‘ଦି ଫ୍ୟାମିଲି ମ୍ୟାନ୍ ୨’ ଟ୍ରେଲର୍ ରିଲିଜ
ମୁମ୍ବାଇ: ମନୋଜ ବାଜପେୟୀଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର। ବହୁ ପ୍ରତିକ୍ଷୀତ ମନୋଜ ବାଜପେୟୀଙ୍କ ୱେବ୍ ସିରିଜ୍ 'ଦି ଫ୍ୟାମିଲି ମ୍ୟାନ୍ ୨' ଟ୍ରେଲର୍ ଆଜି ରିଲିଜ ହୋଇଛି। ଏହାକୁ ନେଇ ଦର୍ଶକ ବେଶ୍ ଉତ୍ସାହର ସହିତ ଅପେକ୍ଷା କରିଥିଲେ।
ଆସନ୍ତା ଜୁନ୍ ୪ ରେ ଆମାଜନ ପ୍ରାଇମ ଭିଡିଓରେ…