Latest Odisha News

BREAKING NEWS

Yearly Archives

2021

ଚାକିରିରୁ ନିଲମ୍ବିତ ହେଲେ ରେସ୍‌ଲର୍‌ ସୁଶୀଲ କୁମାର

ନୂଆଦିଲ୍ଲୀ: ସେବାରୁ ନିବୃତ ହେଲେ ରେସ୍‌ଲର୍‌ ସୁଶୀଲ କୁମାର। ଦୁଇଥର ଅଲିମ୍ପିକ୍ ପଦକ ବିଜେତା ସୁଶୀଲ କୁମାରଙ୍କୁ ହତ୍ୟା ମାମଲାରେ ଦିଲ୍ଲୀ ପୋଲିସ ନିକଟରେ ଗିରଫ କରିଥିଲା। ଉତ୍ତର ରେଳବାଇର ଜଣେ ବରିଷ୍ଠ ବାଣିଜ୍ୟ ପରିଚାଳକ ଥିଲେ ସୁଶୀଲ। ଅଲିମ୍ପିକ୍ ପଦକ ବିଜେତା ସୁଶୀଲ କୁମାର ୨୦୧୫…

ମାଗଣାରେ କରୋନା ସଂକ୍ରମିତଙ୍କୁ ପତଞ୍ଜଳୀର ‘କରୋନିଲ୍‌ କିଟ୍‌’ ବାଣ୍ଟିବ ଏହି ରାଜ୍ୟ

ନୂଆଦିଲ୍ଲୀ: ଗୋଟିଏ ପଟେ ପତଞ୍ଜଳୀର କରୋନିଲ୍‌ କିଟ୍‌କୁ ନେଇ ବିବାଦ ଜାରି ରହିଥିବା ବେଳେ ଅନ୍ୟପଟେ ହରିୟାଣା ସରକାର କରୋନା ସଂକ୍ରମିତ ରୋଗୀଙ୍କୁ ମାଗଣାରେ ଏହା ବାଣ୍ଟିବାକୁ କହିଛନ୍ତି। ପତଞ୍ଜଳୀ ଏହାକୁ କରୋନା ପ୍ରତିରୋଧକ ବୋଲି ଦାବି କରୁଥିବା ବେଳେ ଡାକ୍ତର ଏହାକୁ କରୋନାକୁ…

ପଶ୍ଚିମବଙ୍ଗର ପୂର୍ବତନ ସିଏମ୍‌ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁୁରୁତର; ହସ୍ପିଟାଲ୍‌ରେ ଭର୍ତ୍ତି

କୋଲକାତା: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁୁରୁତର ହେବା ପରେ ତାଙ୍କୁ କୋଲକାତାର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କର ଅମ୍ଳଜାନ ସ୍ତର କମ୍ ଥିବାରୁ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଅଧିକ ଖରାପ ହୋଇପଡ଼ିଥିବା…

ବାତ୍ୟାଞ୍ଚଳରେ ପୋଲିସର ମହାନତା: ଦେଖନ୍ତୁ, ନବଜାତ ଓ ଗର୍ଭବତୀଙ୍କୁ କେମିତି କରୁଛନ୍ତି ସ୍ଥାନାନ୍ତର

ଭଦ୍ରକ: ମାଡ଼ି ଆସୁଛି ବାତ୍ୟା ୟସ୍ । ସ୍ଥାନାନ୍ତର ପ୍ରକ୍ରିୟା ଜୋରଦାର ହୋଇଛି । ଭଦ୍ରକ ଜିଲ୍ଲାର ବିଭିନ୍ନ ପଞ୍ଚାୟତର ପ୍ରଭାବିତ ଆଶଙ୍କା ଥିବା ଗାଁରୁ ଲୋକଙ୍କୁ ଖାଲି କରାଯାଉଛି । ସୁରକ୍ଷିତ ସ୍ଥାନକୁ ନେଉଛନ୍ତି ପୋଲିସ ଓ ଉଦ୍ଧାରକାରୀ ଟିମ୍ । ବିଶେଷ କରି ଗର୍ଭବତୀ, ନବଜାତ ଓ…

ଟୁଲ୍କିଟ୍‌ ମାମଲା; କଂଗ୍ରେସର ୨ ନେତାଙ୍କୁ ଦିଲ୍ଲୀ ପୋଲିସର ନୋଟିସ୍‌ ଜାରି

ନୂଆଦିଲ୍ଲୀ: ଟୁଲ୍କିଟ୍‌ ମାମଲାରେ ଦିଲ୍ଲୀ ପୋଲିସ ଦୁଇ ଜଣ କଂଗ୍ରେସ ନେତାଙ୍କୁ ନୋଟିସ୍‌ ଜାରି କରିଛି ବୋଲି ସୂତ୍ରରୁ ପ୍ରକାଶ। ସୂଚନା ଅନୁଯାୟୀ ନୂଆଦିଲ୍ଲୀ ଏବଂ ଗୁରୁଗାଓଁରେ ଟ୍ୱିଟର କାର୍ଯ୍ୟାଳୟ ପରିଦର୍ଶନ କରିବା ପରେ ଦିଲ୍ଲୀ କଂଗ୍ରେସ ସହ ଜଡିତ ଦୁଇ ଜଣ ନେତାଙ୍କୁ 'ଟୁଲ୍କିଟ୍' ବିବାଦ…

ବାତ୍ୟା ୟଶ ନେଇ ଶ୍ରୀମନ୍ଦିରର ସ୍ଥିତି ଅନୁଧ୍ୟାନ

ପୁରୀ: ବାତ୍ୟା ୟଶ ନେଇ ଶ୍ରୀମନ୍ଦିରର ସ୍ଥିତି ଅନୁଧ୍ୟାନ । ଏଏସଆଇ ସୁପରିଣ୍ଟେଣ୍ଡେଟ ଅରୁଣ ମଲ୍ଲିକ, କୀର୍ତ୍ତନ ଚକଡା ଓ ଜଗମୋହନ ନିକଟରୁ କଢାଯାଉଛି ସ୍କାଫୋଲ୍ଡିଂ, ପ୍ରାୟ ୮୦ଫୁଟର ଲଗାଯାଇଥିବା ଲୁହାଭାରାକୁ କାଢିବା କାର୍ଯ୍ଯରେ ନିୟୋଜିତ ଅଛନ୍ତି ୩୨ଜଣ ଏଏସଆଇ କର୍ମଚାରୀ । ଆଜି ସୁଦ୍ଧା…

ତୃତୀୟ ତରଙ୍ଗ ଶିଶୁଙ୍କ ପାଇଁ ଅଧିକ ବିପଜ୍ଜନକ, ଏହା ଏବେଠୁ କହିବା ସମ୍ଭବ ନୁହେଁ; ଏନ.କେ ଅରୋରା

ନୂଆଦିଲ୍ଲୀ: ଏହାକୁ ବିଶ୍ବାସ କରିବାର କୌଣସି କାରଣ ନାହିଁ ଯେ ପରବର୍ତ୍ତୀ ତରଙ୍ଗରେ ପିଲାମାନେ କରୋନାଭାଇରସ୍ ଦ୍ୱାରା ଅନୁପଯୁକ୍ତ ଭାବରେ ପ୍ରଭାବିତ ହେବେ। ଏ ନେଇ ପିଟିଆଇକୁ ଦେଇଥିବା ଏକ ସାକ୍ଷାତକାରରେ, ଜାତୀୟ ବୈଷୟିକ ପରାମର୍ଶଦାତା ଗୋଷ୍ଠୀର ପ୍ରତିରକ୍ଷା (NTAGI) ର ଭାରତର…

ବାତ୍ୟା ୟଶ ନେଇ ବାଲୁକା ଚିତ୍ରକଳା

ପୁରୀ: ବାତ୍ୟା ୟଶକୁ ନେଇ ଭୟର ବାତାବରଣ ଖେଳି ଯାଇଛି । ଅନ୍ୟସ୍ଥାନ ଭଳି ପୁରୀରେ ମଧ୍ୟ ପବନ ସହ ବର୍ଷା ଜାରି ରହିଛି । ସମୁଦ୍ରକୂଳିଆ ଲୋକେ ବେଶୀ ଆତଙ୍କିତ ହୋଇପଡ଼ିଛନ୍ତି । ତେବେ ଭୟଭୀତ ନ ହୋଇ ସୁରକ୍ଷିତ ସ୍ଥାନରେ ରହିବା ସହ ସରକାରଙ୍କ ଗାଇଡ଼ ଲାଇନ ମାନିବାକୁ ବାଲୁକା ଚିତ୍ରକଳା ମାଧ୍ୟମରେ…

ବାତ୍ୟା ୟଶର ମୁକାବିଲା ପାଇଁ ପ୍ରସ୍ତୁତି

ଖୋର୍ଦ୍ଧା : ବାତ୍ୟା ୟଶର ମୁକାବିଲା ପାଇଁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ରହିଛି। ଧୀରେ ଧୀରେ ପବନର ବେଗ ବଢ଼ୁଥିବାରୁ ଚିଲିକା କୁଳର ଲୋକମାନଙ୍କୁ ସତର୍କ କରିଦିଆଯାଇଛି। କୌଣସି ଲୋକଙ୍କୁ ବାତ୍ୟା ଆଶ୍ରୟ ସ୍ଥଳକୁ ନିଆ ଯାଇନାହିଁ। ଆବଶ୍ୟକ ପଡ଼ିଲେ ସ୍ଥାନାନ୍ତର କରାଯିବ ବୋଲି…

କରୋନା ପରୀକ୍ଷଣର ଫଳାଫଳରେ ବିଳମ୍ବ ହେତୁ ୪୦ଟି ଲ୍ୟାବକୁ ୨୦.୨୦ ଲକ୍ଷ ଫାଇନ୍‌

ବେଙ୍ଗାଲୁରୁ: କରୋନା ପରୀକ୍ଷଣର ଫଳାଫଳ ଅପଲୋଡ୍ କରିବାରେ ବିଳମ୍ବ ହେତୁ ୪୦ଟି ଲ୍ୟାବକୁ ୨୦.୨୦ ଲକ୍ଷ ଟଙ୍କା ଜରିମାନା ଲାଗୁ କରାଯାଇଛି। ଏ ନେଇ କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ସି ଏନ ଅଶ୍ୱତ ନାରାୟଣ ସୋମବାର କହିଛନ୍ତି। ତାଙ୍କ ଦ୍ୱାରା ଡକାଯାଇଥିବା ବୈଠକରେ କୋଭିଡ୍‌ ଟେଷ୍ଟ…