ଡୋପ ଟେଷ୍ଟରେ ଧରାପଡି ୨ ବର୍ଷ ବାସନ୍ଦ ହେଲେ ବାଂଲାଦେଶୀ ବୋଲର କାଜି ଇସଲାମ
ଢ଼ାକା: ବାଂଲାଦେଶର ଯୁବ ପେସ ବୋଲର କାଜି ଇସଲାମ ଡୋପ ଟେଷ୍ଟରେ ଧରା ପଡିଛନ୍ତି । ନିଷିଦ୍ଧ ଡ୍ରଗ୍ସ ସେବନ କରିବା ନେଇ ବାଂଲାଦେଶ ବୋର୍ଡ ତାଙ୍କୁ ୨ ବର୍ଷ ପାଇଁ ବାସନ୍ଦ କରାଯାଇଛି । ୨୦୧୮ରେ ଏହି ଟେଷ୍ଟ କରାଯାଇଥିଲା । ଜାତୀୟ କ୍ରିକେଟ ଲିଗ୍ରେ କରାଯାଇଥିବା ଡୋପ ଟେଷ୍ଟରେ ମଧ୍ୟ ତାଙ୍କ…