କରୋନା ତୃତୀୟ ତରଙ୍ଗ ପାଇଁ ପ୍ରସ୍ତୁତ ହେଲେଣି ଦିଲ୍ଲୀ ସରକାର; ଚାଇନାରୁ ଦିଲ୍ଲୀ ଆସିଲା ୬୦୦୦ ଅକ୍ସିଜେନ ସିଲିଣ୍ଡର
ନୂଆଦିଲ୍ଲୀ: ଦିଲ୍ଲୀ ସରକାର ଚାଇନାରୁ ୬,୦୦୦ ଅମ୍ଳଜାନ ସିଲିଣ୍ଡର ଆମଦାନୀ କରିଛନ୍ତି। ଏ ନେଇ ଦେଶର ତୃତୀୟ କରୋନା ତରଙ୍ଗର ପ୍ରସ୍ତୁତିର ସମୀକ୍ଷା କରିବାବେଳେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସୂଚନା ଦେଇଛନ୍ତି।
ସେ ସୋମବାର ଟ୍ୱିଟରରେ ଲେଖିଛନ୍ତି ଯେ, " କରୋନାର ଦ୍ୱିତୀୟ ତରଙ୍ଗ…