Latest Odisha News

BREAKING NEWS

Yearly Archives

2021

ଲକଡାଉନ୍ ରାତିରେ ମାତିଲେ ଲୁଟେରା: ମନ୍ଦିରରୁ ରୁପା ମୁକୁଟ ଓ ଟଙ୍କା ନେଇ ଛୁ

ଯାଜପୁର: ଲକଡାଉନ୍ ରାତିରେ ସବୁଆଡ଼େ ଶୂନଶାନ । ଏହାର ଫାଇଦା ନେଇ ମନ୍ଦିରରୁ ଲୁଟ୍ । ଜଗନ୍ନାଥ ମନ୍ଦିର ତାଲା ଭାଙ୍ଗି ଦୁର୍ବୃତ୍ତ ରୁପା ମୁକୁଟ ଓ ଟଙ୍କା ନେଇ ଚମ୍ପଟ ମାରିଛନ୍ତି । ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ସ୍ଥିତ ଜଗନ୍ନାଥ ମନ୍ଦିରରୁ ଗତକାଲି ରାତିରେ ଏହି ଲୁଟ୍ ହୋଇଛି । ବିଳମ୍ବିତ…

ବ୍ଲାକ୍‌ ଫଙ୍ଗସ୍‌କୁ ମହାମାରୀ ଘୋଷଣା କଲା ଏହି ରାଜ୍ୟ

ଡେରାଡୁନ୍‌: ବ୍ଲାକ୍ ଫଙ୍ଗସ୍‌ ସଂକ୍ରମିତଙ୍କ ସଂଖ୍ୟା ସମଗ୍ର ଦେଶରେ ପ୍ରାୟ ୯୦୦୦ରୁ ଅଧିକ ରହିଥିବା ବେଳେ ବିଭିନ୍ନ ରାଜ୍ୟ ଏବେ ଏହାକୁ ମହାମାରୀ ଘୋଷଣା କରିସାରିଲେଣି। ଉତ୍ତରାଖଣ୍ଡ ମଧ୍ୟ ଏହି ତଲିକାର ସାମିଲ୍‌ ହୋଇଛି। ଉତ୍ତରାଖଣ୍ଡ ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ରାଜ୍ୟରେ ବହୁ…

ସମ୍ପତ୍ତି ଲୋଭରେ ମାମୁ, ମାଇଁଙ୍କ ସହ ୫ ଜଣଙ୍କୁ ହତ୍ୟା କଲା ସମ୍ପର୍କୀୟ ଭଣଜା

ଅଯୋଧ୍ୟା: ସମ୍ପତ୍ତି ପାଇଁ ପରିବାରର ୫ ଜଣଙ୍କୁ ହତ୍ୟା । ଉତ୍ତରପ୍ରଦେଶର ଅଯୋଧ୍ୟାରେ ବିଳମ୍ବିତ ରାତିରେ ଏଭଳି ନୃଶଂସ ହତ୍ୟାକାଣ୍ଡ ଘଟିଛି । ଇନାୟତ ନଗର ଥାନା ଖାନପୁର ନିସାରୁ ଗାଁରେ ସମ୍ପର୍କୀୟ ଭଣଜା ସମ୍ପତ୍ତି ପାଇଁ ମାମୁ, ମାଇଁ ସହ ତିନି ଛୁଆଙ୍କୁ ନିର୍ମମ ଭାବେ ହତ୍ୟା କରିଛି । ୧୦…

ନକଲି ମଦ କାରଖାନାରେ ଚଢ଼ାଉ

ଭଦ୍ରକ: ଭଦ୍ରକରେ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ଦ୍ଵାରା ବହୁ ପରିମାଣରେ ନକଲି ବିଦେଶୀ ମଦ ସହ ୨ ଜଣ ଗିରଫ । ନକଲି ବିଦେଶୀ ମଦ ତିଆରି କାରଖାନା ଉପରେ ଚଢ଼ାଉ କରାଯାଇଛି । ଏହି ଘଟଣାରେ ସଂପୃକ୍ତି ନେଇ ଦୁଇ ଜଣ ଗିରଫ ଗିରଫ ହୋଇଛନ୍ତି ।  କେନ୍ଦ୍ରାଞ୍ଚଳ ଅବକାରୀ ଗୋଇନ୍ଦା ବିଭାଗ…

ଅଗଷ୍ଟ ୧୫ରେ ରିଲିଜ ହେବ ଅକ୍ଷୟ କୁମାରଙ୍କ ଫିଲ୍ମ “ସୂର୍ଯ୍ୟବଂଶୀ” ଏବଂ ”ବେଲ ବଟମ୍”!

ନୂଆଦିଲ୍ଲୀ: ଖୁବ୍‌ ଶୀଘ୍ର ଖିଲାଡି କୁମାର ଓରଫ୍‌ ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ ସୂର୍ଯ୍ୟବଂଶୀ ଏବଂ ବେଲ୍‌ ବଟମ୍‌ର ମଜା ନେଇପାରିବେ ଦର୍ଶକ। ଏ ନେଇ ବଲିଉଡର ସୁପରଷ୍ଟାର ଅକ୍ଷୟ କୁମାର ପୂର୍ବରୁ ଲାଗି ରହିଥିବା ସମସ୍ତ କଳ୍ପନାଜଳ୍ପନାକୁ ଖଣ୍ଡନ କରିଛନ୍ତି ଏବଂ ତାଙ୍କର ଆଗାମୀ ଦୁଇଟି…

ଗୋଟିଏ କ୍ଲିକରେ ପଢ଼ନ୍ତୁ ସକାଳର ୫ଟି ଗୁରୁତ୍ୱପୂର୍ଣ୍ଣ ଖବର

ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଘନୀଭୂତ ହୋଇ ଆଜି ଅବପାତର ରୂପ ନେବ । ପରବର୍ତ୍ତୀ ୨୪ ଘଣ୍ଟା ଅର୍ଥାତ୍ ଆସନ୍ତାକାଲି ସୁଦ୍ଧା ଏହା ବାତ୍ୟାରେ ପରିଣତ ହେବା ଆଶଙ୍କା ରହିଛି । ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରି ୨୫ ତାରିଖ ବେଳକୁ ଅତି ଭୟଙ୍କର ବାତ୍ୟାର ରୂପ ନେବ । ୨୬…

କୋଭିଡ୍‌ ନିୟମ ଉଲ୍ଲଂଘନ କରି ଅଡୁଆରେ ବ୍ରାଜିଲ୍‌ ରାଷ୍ଟ୍ରପତି

ନୂଆଦିଲ୍ଲୀ: କୋଭିଡ୍‌ ନିୟମ ଉଲ୍ଲଂଘନ କରି ଅଡୁଆରେ ବ୍ରାଜିଲ୍‌ ରାଷ୍ଟ୍ରପତି। ଏକ ସାଧାରଣ କାର୍ଯ୍ୟକ୍ରମରେ କୋଭିଡ୍‌ ନିୟମ ଉଲ୍ଲଂଘନ କରିବାରୁ ରାଷ୍ଟ୍ରପତି ଜାୟର ବୋଲସୋନାରୋଙ୍କୁ ଜୋରିମାନା ଦେବାକୁ ପଡିବ। ଏ ନେଇ ମାରାନହୋର ରାଜ୍ୟପାଳ କହିଛନ୍ତି ଯେ ବ୍ରାଜିଲ କୋଭିଡ-୧୯ ମହାମାରୀକୁ…

ଦୈନିକ ୭୦ ହଜାର କୋଭିଡ୍ ଟେଷ୍ଟ ଦିଗରେ ବଢୁଛି ଓଡ଼ିଶା, ବଢୁଛି ପଜିଟିଭ୍ କେସ୍

ଭୁବନେଶ୍ୱର: ରାଜ୍ୟରେ ବଢୁଛି କରୋନା ଟେଷ୍ଟିଂ । ଦୈନିକ ୭୦ ହଜାର ଲକ୍ଷ୍ୟରେ ବଢୁଛି ଓଡ଼ିଶା । ଗତ କିଛି ଦିନ ହେବ ୬୦ହଜାରରୁ ଅଧିକ ଟେଷ୍ଟ ହେଉଥିଲା । ଗତ ୨୪ ଘଣ୍ଟାରେ ୬୭ହଜାର ୧୫୬ ନମୁନା ପରୀକ୍ଷା କରାଯାଇଛି । ଚିହ୍ନଟ ହୋଇଛନ୍ତି ୧୨ହଜାର ୮୫୨ ନୂଆ ଆକ୍ରାନ୍ତ । ଗତକାଲି ୬୦ହଜାର ୭୫୯…

ହତ୍ୟା ମାମଲାରେ ସହଯୋଗୀଙ୍କ ସହ କୁସ୍ତି ଯୋଦ୍ଧା ସୁଶୀଲ କୁମାର ଗିରଫ

ନୂଆଦିଲ୍ଲୀ: ଏକ ହତ୍ୟା ମାମଲାରେ ଫେରାର୍ ଥିବା ଅଲିମ୍ପିକ ପଦକ ବିଜେତା ତଥା କୁସ୍ତିଯୋଦ୍ଧା ସୁଶୀଲ କୁମାରଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଛି । କୁସ୍ତିଯୋଦ୍ଧା ସୁଶୀଲ କୁମାରଙ୍କୁ ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ସେଲ୍ ଗିରଫ କରିଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁସାରେ, ଦିଲ୍ଲୀ ପୋଲିସର…

ଦେଶରେ ଅଢ଼େଇ ଲକ୍ଷ ତଳେ ଦୈନିକ ସଂକ୍ରମଣ, କାଲି ୩ଲକ୍ଷ ଛୁଇଁବ କରୋନା ମୃତ୍ୟୁସଂଖ୍ୟା

ନୂଆଦିଲ୍ଲୀ: କରୋନାକୁ କାବୁ ପାଉଛି ଭାରତ । ଦେଶରେ ଏବେ ଦୈନିକ ୨୦ ଲକ୍ଷରୁ ଅଧିକ କୋଭିଡ୍ ଟେଷ୍ଟ ହେଉଛି । ୩ ଲକ୍ଷ ଭିତରେ ଚିହ୍ନଟ ହେଉଛନ୍ତି ସଂକ୍ରମିତ । ଗତ ୨୪ ଘଣ୍ଟାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଅଢ଼େଇ ଲକ୍ଷ ତଳକୁ ଖସିଛି । ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୨ଲକ୍ଷ ୪୦ହଜାର ୮୪୨…