Latest Odisha News

BREAKING NEWS

Yearly Archives

2021

ବ୍ଲାକ୍‌ ଫଙ୍ଗସ୍‌କୁ ମହାମାରୀ ଘୋଷଣା କଲେ ରାଜସ୍ଥାନ ସରକାର

ଜୟପୁର: ଗୋଟିଏ ପଟେ କରୋନା କାୟା ମେଲାଇ ଚାଲିଥିବା ବେଳେ ଅନ୍ୟପଟେ ବ୍ଲାକ୍‌ ଫଙ୍ଗସ୍‌ର ତାଉ ବଢିବାରେ ଲାଗିଛି। ଗୋଟିଏ ମହାମାରୀକୁ ମୁକାବିଲା କରିବାକୁ ଦେଶ ଅଣ୍ଟା ଭିଡୁଥିବା ବେଳେ ଆଉ ଏକ ମହାମାରୀର ଆଗମନ ହୋଇସାରିଲାଣି। ମୁଖ୍ୟତଃ କରୋନାରୁ ସୁସ୍ଥ ଥିବା ଲୋକଙ୍କୁ ପ୍ରଭାବିତ କରୁଥିବା…

ଦତ୍ତାତ୍ରେୟ, ସାମ୍ବାଦିକ ଓ ପୁଲିସର ଆକ୍ରମଣ

ଜ୍ୟୋତିପ୍ରକାଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ପଲିଟିକସ ଫଲିଟିକସ… ସକାଳୁ ସକାଳୁ ଆଜି ଏକ ଅଭାବନୀୟ ଓ ଛାତିକୁ ବାଧିଲା ପରି ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ପ୍ରଥମେ ଆସିଲା । ପରେ ତାହା ମୁଖ୍ୟସ୍ରୋତ ଗଣମାଧ୍ୟମରେ ବି ଆସିଗଲା । ପୁରୀରେ ରାଜ୍ୟର ଏକ ପ୍ରମୁଖ ଖବରକାଗଜ ପାଇଁ କାର୍ଯ୍ୟ କରୁଥିବା…

କରୋନା କାଳରେ ବି ରୁଷ୍‌ ଯାଇ ନେଇପାରିବେ ସ୍ପୁଟ୍‌ନିକ ଭି ଟିକା

ନୂଆଦିଲ୍ଲୀ: ମହାମାରୀ କରୋନା ଯୋଗୁ ବିଶ୍ବ ପର୍ଯ୍ୟଟନ ଶିଳ୍ପକୁ ଅଧିକ କ୍ଷତି ସହିବାକୁ ପଡ଼ିଛି। କରୋନା ମଣିଷର ଜୀବନଶୈଳୀକୁ ସମ୍ପୂର୍ଣ୍ଣ ବଦଳାଇଦେଇଛି। ସମ୍ପତି ଭ୍ରମଣ ଅନେକଙ୍କ ପାଇଁ ଏକ ସ୍ୱପ୍ନରେ ପରିଣତ ହୋଇଯାଇଛି। ତେବେ ଦୁବାଇର ଏକ ଟ୍ରାଭେଲ ଏଜେନ୍ସି ଦିଲ୍ଲୀରୁ ମସ୍କୋ…

ଇସ୍ରାଏଲ୍‌କୁ ସମର୍ଥନ କରି ଅଡୁଆରେ ଏହି ଅଭିନେତ୍ରୀ

ଭୁବନେଶ୍ୱର: ଇସ୍ରାଏଲ୍ ଓ ପାଲେଷ୍ଟାଇନ୍ ମଧ୍ୟରେ ସଂଘର୍ଷକୁ ନେଇ ସେଲିବ୍ରିଟିମାନେ ମଧ୍ୟ ନିଜ ମନ୍ତବ୍ୟ ରଖୁଛନ୍ତି । ଏହି ଧାରାରେ ସାମିଲ ହୋଇ ୱାଣ୍ଡର୍ ୱିମେନ୍ ଫେମ୍ ଅଭିନେତ୍ରୀ ଗାଲ୍ ଗାଡୋଟ୍ ଇସ୍ରାଏଲ୍ ସପକ୍ଷରେ ଏକ ଟୁଇଟ୍ ଓ ଇନଷ୍ଟା ପୋଷ୍ଟ କରିଥିଲେ । ହେଲେ ଏହି ପୋଷ୍ଟ ପରଠୁ ତାଙ୍କୁ…

ସୁନାଫୁଲ ସାହିତ୍ୟ ସଂସଦ ପକ୍ଷରୁ ଆଧ୍ୟାତ୍ମିକ ଆଲୋଚନାଚକ୍ର

ରାଉରକେଲା : ବିଶିଷ୍ଟ ସାହିତ୍ୟ ଅନୁଷ୍ଠାନ 'ସୁନାଫୁଲ ସାହିତ୍ୟ ସଂସଦ' ପକ୍ଷରୁ ଅନଲାଇନ ମାଧ୍ୟମରେ 'ହିନ୍ଦୁ ସଂସ୍କୃତିରେ ଅନ୍ତିମ ସଂସ୍କାର ଓ କରୋନା ବିପତ୍ତିରେ ମାନବିକତା' ଶୀର୍ଷକରେ ଏକ ଆଧ୍ୟାତ୍ମିକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି ଆଲୋଚନାଚକ୍ରରେ ଯୁବ ଆର୍ଯ୍ୟ ସମାଜ ଓ…

ଦୈନିକ ୨୫ ଲକ୍ଷ କୋଭିଡ୍‌ ଟେଷ୍ଟ ସରକାରଙ୍କ ଲକ୍ଷ୍ୟ; ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନ ବୁଧବାର କହିଛନ୍ତି ଯେ ଦୈନିକ କରୋନା ମାମଲାରେ କ୍ରମାଗତ ହ୍ରାସ ଘଟିଥିବାରୁ ସରକାର ଦିନକୁ ୨୫ ଲକ୍ଷ କୋଭିଡ୍‌ ଟେଷ୍ଟ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛନ୍ତି। ସେ କହିଛନ୍ତି ଯେ "ଗତକାଲି ଆମେ ଭାରତରେ ୨୦ ଲକ୍ଷରୁ ଅଧିକ…

ସାହିତ୍ୟିକ ଚିନ୍ତାମଣି ବେହେରାଙ୍କ ପରଲୋକ

ଉମରକୋଟ : ବିଶିଷ୍ଟ ଗାଳ୍ପିକ ତଥା ନାଟ୍ୟକାର ଚିନ୍ତାମଣି ବେହେରାଙ୍କର ପରଲୋକ ଘଟିଛି । ଦୀର୍ଘଦିନ ଧରି ସେ ଗଳା କର୍କଟ ରୋଗରେ ପୀଡିତ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ ବୟସ ହୋଇଥିଲା । ସ୍ୱର୍ଗତଃ ବେହେରା କୋରାପୁଟିଆ ଭାଷାରେ କମଳୀ ନାମକ ଏକ ଚଳଚ୍ଚିତ୍ର ମଧ୍ୟ ନିର୍ମାଣ କରିଥିଲେ…

ପ୍ରାଇଭେସି ପଲିସି ପ୍ରତ୍ୟାହାର ନେଇ ହ୍ୱାଟ୍‌ସ ଆପ୍‌କୁ ସରକାରଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ହ୍ୱାଟ୍‌ସ ଆପ୍‌କୁ ଏହାର ନ୍ୟୁ ପ୍ରାଇଭେସି ପଲିସି ପ୍ରତ୍ୟାହାର କରିବାକୁ ନିର୍ଦ୍ଦେଶ ଦେଇଛି। ଆଇଟି ମନ୍ତ୍ରଣାଳୟର କହିବା ଅନୁଯାୟୀ ଯେ ହ୍ବାଟ୍‌ସ ଆପ୍‌କୁ ଗୋପନୀୟତା ନୀତିରେ ପରିବର୍ତ୍ତନ ଏବଂ ଉକ୍ତ…

ରାଜଧାନୀରେ ୧୮-୪୪ ବର୍ଷର ବ୍ୟକ୍ତିଙ୍କ ପାଇଁ ଆଜିଠାରୁ ପୁଣି ସ୍ଲଟ ବୁକିଂ…ଜାଣନ୍ତୁ କେଉଁ ସମୟରେ କରିବେ…

ଭୁବନେଶ୍ୱର: ୧୮-୪୪ ବ୍ୟକ୍ତିଙ୍କ ଟୀକାକରଣ ପାଇଁ ଆଜିଠାରୁ ପୁଣି ଆରମ୍ଭ ହେଉଛି ସ୍ଲଟ ବୁକିଂ । ଆଜି ସନ୍ଧ୍ୟା ୬ଟାରୁ ଏହି ସୁବିଧା ଉପଲବ୍ଧ ହେବ । ଆସନ୍ତା କାଲିଠାରୁ ୨୮ ତାରିଖ ପାଇଁ ଆପଣ ବୁକିଂ କରିପାରିବେ । ? New slots for COVID Vaccination of 18 - 44 age groups &…

ବୁଡିଗଲା ଡଙ୍ଗା, ୮ ଉଦ୍ଧାର ୩ ନିଖୋଜ

ମାଲକାନଗିରି: କରୋନା ମହାମାରୀରେ ମାଲକାନଗିରି ଜିଲ୍ଲାରୁ ଆସିଲା ଦୁଃଖଦ ଖବର । କରୁକୋଣ୍ଡା ବ୍ଲକ ଅନ୍ତର୍ଗତ ଦାମୋଦରବେଡା ଓ ଓରାପଦର ଡଙ୍ଗା ଘାଟରେ ମାଛ ଡଙ୍ଗା ବୁଡି ୩ଜଣ ନିଖୋଜ । ନିଖୋଜଙ୍କ ମଧ୍ୟରେ ଦୁଇଜଣ ମହିଳା ଓ ଜଣେ ବର୍ଷକର ଶିଶୁ ଥିବା ସୂଚନା ରହିଛି । ଆଜି ସକାଳେ ଏକ ମାଛ…