ନୟାଗଡ଼ରୁ ପୁଣି ବ୍ରାଉନସୁଗାର ଜବତ, ୨ ଗିରଫ
ନୟାଗଡ଼: ଜ଼ିଲ୍ଲାରେ ଦିନକୁ ଦିନ ବ୍ରାଉନ ସୁଗାର ବେପାର ବୃଦ୍ଧି ପାଇବାରେ ଲାଗିଛି । ଆଜି ପୋଲିସ ନୟାଗଡ ଷ୍ଟେସନରୁ ଦୁଇ ଜଣ ବ୍ରାଉନ ସୁଗାର ବେପାରୀଙ୍କୁ ଗିରଫ କରିଛି । ଗିରଫ ୨ ଜଣ ହେଲେ ସିଦ୍ଧାନ୍ତ ନାୟକ ଓ ପ୍ରକାଶ ନାୟକ । ଏମାନେ ଖୋର୍ଦ୍ଧାର ବୋଲି ଜଣାପଡିଛି । ଏମାନଙ୍କ ଠାରୁ ୪ଗ୍ରାମ…