Latest Odisha News

BREAKING NEWS

Yearly Archives

2020

୧୦୮/୧୦୪ ଆମ୍ବୁଲାନ୍ସରେ ଯାଇପାରିବେ କରୋନା ଲକ୍ଷଣ ଥିବା ରୋଗୀ: ଗଞ୍ଜାମ ଜିଲ୍ଲାପାଳ

ବ୍ରହ୍ମପୁର: ଏଣିକି ୧୦୮ ଆମ୍ବୁଲାନ୍ସରେ ଯାଇପାରିବେ କରୋନା ଲକ୍ଷଣ ଥିବା ରୋଗୀ । କେବଳ ୧୦୮ ନୁହେଁ ୧୦୪ ମଧ୍ୟ କରୋନା ରୋଗୀ ହସ୍ପିଟାଲ ଯିବେ । ଏନେଇ ଗଞ୍ଜାମ ଜିଲ୍ଲାପାଳ ଟୁଇଟ୍ କରି ସୂଚନା ଦେଇଛନ୍ତି । ପୁରୁଣା ବ୍ରହ୍ମପୁର ପ୍ରହଲ୍ଲାଦ ନଗରରେ ୧୦୮ ଆମ୍ବୁଲାନ୍ସ ରୋଗୀଙ୍କ ନନେବା ଘଟଣାକୁ…

ଆସନ୍ତୁ ଜାଣିବା କେଉଁ ଦ୍ୱୀପରେ ରହୁଛନ୍ତି ମାଳ ମାଳ ସାପ

ନୂଆଦିଲ୍ଲୀ:ଆଇସଲ୍ୟାଣ୍ଡ ବା ଛୋଠ ଛୋଟ ଦ୍ୱୀପକୁ ମଉଜ ମଜଲିସ କରିବା ପାଇଁ ସମସ୍ତେ ଯାଇଥାନ୍ତି । ତେବେ ଏପରି ଏକ ଆଇସଲ୍ୟାଣ୍ଡ ଅଛି ଯେଉଁଠି ମାଳ ମାଳ ସାପ ବିଚରଣ କରୁଥାନ୍ତି । ସେଠାକୁ ଥରେ ଯିଏ ଯାଏ ଫେରିକି ଆସିବା କଷ୍ଟକର ହୋଇଥାଏ । ଏହି ଆଇସଲ୍ୟାଣ୍ଡ ବ୍ରାଜିଲରେ ରହିଛି ଏବଂ ଏହାର ନାମ…

ରାଜ୍ୟ ପାଇଁ ଖୁସି ଖବର; ସୁସ୍ଥ ହେେଲେ ଆଉ ୫୮୧ କରୋନା ରୋଗୀ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୫୮୧ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ସୁସ୍ଥ ହୋଇଥିବା ୫୮୧ ଜଣଙ୍କ ମଧ୍ୟରୁ ୧୬୦ ଜଣ ଗଞ୍ଜାମରୁ, ୭୭ ଜଣ ଖୋର୍ଦ୍ଧା, ୪୩ ଜଣ ଗଜପତି, ୩୪ ଜଣ କଟକ, ମାଲକାନଗିରିରୁ…

କାହିଁକି ଆତ୍ମହତ୍ୟା ଉଦ୍ୟମ କଲେ ଏହି ଅଭିନେତ୍ରୀ ?

ଚେନ୍ନାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣା ମନରେ ନ ଲିଭୁଣୁ ଆଉ ଜଣେ ଅଭିନେତ୍ରୀ କରିଛନ୍ତି ଆତ୍ମହତ୍ୟା ଉଦ୍ୟମ । ରବିବାର ତାମିଲ ଅଭିନେତ୍ରୀ ବିଜୟଲକ୍ଷ୍ମୀ ଆତ୍ମହତ୍ୟା ଉଦ୍ୟମ କରିଥିଲାବେଳେ ଚେନ୍ନାଇର ଏକ ହସ୍ପିଟାଲରେ ତାଙ୍କୁ ଗୁରୁତର ଅବସ୍ଥାରେ ଆଡମିଟ୍ କରାଯାଇଛି ।…

ନିଶା ଦ୍ରବ୍ୟ ନ ପାଇବାରୁ ୨୦ସେମିର ଛୁରୀ ଗିଳିଦେଲା ଯୁବକ

ନୂଆଦିଲ୍ଲୀ: ଲକଡାଉନ ଯୋଗୁ ଜଣେ ୨୮ ବର୍ଷର ନିଶାଗ୍ରସ୍ତ ଯୁବକ ୨୦ସେମିର ଏକ ଛୁରୀ ଗିଳି ଦେଇଥିଲା । ଯୁବକଜଣକ ଏ ନେଇ କାହାକୁ କିଛି କହି ନ ଥିଲା । ପରେ ଅସହ୍ୟ ପେଟ ଯନ୍ତ୍ରଣା ହେବାରୁ ଡାକ୍ତରଖାନାରେ ଭର୍ତି କରାଗଲା । ସେଠାରେ ପେଟ ଭିତରେ ଛୁରୀ ରହିଥିବା ଜଣା ପଡିଥିଲା । ଏମ୍ସରେ ଯୁବକଙ୍କ…

ସୁଶାନ୍ତଙ୍କ ଫରେନସିକ୍ ରିପୋର୍ଟ ଆସିଲା,ଶରୀରରେ ବିଷକ୍ରିୟା ନ ଥିଲା

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲା ଏବେ ନୂଆ ମୋଡ ନେଇଛି । ସୁଶାନ୍ତଙ୍କ ପ୍ରଶଂସକମାନେ ଏହାକୁ ଏକ ହତ୍ୟା କାଣ୍ଡ ବୋଲି କହୁଥିଲେ ମଧ୍ୟ ଧିରେ ଧିରେ ଏଥିରୁ ପରଦା ହଟୁଛି । ସୋମବାର ଫରେନସିକ୍ ଭିସେରା ରିପୋର୍ଟ ସାମ୍ନାକୁ ଆସିବା ପରେ ହତ୍ୟା ଆଶଙ୍କା କିଛି ମାତ୍ରାରେ ଦୂର…

ହସକୁରୀ ଆଲବମ୍ ନାୟିକା ଦୀପା ସାହୁଙ୍କ ହସ ଲିଭିଗଲା…

ଭୁବନେଶ୍ୱର: ଦୀପା ସାହୁ । ଏକଦା ଓଡିଆ ଆଲବମ୍ ଜଗତରେ ଆଲବମ୍ କୁଇନ ଭାବେ ବେଶ୍ ରାଜ କରୁଥିଲେ । ତାଙ୍କର ଯେଉଁ ବି ଆଲବମ୍ ରିଲିଜ ହେଉଥିଲା ତାହା ବେଶ୍ ଲୋକପ୍ରିୟ ହେଇଥିଲା । ଆଜିର ଆଗ ଧାଡିର ଅଭିନେତାଙ୍କ ସହ ସେ ବହୁ ଆଲବମରେ ଅଭିନୟ କରିଛନ୍ତି । ଯେତେବେଳେ ଆଲବମ୍‌ର କ୍ରେଜ ଥିଲା…

ବୁଧବାର ଭାରତରେ ପହଞ୍ଚିବ ରାଫେଲ ଜେଟ୍‌

ନୂଆଦିଲ୍ଲୀ: ବୁଧବାର ଫ୍ରାନ୍ସରୁ ଭାରତରେ ପହଂଚିବ ଅତ୍ୟାଧୁନିକ ଯୁଦ୍ଧ ବିମାନ ରାଫେଲ୍ । ପ୍ରଥମ ଦଫାରେ ୫ଟି ରାଫେଲ୍ ଜେଟ୍ ହରିଆଣାର ଅମ୍ବାଲାରେ ଓହ୍ଲାଇବ । ଏନେଇ ଆଜି ଫ୍ରାନ୍ସରୁ ୫ଟି ଯାକ ଯୁଦ୍ଧ ବିମାନ ଉଡାଣ ଭରିଛନ୍ତି । ଏଥିରେ ୩ଟି ଡବଲ ସିଟର ଓ ୨ଟି ସିଙ୍ଗିଲ ସିଟର ବିମାନ ରହିଛି ।…

କଟକରେ ୬ ଶହ ଟପିଲା କରୋନା ଆକ୍ଟିଭ କେସ୍‌

କଟକ: କଟକରେ ସୋମବାର ଦିନ ୧୩୦ ନୂଆ କରୋନା ପଜିଟିଭ ମାମଲା ଚିହ୍ନଟ ହୋଇଛି । ଯାହାକୁ ମିଶାଇ କଟକରେ ମୋଟ୍ ଆକ୍ରାନ୍ତ ବ୍ୟକ୍ତିଙ୍କ ସଂଖ୍ୟା ୧୮୨୫ରେ ପହଞ୍ଚିଛି। ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି କଟକ ପ୍ରଶାସନ । ଉକ୍ତ ଟ୍ୱିଟ ଅନୁଯାୟୀ କଟକ ଜିଲ୍ଲାରେ ଚିହ୍ନଟ ହୋଇଥିବା ଆକ୍ରାନ୍ତ…

ରାମ ମନ୍ଦିରର ଗର୍ଭ ଗୃହର ୨୦୦୦ ଫୁଟ ତଳେ ଟାଇମ କ୍ୟାପସୁଲ ରଖାଯିବ

ଅଯୋଧ୍ୟା: ଅଯୋଧ୍ୟାରେ ଖୁୂବ୍ ଶୀଘ୍ର ରାମ ମନ୍ଦିର କାର୍ଯ୍ୟ ଆରମ୍ଭ ହୋଇଯିବ । ଏହାର ଇତିହାସ ହଜାର ହଜାର ବର୍ଷ ସୁରକ୍ଷିତ ରଖିବା ପାଇଁ ମନ୍ଦିରର ଗର୍ଭଗୃହର ୨୦୦୦ ଫୁଟ ତଳେ ଟାଇମ କ୍ୟାପସୁଲ ରଖାଯିବ । ଏଥିରେ ମନ୍ଦିର ସମ୍ପୂର୍ଣ୍ଣ କାର୍ଯ୍ୟଶୈଳୀ ସହିତ ଆବଶ୍ୟକ ଡାଟା ରହିବ । ଭବିଷ୍ୟରେ ଯେପରି…