କରୋନା ମୃତକଙ୍କ ପିଲାଙ୍କୁ ମାଗଣା ଶିକ୍ଷା ଦେବ କିଟ୍ ବିଶ୍ଵବିଦ୍ୟାଳୟ
ଭୁବନେଶ୍ୱର: ଓଡିଶା, ଭରତ ଓ ସମଗ୍ର ବିଶ୍ଵରେ କରୋନା ମହାମାରୀ ଆତଙ୍କ ଖେଳାଇଥିବା ବେଳେ ସମଗ୍ର ବିଶ୍ଵବାସୀ ପ୍ରଭାବିତ ହେଉଛନ୍ତି।ଯେଉଁଥିରୁ ଓଡିଶା ରାଜ୍ୟ ମଧ୍ୟ ବାଦ ପଡିନାହିଁ।
ଓଡିଶାରେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ରାଜ୍ୟରେ କେତେକ ବ୍ୟକ୍ତିଙ୍କ ମଧ୍ୟ…