ଆଜିଠୁ ସମ୍ବଲପୁରରେ ଦ୍ୱିତୀୟ ପର୍ଯ୍ୟାୟ ସଟଡାଉନ୍
ସମ୍ବଲପୁର: ସମ୍ବଲପୁରରେ ଆଜିଠାରୁ ଆରମ୍ଭ ହେଉଛି ସଟଡାଉନର ଦ୍ୱିତୀୟ ପର୍ଯ୍ୟାୟ । ୨୬ ତାରିଖରୁ ୩୧ ତାରିଖ ଯାଏଁ ଏହି କଟକଣା ଜାରି ରହିବା ନେଇ ସୂଚନା ମିଳିଛି । ଏହି ଦ୍ଵିତୀୟ ପର୍ଯ୍ୟାୟରେ ପ୍ରଥମ ପର୍ଯ୍ୟାୟର କଟକଣା କିଛିଟା କୋହଳ କରାଯାଇଛି ।
ମିଳିଥିବା ସୂଚନା ଅନୁଯାୟୀ, ଏଠାରେ…