କମଳର ମିଶନ କରମଣ୍ଡଳ
ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଏକ ପ୍ରଭାବଶାଳୀ ଉପସ୍ଥିତି ଓ ଆସାମରେ ବିଜୟୀ ହେବା ପରେ ବିଜେପି ବର୍ତ୍ତମାନ ଓଡ଼ିଶାରୁ ଆରମ୍ଭ କରି କେରଳ ପର୍ଯ୍ୟନ୍ତ ଥିବା ଉପକୂଳବର୍ତ୍ତୀ ରାଜ୍ୟଗୁଡ଼ିକ ଉପରେ ନଜର ରଖିଛି । ଏଥିପାଇଁ ଦଳ ପକ୍ଷରୁ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା,…