Latest Odisha News

BREAKING NEWS

Yearly Archives

2021

ନାରଦା ଷ୍ଟିଙ୍ଗ୍‌ ମାମଲା; ଗୃହବନ୍ଦୀ ହୋଇ ରହିବେ ଗିରଫ ଟିଏମ୍‌ସି ନେତା

କୋଲକାତା: ନାରଦା ଷ୍ଟିଙ୍ଗ ମାମଲାରେ ଦୁଇ ବଙ୍ଗୀୟ କ୍ୟାବିନେଟ ମନ୍ତ୍ରୀ ଫିରହାଦ୍ ହାକିମ ଏବଂ ସୁବ୍ରତ ମୁଖାର୍ଜୀ ଏବଂ ଦୁଇ ପୂର୍ବତନ ମନ୍ତ୍ରୀ ମଦନ ମିତ୍ର ଏବଂ ସୋଭାନ ଚାଟାର୍ଜୀଙ୍କୁ ଶୁକ୍ରବାର ଦିନ କଲିକତା ହାଇକୋର୍ଟ ଗୃହ ବନ୍ଦୀ କରି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୋମବାର ଦିନ ହାଇ…

କୋଭିଶିଲ୍ଡର ପ୍ରଥମ ଡୋଜ କୋଭାକ୍ସିନ ଅପେକ୍ଷା ଅଧିକ ପ୍ରଭାବଶାଳୀ; ଆଇସିଏମ୍‌ଆର ମୁଖ୍ୟ

ନୂଆଦିଲ୍ଲୀ: କୋଭିଶିଲ୍ଡ ଟିକା ର ଦୁଇ ଡୋଜ ମଧ୍ୟରେ ବ୍ୟବଧାନକୁ ୬ରୁ ୮ ସପ୍ତାହରୁ ୧୨ରୁ ୧୬ ସପ୍ତାହକୁ ବୃଦ୍ଧି କରିବାକୁ ସରକାର ନିକଟରେ କୋଭିଡ-୧୯ ୱାର୍କିଂ ଗ୍ରୁପ୍‌ର ସୁପାରିଶକୁ ଗ୍ରହଣ କରିଛନ୍ତି। ଅବଶ୍ୟ, କୋଭାକ୍ସିନ ପାଇଁ ଡୋଜ୍ ବ୍ୟବଧାନରେ କୌଣସି ପରିବର୍ତ୍ତନ ହୋଇନାହିଁ।…

ଚିକିତ୍ସା ନାଁରେ ଲାଞ୍ଚ ନେଇ ନିଲମ୍ବିତ

ମାଲକାନଗିରି: ଖବର ପ୍ରସାରଣ ପରେ ଲାଞ୍ଚୁଆ ବାବୁଙ୍କ ଉପରେ ପଡ଼ିଲା ସରକାରୀ ଛାଟ। ସରକାରୀ ଡାକ୍ତରଖାନାରେ ରୋଗୀଙ୍କ ଚିକିତ୍ସା ପାଇଁ ଟଙ୍କା ମାଗୁଥିଲେ ଡାକ୍ତର ଓ ଆଟେଣ୍ଡାଣ୍ଟ । ଗତ ୧୯ ତାରିଖ ଦିନ ମାଲକାନଗିରି ଜିଲ୍ଲା ସଦର ଚିକିତ୍ସାଳୟର ଏପରି ଏକ ଘଟଣାକୁ ନେଇ ଖବର ପ୍ରସାରଣ ହେବା ପରେ ଆକସନ…

ମଝିଆ ପୁଅ

(ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’) ମହାଭାରତରେ “ମଧ୍ୟମ ପୁତ୍ର” ପ୍ରସଙ୍ଗ ପ୍ରାୟ ସମସ୍ତଙ୍କୁ ଜଣା । ପାଣ୍ଡବମାନଙ୍କ ବନବାସ କାଳରେ ଯେତେବେଳେ ଘଟୋତ୍କଚ ତାର ମାଆ ହିଡ଼ିମ୍ବାର ପୂଜା ଅବସାନ ପାଇଁ ବଳିଦେବା ଲାଗି ନରବଳି ଖୋଜୁଥିଲା, ସେତିକିବେଳେ ପାଇଥିଲା ଗୋଟିଏ ଗରିବ…

ହୃଷୀକେଶ ମଲ୍ଲିକ ହେଲେ ଓଡିଶା ସାହିତ୍ୟ ଏକାଡେମୀର ନୂତନ ସଭାପତି

ଭୁବନେଶ୍ୱର : ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଚାରିଟି ଏକାଡେମୀର କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି। ସାହିତ୍ୟ ଏକାଡେମୀର ସଭାପତି ଭାବେ ହୃଷୀକେଶ ମଲ୍ଲିକ, ଉପ ସଭାପତି ଭାବେ ସଂଗ୍ରାମ ଜେନା ଓ ସଚିବ ଭାବରେ ପ୍ରବୋଧ କୁମାର ରାଉତଙ୍କୁ ମନୋନୀତ କରାଯାଇଛି।…

ଚିତ୍ରକୋଣ୍ଡା ଡଙ୍ଗାବୁଡି ମାମଲା, ମିଳିଲା ୨ ମୃତଦେହ

ମାଲକାନଗିରି: ବୁଧବାର ମାଛଧରା ଡଙ୍ଗାବୁଡି ମାମଲାରେ ନିଖୋଜ ଥିଲେ ୩ଜଣ । ଗତକାଲି ନିଖୋଜଙ୍କ ମଧ୍ୟରୁ ଜଣେ ବୃଦ୍ଧାଙ୍କ ମୃତଦେହ ଦମକଳ ବାହିନୀ ଠାବ କରିଥିଲା । ତେବେ ଆଜି ନିଖୋଜ ଅନ୍ୟ ଦୁଇଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ଓଡ୍ରାଫ ଟିମ୍ ଓ ଦମକଳ ବାହିନୀ ମିଳିତ ଭାବେ ଆଜି ଜଣେ ଶିଶୁ ଓ ଜଣେ…

କରୋନା ଦ୍ୱିତୀୟ ତରଙ୍ଗ; କେବଳ ଦିଲ୍ଲୀରୁ ରହିଛି ୧୯୭ ଟି ବ୍ଲାକ୍‌ ଫଙ୍ଗସ୍ ମାମଲା

ନୂଆଦିଲ୍ଲୀ: ଦିଲ୍ଲୀରେ ୧୯୭ ଟି ବ୍ଲାକ୍‌ ଫଙ୍ଗସ୍ ମାମଲା ରିପୋର୍ଟ ଜଣାଯାଇଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜେନା ଶୁକ୍ରବାର ଦିନ କହିଛନ୍ତି। ଏ ନେଇ ଡାକ୍ତରମାନଙ୍କୁ ରିପୋର୍ଟ କରିବାକୁ ଏବଂ ନିଜେ ଔଷଧ ସେବନ ନକରିବାକୁ ସେ କହିଛନ୍ତି। ଜୈନ କହିଛନ୍ତି ଯେ ସହରରେ ବ୍ଲାକ୍‌ ଫଙ୍ଗସର…

ଇସ୍ରାଏଲ-ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧରେ ପଡ଼ିଲା ଯବନିକା

ହମାସ: ଇସ୍ରାଏଲ- ହମାସ ମଧ୍ୟରେ ଚାଲିଥିବା ୧୧ ଦିନର ଯୁଦ୍ଧରେ ପଡ଼ିଲା ଯବନିକା। ଯୁଦ୍ଧ ବିରାମ ଲାଗୁ ହେବା ପରେ ଗାଜାରେ ଲୋକମାନଙ୍କୁ ସମ୍ବୋଧନ କରିଛନ୍ତି ସମାହାର ଜଣେ ବରିଷ୍ଠ ନେତା। ଏହି ଅବସରରେ ସେମାନେ ଇସ୍ରାଏଲ ଉପରେ ବିଜୟ ହାସଲ କରିଥିବା ଦାବି କରିଛନ୍ତି। ଇସ୍ରାଏଲର ସୁରକ୍ଷା…

ଗାଁରେ ଅନ୍ଧ ବିଶ୍ୱାସର ଚିତ୍ର

ଅମ୍ବିକାପୁର:ଏବେ ବି ଅନ୍ଧ ବିଶ୍ୱାସର ଅନ୍ଧ ଗଳିରେ ଜୀଉଁଛି ମଣିଷ । ମରିଗଲା ପରେ ବି ମୃତ ମଣିଷକୁ ବଞ୍ଚାଇବାକୁ ପ୍ରୟାସ କରୁଛି । ଅଦ୍‌ଭୁତ ଚିକିତ୍ସା କରି ବଞ୍ଚାଇବାର ପ୍ର୍ରୟାସ କରାଯାଉଛି । ଛତିଶଗଡ଼ ଅମ୍ବିକାପୁରରେ ଏହିଭଳି ଅନ୍ଧବିଶ୍ୱାସ ଦେଖିବାକୁ ମିଳିଛି । ବଜ୍ରପାତରେ ଜଣେ ବ୍ୟକ୍ତିର…

ବିଶ୍ୱର ୧୪ ଏବଂ ଏସିଆର ଦ୍ୱିତୀୟ ଧନୀ ବ୍ୟକ୍ତି ହେଲେ ଆଦାନୀ ଗ୍ରୁପର ପ୍ରତିଷ୍ଠାତା ଗୌତମ ଆଦାନୀ

ନୂଆଦିଲ୍ଲୀ: ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସରେ ଚାଇନାର କୋଟିପତି ଜୋଙ୍ଗ ଶାନଶାନଙ୍କ ସ୍ଥାନ ନେବା ପରେ ଆଦାନୀ ଗ୍ରୁପର ପ୍ରତିଷ୍ଠାତା ତଥା ପ୍ରମୋଟର ବିଲିୟନେୟାର ଗୌତମ ଆଦାନୀ ବିଶ୍ୱର ୧୪ ତମ ଏବଂ ଏସିଆର ଦ୍ୱିତୀୟ ଧନୀ ବ୍ୟକ୍ତି ତାଲିକାରେ ସାମିଲ୍‌ ହୋଇଛନ୍ତି। ବ୍ଲୁମବର୍ଗ…