ଜୟପୁରରେ ଡୋର୍-ଟୁ-ଡୋର୍ ସର୍ଭେ ଆରମ୍ଭ
ଜୟପୁର: କରୋନା ଜନିତ ଲକ୍ଷଣ ଥିବା ବ୍ୟକ୍ତିମାନଙ୍କୁ ଟ୍ରେସ୍ କରିବା ପାଇଁ ସ୍ୱାସ୍ଥ୍ୟକର୍ମୀ ଓ ଶିକ୍ଷକମାନଙ୍କୁ ନେଇ କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ଡୋର୍-ଟୁ-ଡୋର୍ ସର୍ଭେ ଆରମ୍ଭ କରାଯାଇଛି ।
କୋରାପୁଟ ମୁଖ୍ୟ ଜିଲ୍ଲା ଚିକିତ୍ସାଧିକାରୀ (ସିଡିଏମଓ) ମକରନ୍ଦ ବେଉରା କହିଛନ୍ତି ଯେ…