି ଖୁସିରେ ତାଙ୍କ ଆଖିରେ ଲୁହ…

ଗୋସ୍ୱାମୀ ସନ୍ଥ ତୁଳସୀ ଦାସଙ୍କ ଜୟନ୍ତୀ ଉପଲକ୍ଷେ ..

ମହାନ୍ ସାରସ୍ଵତ ସାଧକ, କାଳଜୟୀ ସୃଷ୍ଟି ରାମ ଚରିତ ମାନସ ସ୍ରଷ୍ଟା ଗୋସ୍ୱାମୀ ସନ୍ଥ ତୁଳସୀ ଦାସଙ୍କ ଜୟନ୍ତୀରେ ତାଙ୍କର ଅମ୍ଲାନ ସ୍ମୃତି ପ୍ରତି କୋଟି କୋଟି ପ୍ରଣାମ ଜଣାଉଛି । ଗୋସ୍ୱାମୀ ତୁଳସୀ ଦାସଙ୍କର ସବୁଠାରୁ ବଡ଼ କୃତି ହେଉଛି ହନୁମାନ ଚାଳିସା । ଷୋଡ଼ଶ ଶତାବ୍ଦୀରେ ଜନ୍ମଗ୍ରହଣ…