Latest Odisha News

BREAKING NEWS

Yearly Archives

2020

କୁକୁର ସହ ଲଢ଼ି ଉଭଣୀକୁ ବଞ୍ଚାଇଲା ଛଅ ବର୍ଷର ପିଲା, ମିଳିବ ବକ୍ସିଂର ବଡ଼ ଟାଇଟଲ୍

ଫଟୋରେ ଦେଖୁଥିବା ପିଲାର ବୟସ ମାତ୍ର ୬ ବର୍ଷ । ନାଁ- ବ୍ରିଜର ଓ୍ୱକର । ଆମେରିକାରେ ରହୁଛନ୍ତି । ତାଙ୍କୁ ମିଳିବ ଓ୍ୱାର୍ଡଲ ବକ୍ସିଂ ଚାମ୍ପିଅନସିପ୍ ଟାଇଟଲ୍ । ଘୋଷଣା କରିଛି ଓ୍ୱାର୍ଲଡ ବକ୍ସିଂ କାଉନସିଲ୍ । କଥାଟା ଆଶ୍ଚର୍ଯ୍ୟ ଲାଗୁଥିବ ନିହାତି । ମନରେ ପ୍ରଶ୍ନ ଉଠୁଥିବ ତାଙ୍କୁ କାହିଁକି…

ରେକର୍ଡ ସୃଷ୍ଟି କଲା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ : ଭର୍ଚୁଆଲ ଏଜିଏମ୍ ପାଲଟିଲା ବିଶ୍ୱର ସର୍ବବୃହତ୍ତ ସେୟାରହୋଲଡ୍‌ର ବୈଠକ

ମୁମ୍ବାଇ/ ଭୁବନେଶ୍ୱର: ବୁଧବାର ଅନୁଷ୍ଠିତ ହୋଇଥିବା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ୪୩ତମ ବାର୍ଷିକ ସାଧାରଣ ବୈଠକ ବା ଏଜିଏମ୍ ଅନେକ କ୍ଷେତ୍ରରେ ରେକର୍ଜ ସୃଷ୍ଟି କରିଛି । କଂପାନୀ ର ଏହା ପ୍ରଥମ ଭର୍ଚୁଆଲ ବୈଠକ | କମ୍ପାନୀର ନୂଆ ପ୍ଲାଟଫର୍ମ ଜିଓ ମିଟ୍ ଜରିଆରେ ଏକ ସମୟରେ ୪୮ଟି ଦେଶର ୫୫୦ ସହରର…

କରୋନା ମୁକ୍ତ ହେଲା ସୋନପୁର ଜିଲ୍ଲା

ସୁବର୍ଣ୍ଣପୁର: ରାଜ୍ୟରେ କରୋନା ମୁକ୍ତ ହୋଇଛି ସୋନପୁର ଜିଲ୍ଲା । ଏହି ଜିଲ୍ଲାରୁ ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଆଜି ଆରୋଗ୍ୟ ଲାଭ କରିଥିଲେ ଚିକିତ୍ସାଧୀନ ଥିବା ୭ ଆକ୍ରାନ୍ତ । ବର୍ତ୍ତମାନ ଜିଲ୍ଲାରେ ଆକ୍ଟିଭ୍ କେସ୍ ଶୂନ । ସୋନପୁର ଜିଲ୍ଲାରୁ ମୋଟ୍ ୪୪ ଜଣ ଭୂତାଣୁ…

ଲକଡାଉନ୍ ଘୋଷିତ ଚାରି ଜିଲ୍ଲାରେ ୬୪% ଆକ୍ଟିଭ୍ କେସ୍

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ଅଧିକ ସଂକ୍ରମିତ ଚାରି ଜିଲ୍ଲା ଗଞ୍ଜାମ, ଖୋର୍ଦ୍ଧା, କଟକ ଓ ଯାଜପୁରକୁ ଲକଡାଉନ୍ ଘୋଷଣା କରିଛନ୍ତି ସରକାର । ଏହାସହ ରାଉରକେଲା ମହାନଗର ନିଗମ ଅଞ୍ଚଳରେ ବି ୧୪ ଦିନିଆ ସଟଡାଉନ୍ ଲାଗୁ ହେବ । କାରଣ ସେସବୁ ଜିଲ୍ଲାରେ ସଂକ୍ରମିତ ଓ ଆକ୍ଟିଭ୍ କେସ୍ ଅଧିକ…

ରାଜଧାନୀର ରୂପାଲି ଛକରେ ଜଳିଗଲା ଦୁଇଟି ଦୋକାନ

ଭୁବନେଶ୍ୱର: ରୂପାଲି ଛକର ବଜାର ଅଂଚଳରେ ଆଜି ସନ୍ଧ୍ୟାରେ ଅଗ୍ନିକାଣ୍ଡ ଘଟି ଦୁଇଟି ଦୋକାନ ସମ୍ପୂଣ୍ଣ ଜଳି ଯାଇଛି । ପାଖିପାଖି ଥିବା ଅନେକ ଦୋକାନ ମଧ୍ୟ ଅଧ ଅଧା ଜଳିଯାଇଛି । ନିଆଁ ଲାଗି ଯାଇଥିବା ଖବର ପାଇ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିିଥିଲେ । ତେବେ ଗ୍ୟାସ…

ଭିଭୋ ନୂଆ ସ୍ମାର୍ଟଫୋନ Vivo X50 ଓ Vivo X50pro ଲଞ୍ଚ ଆସନ୍ତୁ ଜାଣିବା କଣ ରହିବ ମୁଲ୍ୟ ଓ ଫିଚର୍ସ

ନୂଆଦିଲ୍ଲୀ: ସ୍ମାର୍ଟଫୋନ କମ୍ପାନୀ ଭିଭୋ ଏହାର X50 ସିରିଜ୍ ର ସ୍ମାର୍ଟଫୋନ ଭିଭୋ X50 ଏବଂ ଭିଭୋ X50 ପ୍ରୋ ର ଦୁଇଟି ସ୍ମାର୍ଟଫୋନ୍ ଲଞ୍ଚ କରିଛି | କମ୍ପାନୀ X50 ୮ଜିବି ରାମ୍ ୧୨୮ ଜିବି ଷ୍ଟୋରେଜ ଓ ୮ଜିବି ରାମ୍ ୨୫୬ ଜିବି ଷ୍ଟୋରେଜ୍ ବିକଳ୍ପର ଦୁଇଟି ପ୍ରକାର ଉପସ୍ଥାପନ କରିଛି | ଭିଭୋ…

ଶ୍ରୀମନ୍ଦିରରେ କାମିନୀ ଏକାଦଶୀ ପାଳିତ

ପୁରୀ: ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି କାମିନୀ ଏକାଦଶୀ । ଶ୍ରୀମନ୍ଦିର ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କ ଆୟୁଧ ସୁଦର୍ଶନ ଚକ୍ରଙ୍କୁ ନଗର ପରିକ୍ରମା କରାଯାଇଥାଏ । ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ଦୈନନ୍ଦିନ ନୀତିକାନ୍ତି ସହ ମଧ୍ୟାହ୍ନ ଧୂପ ସମ୍ପନ୍ନ ହେବା ପରେ…

ଇନଫୋସିସ୍ ପ୍ରଭାବଶାଳୀ ତ୍ରୟମାସିକ ଫଳାଫଳ , କମ୍ପାନୀ ସେୟାରରେ ବୃଦ୍ଧି ପାଇଛି

ନୂଆଦିଲ୍ଲୀ: ଲକଡାଉନ ପଡ଼ିଥିବା ସତ୍ତ୍ୱେ ଦେଶର କେତେକ ଜଣାଶୁଣା କମ୍ପାନୀ ବହୁତ ଭଲ ବ୍ୟବସାୟ କରିଛନ୍ତି | ସେଥିମଧ୍ୟରୁ ବେଙ୍ଗାଲୁରୁ ସ୍ଥିତ ଆଇଟି କମ୍ପାନୀ ଇନଫୋସିସ୍ ଚଳିତ ବର୍ଷର ପ୍ରଥମ ତ୍ରୟମାସିକ ଫଳାଫଳ ଘୋଷଣା କରିଛି। ପୂର୍ବ ବର୍ଷ ତୁଳନାରେ କମ୍ପାନୀ ନୂତନ ତ୍ରୟମାସିକ ଫଳାଫଳ ଅଧିକ…

ଲାଗିଲା କଟକଣା, ବିନା ପରିଚୟ ପତ୍ରରେ ଭୁବନେଶ୍ୱରକୁ ପ୍ରବେଶ ମନା

ଭୁବନେଶ୍ୱର: ଏଣିକି ବିନା ପରିଚୟ ପତ୍ରରେ ଭୁବନେଶ୍ୱରକୁ ପ୍ରବେଶ ମନା ହୋଇଛି । କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଏଭଳି ପଦକ୍ଷେପ ନେଇଛନ୍ତି । ଅତି ଜରୁରୀ କାମ ନଥିଲେ ଭୁବନେଶ୍ୱର ଆସିବାକୁ ମନା କରାଯାଇଛି । ଏଥିପାଇଁ ଲକଡାଉନ୍ ସମୟରେ କଟକଣା ଲାଗୁ ହୋଇଛି । ଆହୁରି ମଧ୍ୟ ଯେଉଁମାନେ…

୧୪ ଦିନିଆ ଲକଡାଉନ୍‌ରେ କ’ଣ ଖୋଲା ରହିବ କ’ଣ ବନ୍ଦ, ଜାଣନ୍ତୁ

ଭୁବନେଶ୍ୱର: ରାଜ୍ୟରେ ହୁ ହୁ ବଢ଼ିଚାଲିଛି ମାହାମାରୀ କରୋନା । ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ୪ ଜିଲ୍ଲା । ଖୋର୍ଦ୍ଧା, କଟକ, ଗଂଜାମ, ଯାଜପୁର ସମତେ ରାଉରକେଲା ମୁନିସିପାଲଟି କର୍ପୋରେସନ୍‌କୁ ୧୪ ଦିନ ପାଇଁ ସମ୍ପୂର୍ଣ୍ଣ ଲକଡାଉନ୍ ଘୋଷଣା କରାଯାଇଛି । ଶୁକ୍ରବାର ରାତି ୯ଟାରୁ ଜୁଲାଇ ୩୧…