Latest Odisha News

BREAKING NEWS

Yearly Archives

2021

CBSE, ICSE ଦ୍ୱାଦଶ ପରୀକ୍ଷା ହେବ କି ନାହିଁ ? ଆଜି ବସିବ ଉଚ୍ଚସ୍ତରୀୟ ବୈଠକ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣର ଦ୍ୱିତୀୟ ଲହର ମଧ୍ୟରେ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଦୀର୍ଘ ଦିନ ଧରି ସ୍ଥଗିତ ରହିଛି । ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷାକୁ ନେଇ ଦ୍ୱନ୍ଦ୍ୱରେ ଥିବାବେଳେ ପରୀକ୍ଷା ତାରିଖକୁ ଅପେକ୍ଷା କରିଛନ୍ତି । ଅନ୍ୟପଟେ ପରୀକ୍ଷା ବାତିଲ୍ ନେଇ ସୋସିଆଲ୍ ମିଡିଆରେ ଦାବି…

ବାତ୍ୟା ମୁକାବିଲା: କେଉଁ ଜିଲ୍ଲାରେ ମୁତୟନ ରହିବେ କେତୋଟି NDRF ଟିମ୍ ?

ଭୁବନେଶ୍ୱର: ବାତ୍ୟା ମୁକାବିଲା ପାଇଁ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ବ୍ୟାପକ ପ୍ରସ୍ତୁତି ହେଲାଣି । ପ୍ରଭାବିତ ହେବାକୁ ଥିବା ଜିଲ୍ଲାକୁ ଯିବେ ଏନଡିଆରଏଫ୍, ଓଡ୍ରାଫ ଓ ଅଗ୍ନିଶନ ବିହାନୀ ଟିମ୍ । ୨୨ଟି ଏନଡିଆରଏଫ୍ ଟିମରୁ ବାଲେଶ୍ୱର ଜିଲ୍ଲାକୁ ୭ଟି ଟିମ୍ ଯିବେ । ସେହିପରି ଭଦ୍ରକକୁ ୪,…

ବାତ୍ୟା ମୁକାବିଲା: ଆଜି ପ୍ରଭାବିତ ଜିଲ୍ଲାକୁ ଯିବେ NDRF, ଓଡ୍ରାଫ ଓ ଅଗ୍ନିଶମ ବାହିନୀ

ଭୁବନେଶ୍ୱର: ବାତ୍ୟା ୟସ୍ ମୁକାବିଲା ନେଇ ପ୍ରଶାସନିକ ସ୍ତରରେ ସବୁ ପ୍ରକାର ପ୍ରସ୍ତୁତି  କରାଯାଇଛି । ବରିଷ୍ଠ ଅଧିକାରୀ ଜିଲ୍ଲାସ୍ତରରେ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ସଜାଗ ଅଛନ୍ତି ଏନଡିଆରଏଫ୍, ଓଡ୍ରାଫ ଓ ଅଗ୍ନିଶମ ବାହିନୀ । ଆଜି ପ୍ରଭାବିତ ଆଶଙ୍କା ଥିବା ଉପକୂଳବର୍ତ୍ତୀ ଜିଲ୍ଲାର…

ଦିନକରେ ଓଡ଼ିଶାରୁ କରୋନା ନେଲା ରେକର୍ଡ ୨୮ ଜୀବନ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ସହ ଦୈନିକ ମୃତ୍ୟସଂଖ୍ୟା ବି ରେକର୍ଡ ସ୍ତର ଛୁଇଁଛି । ଗତ ୨୪ ଘଣ୍ଟାରେ ସଂକ୍ରମିତଙ୍କ ସଂଖ୍ୟା ରେକର୍ଡ ପାର କରିଥିବା ବେଳେ ମୃତ୍ୟୁସଂଖ୍ୟା ବି ବର୍ତ୍ତମାନ ସୁଦ୍ଧା ଦିନକରେ ଅଧିକ । କରୋନା ଓଡ଼ିଶାରୁ ନେଇଛି ଦିନକରେ ସର୍ବାଧିକ ୨୮ ଜୀବନ । ୧୧ ଜିଲ୍ଲାରୁ…

ବାତ୍ୟା ୟସ୍ ମୁକାବିଲା ପ୍ରସ୍ତୁତିର ଆଜି ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ବଙ୍ଗୋପସାଗରରେ ଆସୁଥିବା ବାତ୍ୟା ୟସ୍ ମୁକାବିଲା ପ୍ରସ୍ତୁତିର ଆଜି ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସକାଳ ୧୧ଟାରେ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିବେ । ଏହି ବୈଠକରେ ବିଭିନ୍ନ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ଅନ୍ୟ ବିଭାଗର ମନ୍ତ୍ରୀ ଓ ବରିଷ୍ଠ…

ସଂକ୍ରମଣରେ ରେକର୍ଡ ଭାଙ୍ଗିଲା କରୋନା, ୨୪ ଘଣ୍ଟାରେ ୧୨ ହଜାର ୮୨୫ ଜଣ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ସମାନ୍ତରାଳ ସ୍ଥିତିରେ ଥିବାବେଳେ ମାମଲା ବଢ଼ିଛି । ୨୪ ଘଣ୍ଟାରେ ୧୨ ହଜାର ୮୨୫ ଜଣ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୭ ହଜାର ୧୯୫ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୫ ହଜାର ୬୫୭ଟି ମାମଲା ସ୍ଥାନୀୟ ସଂକ୍ରମଣ । ସବୁଦିନ…

୨୪ ଘଣ୍ଟାରେ ବାତ୍ୟା ‘ୟଶ’ର ରୂପ ନେବ ଲଘୁଚାପ, ଏବେ ବଙ୍ଗୋପସାଗରରେ ଗୋଟାଉଛି ବଳ

ଭୁବନେଶ୍ୱର: ପୂର୍ବକେନ୍ଦ୍ର ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଘନୀଭୂତ ହୋଇ ଆଜି ଅବପାତର ରୂପ ନେବ । ପରବର୍ତ୍ତୀ ୨୪ ଘଣ୍ଟା ଅର୍ଥାତ୍ ଆସନ୍ତାକାଲି ସୁଦ୍ଧା ଏହା ବାତ୍ୟାରେ ପରିଣତ ହେବା ଆଶଙ୍କା ରହିଛି । ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରି ୨୫ ତାରିଖ ବେଳକୁ ଅତି ଭୟଙ୍କର ବାତ୍ୟାର ରୂପ…

କବିତା : ଥରୁଟିଏ ତ ଖାଲି

ମିନାକ୍ଷୀ ଦ୍ବିବେଦୀ ଥରୁଟିଏ ତ ଖାଲି ଚାହିଁ ଦିଅ ଥରୁଟିଏ ତ ଖାଲି ଡାକିଦିଅ । ଦେଇଦେବି ସବୁ ଦେଇଦେବି ଯାହା ମୁଁ ଯତନେ ସାଇତି ରଖିଛି ଯୁଗ ଯୁଗ କାଳ କାଳ ଧରି ଦେଇ ଦେବି ସବୁ ସୁଗନ୍ଧ ପବନ କୁ ଫୁଲ ଦେଲା ପରି କୁଆଁରୀ ମନର ସବୁ ସ୍ବପ୍ନ, ସବୁ ଲଜ୍ଜା ଦୁଇହାତ ଟେକି ଦେଇଦେବି…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ ତା ୨୩-୫-୨୦୨୧ ରବିବାର ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ ମସିହା ମଇ ତା ୨୩ ରିଖ ରବିବାର ବୃଷ ୯ ଦିନ ବୈଶାଖ ମାସ ଶୁକ୍ଳ ପକ୍ଷ ଏକାଦଶୀ ଭୁକ୍ତ ଦ୍ବାଦଶୀ ତିଥି ହସ୍ତା ନକ୍ଷତ୍ର କନ୍ୟା ଚନ୍ଦ୍ର ଘାତ ବାର-: ମେଷ ରାଶିର ଘାତ ଚନ୍ଦ୍ର-: ବୃଷ ରାଶି ପୁରୁଷ ଓ ଧନୁ ରାଶି…

କୋଭିଡ୍ ଟେଷ୍ଟକୁ ନେଇ ପାଟିତୁଣ୍ଡ

ରଣପୁର: ଗାଁରେ କୋଭିଡ୍ ଟେଷ୍ଟକୁ ନେଇ ଉତେଜନା । ମୟୁରଝାଲିଆ ଗ୍ରାମରେ ସ୍ୱାସ୍ଥ୍ୟ କର୍ମୀଙ୍କ ସହ ଡାକ୍ତରଙ୍କୁ ଅଟକ ରଖିଲେ ଗାଁର ଲୋକେ । ରଣପୁର ମୟୁରଝାଲିଆ ଗାଁରେ ଗତ ୩ ଦିନ ତଳେ ୨୪ ଜଣଙ୍କର RTPCR ମାଧ୍ୟ୍ୟମରେ କୋଭିଡ୍ ଟେଷ୍ଟ କରାଯାଇଥିଲା । ସେହି ଟେଷ୍ଟ ବେଳେ ୨୦ ଜଣଙ୍କର କୋଭିଡ୍…