Latest Odisha News

BREAKING NEWS

Yearly Archives

2021

ସମ୍ଭାବ୍ୟ ବାତ୍ୟା ‘ୟଶ’; ଭଦ୍ରକରେ ପହଞ୍ଚିଲେ ୪ ଏନଡିଆରଏଫ୍ ଟିମ୍

ଭଦ୍ରକ: ସମ୍ଭାବ୍ୟ ବାତ୍ୟା 'ୟଶ' ପୂର୍ବରୁ ଭଦ୍ରକରେ ପହଞ୍ଚିଛନ୍ତି ଘଊଜୠର ଗୋଟିଏ ଟିମ। ବାତ୍ୟା ମୁକାବିଲା ପାଇଁ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ସୂଚନା ଅନୁଯାୟୀ, ଜିଲ୍ଲାପାଳ ଜ୍ଞାନ ଦାସ ଶନିବାର ହୋଇଥିବା ଏକ ଜରୁରୀ ବୈଠକରେ ସମସ୍ତ ବିଭାଗର ଅଧିକାରୀ…

ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ ଆମୋନିଆ ଗ୍ୟାସ ଲିକ୍, ୧୫ରୁ ଅଧିକ ଅସୁସ୍ଥ

ପାରାଦୀପ: ପାରାଦୀପ ଗଡ଼ ଶିଳ୍ପାଞ୍ଚଳରେ ଏକ ଚିଙ୍ଗୁଡ଼ି ପ୍ରକ୍ରିୟାକରଣ କାରଖାନାରେ ବିଷାକ୍ତ ଆମୋନିଆ ଗ୍ୟାସ ନିର୍ଗତ ହୋଇଛି। ଫଳରେ ପ୍ରାୟ ୧୫ ଜଣ ବ୍ୟକ୍ତି ଅସୁସ୍ଥ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇପଡିଛନ୍ତି। ଗୁରୁତରଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ବିଷାକ୍ତ…

ମାଉଟେଂନ ମାରାଥନ ବେଳେ ପାଗ ବଦଳିଲା, ୨୧ ଆଥଲେଟଙ୍କ ଥଣ୍ଡାରେ ମୃତ୍ୟୁ

ବେଜିଂ: ଚୀନରେ ଏକ ମାଉଟେଂନ ମାରାଥନ ପ୍ରତିଯୋଗିତା ବେଳେ ବଡଧରଣର ଅଘଟଣ ଘଟିଛି । ଏହି ମାରାଥନ ଦୌଡ ଚାଲିଥିବା ବେଳେ ହଠାତ ବରଫ ପଡିବା ସହ ଥଣ୍ଡା ପବନ ବୋହିଥିଲା ଫଳରେ ଅଂଶଗ୍ରହଣ କରିଥିବା ଆଥଲେଟଙ୍କ ମଧ୍ୟରେ ୨୧ଜଣଙ୍କ ମୃତ୍ୟୁ ଘଟିଛି । ୧୭୨ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିବା ବେଳେ…

ରାଜ୍ୟରୁ ସୁସ୍ଥ ହେଲେ ଆଉ ୧୧ ହଜାର ୬୨୭ କରୋନା ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ ଥମିବାର ନାଁ ନେଉନି ମହାମାରୀ କରୋନା । ପ୍ରତିଦିନ ଆକ୍ରାନ୍ତ ସଂଖ୍ୟା ବଢ଼ିବାରେ ଲାଗିଥିବା ବେଳେ, ଆଜି ସୁସ୍ଥ ହୋଇଛନ୍ତି ଆଉ ୧୧ ହଜାର ୬୨୭ ଆକ୍ରାନ୍ତ । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ…

ଅବସର ପରେ ବଢ଼େଇ କାର୍ଯ୍ୟ କରି ପେଟ ପୋଷୁଛନ୍ତି ଅଷ୍ଟ୍ରେଲିଆର ଏହି ଖେଳାଳି

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆ କ୍ରିକେଟର ପୂର୍ବତନ ସ୍ପିନର ଜାଭିୟର ଡୋହେର୍ଟି ଅବସର ନେବା ପରେ ବଢ଼େଇ କାର୍ଯ୍ୟ କରି ପେଟ ପୋଷୁଛନ୍ତି । ୨୦୧୭ରୁ ଅବସର ନେବା ପରେ ପରିବାର ଚଳାଇବା ତାଙ୍କ ପକ୍ଷେ କଷ୍ଟକର ହୋଇ ପଡିଲା । ପାଖାପାଖି ବର୍ଷେ ସେ ଅନ୍ୟମାନଙ୍କ ପାଖରେ କାମ କରି କଷ୍ଟମଷ୍ଟେ ପରିବାର…

ଅବପାତ ରୂପ ନେଲା ବାତ୍ୟା ‘ୟଶ’, ପାରାଦୀପ-ସାଗରଦୀପ ମଝିରେ କରିବ ଲ୍ୟାଣ୍ଡଫଲ

ଭୁବନେଶ୍ବର : ବଳ ଗୋଟାଉଛି ବାତ୍ୟା ‘ୟଶ’ । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେବା ପରେ ଅବପାତରେ ପରିଣତ ହୋଇଛି । ଏହାର ପ୍ରଭାବରେ ଆସନ୍ତାକାଲି ବାତ୍ୟାର ରୂପ ନେବ ‘ୟଶ’ । ସେହିପରି ୨୫ ତାରିଖରେ ଭେରି ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବାର…

ୟୁଏଇରେ ହେବ ଆଇପିଏଲର ବଳକା ମ୍ୟାଚ !

ନୂଆଦିଲ୍ଲୀ: ଆଇପିଏଲ ୨୦୨୧ ସଂସ୍କରଣର ବଳକା ମ୍ୟାଚ ତକ ୟୁଏଇରେ ହେବ ବୋଲି କେତେକ ନ୍ୟୁଜ ୱେବସାଇଟରେ ଖବର ପ୍ରକାଶ ପାଇଛି । ୧୫ ସେପ୍ଟେମ୍ବରରୁ ୧୫ ଅକ୍ଟୋବର ପର୍ଯ୍ୟନ୍ତ ବଳକା ୩୧ ମ୍ୟାଚ ଏଠାରେ ହେବ । ବିସିସିଆଇ ଇଂଲଣ୍ଡ ଏବଂ ୟୁଏଇରେ ମ୍ୟାଚ କରିବା ନେଇ ଯୋଜନା କରୁଛି । ପୂର୍ବରୁ ୟୁଏଇରେ…

ପ୍ରସବ ପରେ ଯେକୌଣସି ସମୟରେ ଟିକା ନେଇପାରିବେ ମହିଳା

ନୂଆଦିଲ୍ଲୀ: ଜଣେ ମହିଳା ପ୍ରସବ ପରେ ଯେକୌଣସି ସମୟରେ ଟିକା ନେଇପାରିବେ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି। ଗର୍ଭବତୀ ମହିଳାମାନଙ୍କୁ ମଧ୍ୟ ଏହି ସଂକ୍ରମଣରୁ ରକ୍ଷା କରିବା ପାଇଁ ଟିକାକରଣ ଅନୁମତି ଦେବା ଆବଶ୍ୟକ। ନିକଟରେ ସ୍ତନ୍ୟପାନ କରାଉଥିବା ମା’ମାନଙ୍କୁ ଟିକାକରଣ ପାଇଁ ସରକାର…

ଜୁଲାଇରେ ହୋଇପାରେ ସିବିଏସ୍ଇ ବୋର୍ଡ ପରୀକ୍ଷା; ଜୁନ୍‌ ୧ରେ ଆସିବ ପରୀକ୍ଷା ଫର୍ମାଟ୍‌

ନୂଆଦିଳ୍ଲୀ: ୨୦୨୧ ବର୍ଷ ସିବିଏସ୍ଇ ବୋର୍ଡ ପରୀକ୍ଷା ବାତିଲ୍‌ ହେବ ନାହିଁ ଏବଂ କୋଭିଡ୍ ପ୍ରୋଟୋକଲ୍ ମଧ୍ୟରେ ଆସନ୍ତା ଜୁଲାଇରେ ଏହି ପରୀକ୍ଷା ଅନୁଷ୍ଠିତ ହେବ ବୋଲି ସୂତ୍ରରୁ ପ୍ରକାଶ। ଆଜି କେନ୍ଦ୍ର ଏବଂ ରାଜ୍ୟ ମଧ୍ୟରେ ଚାଲିଥିବା ଉଚ୍ଚ ସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।…

ଟାଇଗର୍‌, କ୍ରିତିଙ୍କ ଫିଲ୍ମି ସଫର୍‌; ବଲିଉଡ୍‌ରେ ପୂରିଲା ୭ ବର୍ଷ; ଏକାଠି କରିଥିଲେ ଡେବ୍ୟୁ

ମୁମ୍ବାଇ: ବଲିଉଡ୍‌ ଅଭିନେତା ଟାଇଗର୍‌ ଶ୍ରଫ୍‌ ଏବଂ ଅଭିନେତ୍ରୀ କ୍ରିତି ସାନନ୍‌ଙ୍କୁ ଆଜି ବଲିଉଡ୍‌ରେ ୭ ବର୍ଷ ପୂରିଛି। ଏହି ଦୁଇ କଳାକାର ଫିଲ୍ମ ହିରୋପନ୍ଥୀରେ ଜରିଆରେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ଆଜି ହିରୋପନ୍ଥୀ ରିଲିଜ୍ ହେବାର ସାତ ବର୍ଷ ପୂରିଛି। ଏହି ଦୁଇ କଳାକାରଙ୍କ ପାଇଁ…