Latest Odisha News

BREAKING NEWS

Yearly Archives

2021

ଫଟୋସୁଟ୍‌ ପାଇଁ ୧୮ ମିନିଟ ମହୁମାଛିଙ୍କ ମେଳରେ ବସିଲେ ହଲିଉଡ୍‌ ଅଭିନେତ୍ରୀ ଆଞ୍ଜେଲିନା ଜୋଲି

ନୂଆଦିଲ୍ଲୀ: ହଲିଉଡ୍‌ ଅଭିନେତ୍ରୀ ଆଞ୍ଜେଲିନା ଜୋଲି ନିକଟରେ ଏକ ମାଗାଜିନ କଭର ପାଇଁ ସୁଟିଂ କରିଥିଲେ। ସେଥିପାଇଁ ତାଙ୍କୁ ପ୍ରାୟ ୧୮ ମିନିଟ ଧରି ଦେହରେ ମହୁମାଛି ଘୋଡାଇ ବସିବାକୁ ପଡ଼ିଥିଲା। ବିଶ୍ୱ ମହୁମାଛି ଦିବସରେ ମହୁମାଛି ସଂରକ୍ଷଣର ପଦକ୍ଷେପକୁ ପ୍ରୋତ୍ସାହିତ କରିବା ପାଇଁ ସେ…

ରାଜ୍ୟର ୨୫ରୁ ଅଧିକ ଜିଲ୍ଲାରେ ବର୍ଷା ସହ ବଜ୍ରପାତ ସମ୍ଭାବନା

ଭୁବନେଶ୍ବର: ଗଞ୍ଜାମ, ଗଜପତି, ନୟାଗଡ଼, ଢେଙ୍କାନାଳ, କନ୍ଧମାଳ, କଟକ, ଖୋର୍ଦ୍ଧା, ଭଦ୍ରକ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡା, ମୟୂରଭଞ୍ଜ, କୋରାପୁଟ, ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ। ସୁନ୍ଦରଗଡ, ଝାରସୁଗୁଡା ଏବଂ ବରଗଡରେ ମଧ୍ୟମ ବଜ୍ରପାତ ଏବଂ…

ଇସ୍ତଫା ଦେଲେ ଟିଏମ୍‌ସି ବିଧାୟକ ସୋଭନଦେବ ଚଟ୍ଟୋପାଧ୍ୟାୟ

ପଶ୍ଚିମବଙ୍ଗ: ଟିଏମସି ନେତା ସୋଭନଦେବ ଚଟ୍ଟୋପାଧ୍ୟାୟ ଆଜି ଭବାନୀପୁର ନିର୍ବାଚନମଣ୍ଡଳୀରୁ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି। ଠିକ୍ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ଭବାନୀପୁରରୁ ସୋଭନଦେବ ବିଜେତା ପ୍ରତିଦ୍ୱନ୍ଦ୍ୱୀ ରୁଦ୍ରନିଲ ଘୋଷଙ୍କୁ ପ୍ରାୟ ୨୮,୦୦୦ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି।…

ବିବାଦୀୟ ପ୍ରିନ୍ସ ହ୍ୟାରୀ

ଭୁବନେଶ୍ୱର:ବିବାଦୀୟ ପ୍ରିନ୍ସ ହ୍ୟାରୀ ଓରଫ ହେନେରୀ ଚାର୍ଲ୍‌ସ ଆଲବର୍ଟ ଡେଭିଡ । ରାଜକୀୟ ପରିବାରରେ ଜୀବନ ହେଉଛି ବନ୍ଦୀ ଜୀବନ । ଏଥିରୁ ବାହାରି ମୁକ୍ତ ଜୀବନ ଜୀଇଁବାକୁ ୨୦୧୫ ରେ ସେ ରାଜପରିବାରଠାରୁ ଦୁରେଇଯାଇଥିଲେ । ତା ସହିତ ଅଭିନେତ୍ରୀ ମେଗନ ମାର୍କେଲଙ୍କୁ ବିବାହ କରି ଆହୁରି…

ଆଉ ୧୦ ମହାରଣା ସେବାୟତ କରୋନା ପଜିଟିଭ

ପୁରୀ: ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିବା ଆଉ ୧୦ ଜଣ ସେବାୟତ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏ ନେଇ ଜିଲ୍ଲା କଲେକ୍ଟର ସମର୍ଥ ବର୍ମା ସୂଚନା ଦେଇଛନ୍ତି। ଏହାକୁ ମିଶାଇ ମୋଟ ୧୮ ଜଣ ସେବାୟତଙ୍କ ସମେତ ୧୨ ଜଣ ମହାରାଣା ସେବାୟତ ଏବଂ ୬ ଜଣ ଭୋଇ କରୋନା ସଂକ୍ରମିତ ହୋଇଛନ୍ତି…

କରୋନାରେ ପ୍ରାଣ ହରାଇଥିବା ଲୋକଙ୍କୁ ମନେ ପକାଇ ଭାବପ୍ରବଣ ହୋଇପଡ଼ିଲେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ କୋଭିଡ-୧୯ ରେ ମୃତ୍ୟୁବରଣ କରିଥିବା ଲୋକଙ୍କୁ ମନେ ପକାଇ ଭାବପ୍ରବଣ ହୋଇଯାଇଥିଲେ। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, "ଏହି ଭାଇରସ ଏତେ ସଂଖ୍ୟକ ଲୋକଙ୍କୁ ନେଇଗଲା ଯେଉଁମାନେ ଆମ ନିକଟତର ଥିଲେ। ସେମାନଙ୍କ ପରିବାର ପ୍ରତି ମୋର…

କରୋନାର ମୂଳପୋଛ ପାଇଁ ମାରାଙ୍ଗ ବୁରୁଙ୍କ ନିକଟରେ ମାନସିକ

ବାରିପଦା: କରୋନାରୁ ମୁକ୍ତି ପାଇଁ ଠାକୁରଙ୍କ ପାଖେ ମାନସିକ । ଯେଉଁଠି ସାରା ବିଶ୍ୱ କରୋନା ସଂକ୍ରମଣର ମୂଳପୋଛ ପାଇଁ ଭାକ୍ସିନଠାରୁ ଆରମ୍ଭ କରି ନାନା ବୈଜ୍ଞାନିକ କୌଶଳ ଆପଣାଇଛି, ସେଠି କରୋନା ଦାଉରୁ ରକ୍ଷା ପାଇବା ପାଇଁ ଲୋକେ ଠାକୁରଙ୍କ ପାଖରେ ପୂଜାର୍ଚ୍ଚନା କରିବା ଭଳି ଖବର ପ୍ରତିଦିନ…

କରୋନାରେ ପରିବେଶବିତ୍ ସୁନ୍ଦରଲାଲ ବହୁଗୁଣାଙ୍କ ପରଲୋକ

ଉତ୍ତରାଖଣ୍ଡ: ପରିବେଶବିତ୍ ତଥା ଚିପ୍‌କୋ ଆନ୍ଦୋଳନର ଅଗ୍ରଗାମୀ ସୁନ୍ଦରଲାଲ ବହୁଗୁଣାଙ୍କ ପରଲୋକ ହୋଇଛି। ସେ କିଛି ଦିନ ଧରି କରୋନାରେ ଆକ୍ରାନ୍ତ ଥିଲେ। ଆଜି ଏମ୍‌ସଠାରେ ତାଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୪ ବର୍ଷ ହୋଇଥିଲା। ଭାରତର ଅନ୍ୟତମ ଜଣାଶୁଣା…

ବାତ୍ୟା “ୟଶ” ପାଇଁ ଯାଜପୁର ଜିଲ୍ଲା ପ୍ରଶାସନର ବ୍ୟାପକ ପ୍ରସ୍ତୁତି

ଯାଜପୁର: ସମ୍ଭାବ୍ୟ ବାତ୍ୟା ୟଶକୁ ମୁକାବିଲା କରିବା ପାଇଁ ଓଡିଶାର ପ୍ରତ୍ୟେକ ଉପକୂଳବର୍ତ୍ତି ଜିଲ୍ଲାଗୁଡିକୁ ସଗାଜ କରାଯାଉଛି । ଏଥିପାଇଁ ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏକ ବୈଠକରେ ସମସ୍ତ ସତର୍କତାକୁ ନେଇ ଆଲୋଚନା ହୋଇଥିବା ସୂଚନା ରହିଛି ।…

୧୦ ଲକ୍ଷରେ ନିଲାମ ହେଲା ୬ଟି କେଶ

ଆମେରିକା : ରକଷ୍ଟାର କର୍ଟ କୋବେନଙ୍କ ୬ଟି କେଶ ନିଲାମ ହୋଇଛି ୧୪୧୪୫ ଡଲାରରେ ; ଯାହାର ଭାରତୀୟ ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା ହେବ। ନିକଟରେ ଆମେରିକାରେ ଏହି ନିଲାମ ହୋଇଥିଲା । ବିଶ୍ୱର ସବୁଠାରୁ ଲୋକପ୍ରିୟ ରକଷ୍ଟାର ଥିଲେ କର୍ଟ କୋବେନ। ସେ ଏକାଧାରରେ ଥିଲେ ଜଣେ  ଗୀତିକାର , ଗାୟକ ଏବଂ…