Latest Odisha News

BREAKING NEWS

Yearly Archives

2021

ରାଜ୍ୟର ସମସ୍ତ ଜେଲରେ କଏଦୀଙ୍କୁ ଆରମ୍ଭ ହେଲା ଟିକାକରଣ

ଭୁବନେଶ୍ବର : ରାଜ୍ୟର ସମସ୍ତ ଜେଲରେ ଆରମ୍ଭ ହେଲା ଟିକାକରଣ । ଜେଲରେ ଥିବା କଏଦୀଙ୍କୁ ଦିଆଯାଇଛି ଟିକା । ଜେଲରେ ଥିବା ୧୧ ଶହ ଅନ୍ତେବାସୀଙ୍କୁ ଦ୍ବିତୀୟ ଡୋଜ ଓ ୭୨୮ ଜଣଙ୍କୁ ପ୍ରଥମ ଡୋଜ ଦିଆଯାଇଛି । ସେହିପରି ସମସ୍ତ ଜେଲ କର୍ମଚାରୀଙ୍କୁ କୋଭିଡ ଯୋଦ୍ଧା ଭାବେ ଟିକା ଦିଆଯାଇଛି । ଏନେଇ ସୂଚନା…

ଲଣ୍ଡନ ଯିବା ପରେ ଆସିଲା ପୁନାୱାଲାଙ୍କ ଆଉ ଏକ ବୟାନ, ‘୩ ମାସରେ ସମସ୍ତଙ୍କୁ ଟିକାକରଣ ଅସମ୍ଭବ’

ନୂଆଦିଲ୍ଲୀ: ଦେଶ କରୋନାର ଦ୍ୱିତୀୟ ପ୍ରବାହ ସହ ଲଢ଼ୁଛି । ଦୈନିକ ୪ ହଜାରରୁ ଅଧିକ ସଂକ୍ରମିତ କରୋନାରେ ପ୍ରାଣ ହରାଉଛନ୍ତି । ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ସହ ମୃତ୍ୟୁହାରକୁ ଦେଖି ଭ୍ୟାକ୍ସିନର ଚାହିଦା ବଢ଼ିଛି । କେତେକ ରାଜ୍ୟ ଭ୍ୟାକ୍ସିନ୍ ଅଭାବକୁ ନେଇ ପ୍ରଶ୍ନ ଉଠାଇଛନ୍ତି ।…

କରୋନାକୁ ନେଇ ବିଭିନ୍ନ ରାଜ୍ୟ ଓ ଜିଲ୍ଲା ଅଧିକାରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

ନୂଆଦିଲ୍ଲୀ : ସାରା ଦେଶରେ ଏବେ ଚିନ୍ତା ବଢ଼ାଇଛି ମହାମାରୀ କରୋନା । ଏଭଳି ସ୍ଥିତିରେ କିପରି ବୃଦ୍ଧି ପାଉଥିବା ସଂକ୍ରମଣକୁ ରୋକାଯିବ, ତାଉପରେ ଦିଆଯାଇଛି ଗୁରୁତ୍ବ । ଏହି ଅବସରରେ ବିଭିନ୍ନ ରାଜ୍ୟ ଓ ଜିଲ୍ଲା ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।…

ଗଡିଲା ସଂଜିବନୀ ରଥ, ଶଯ୍ୟାଶାୟୀ ଓ ଭିନ୍ନକ୍ଷମଙ୍କୁ ଘରେ ଦିଆଯିବ କୋଭିଡ୍ ଟିକା

ରାଉରକେଲା: କୋଭିଡ୍ ଟିକାଦାନ କ୍ଷେତ୍ରରେ ରାଉରକେଲା ପ୍ରଶାସନ ତରଫରୁ ଅଭିନବ ପଦକ୍ଷେପ । ଏଥର ଘରେ ଟିକାଦାନ କରିବ ସଂଜିବନୀ ରଥ । ଶଯ୍ୟାଶାୟୀ, ଭିନ୍ନକ୍ଷମ ଓ ଅତ୍ୟନ୍ତ ବାର୍ଦ୍ଧକ୍ୟ କାରଣରୁ ଟୀକାକରଣ କେନ୍ଦ୍ର୍ରକୁ ଆସିପାରୁନଥିବା ବ୍ୟକ୍ତିଙ୍କୁ ହିଁ ଏହି ସେବା ଯୋଗାଇଦିଆଯିବ । ଏଥିପାଇଁ…

କରୋନା କାଳରେ ଲୁହ ଭିଜା ଘଟଣା : ମାଆ କୋଳକୁ ଏକାଠି ଆସିଥିଲେ, ଶେଷର ଏକାଠି ବି ଚାଲିଗଲେ

ମୀରଟ: କରୋନା କାଳରେ ଆଉ ଏକ ଲୁହ ଭିଜା ଘଟଣା ସମ୍ମୁଖକୁ ଆସିଛି । ମୀରଟରେ ଗ୍ରୋଗରି ରେୟମଣ୍ଡ ରାଫେଲଙ୍କ ଦୁଇ ପୁଅ ଭରଭୀଜ ଗ୍ରୋଗେରୀ ଓ ରାଲଫେଡ ଜର୍ଜ ଗ୍ରୋଗରୀ୧୧୯୭ ଏପ୍ରିଲ ୨୩ରେ ଜନ୍ମ ଗ୍ରହଣ କରିଥିଲେ । ସେମାନେ ଯମଜ ଥିଲେ । ମାଆ କୋଳକୁ ଏକାଠି ଆସିଥିଲେ । ଦେଖିବାକୁ ଏକା ପରି । ପାଠପଢ଼ା…

୪୦ ଡିଗ୍ରୀ ଉପରେ ରାଜ୍ୟର ୧୧ ସହର

ଭୁବନେଶ୍ବର : ତାତି କରୁଛି କଲବଲ । ତାପମାତ୍ରା ବଢ଼ିବା ସହ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହେଲେଣି ରାଜ୍ୟବାସୀ । ଆଜି ୪୦ଡିଗ୍ରୀ ଉପରେ ରହିଛି ରାଜ୍ୟର ୧୧ ସହରର ତାପମାତ୍ରା । ତେବେ ୪୨ ଡିଗ୍ରୀ ସହ ସୋନପୁର ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି । ଏନେଇ ସୂଚନା ଦେଇଛି ଭୁବନେଶ୍ବର ଆଞ୍ଚଳିକ…

ପୁଣି ୫ ଦିନ ପରେ ଭୁବନେଶ୍ୱରରେ ୧୧ ଶହ ଟପିଲା ଦୈନିକ ସଂକ୍ରମଣ

ଭୁବନେଶ୍ୱର: ୫ ଦିନର ବ୍ୟବଧାନ ପରେ ବିଏମସି ଅଞ୍ଚଳରେ ଦୈନିକ ସଂକ୍ରମଣ ମାମଲା ପୁଣି ଥରେ ୧୧ ଶହ ଟପିଛି । ଆଜି ଭୁବନେଶ୍ୱରରୁ ୧୧୫୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୧୮୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୯୬୭ ଜଣ ସଂକ୍ରମିତ ଚିହ୍ନଟ…

ମିଷ୍ଟର ୩୬୦ ଆନ୍ତର୍ଜାତୀୟ କ୍ରିକେଟକୁ ଫେରିବେନି

ଡର୍ବାନ: ଦକ୍ଷିଣ ଆଫ୍ରିକାର ଲୋକପ୍ରିୟ କ୍ରିକେଟର ଏବି ଡିଭିଲର୍ସ ଆଜି ସାରା ବିଶ୍ୱରେ ଥିବା ପ୍ରଶଂସକମାନଙ୍କୁ ନିରାଶ କରିଛନ୍ତି । ଟି୨୦ ବିଶ୍ୱକପ ନିମନ୍ତେ ସେ ଦଳକୁ ଫେରିବା ନେଇ କଳ୍ପନା ଜଳ୍ପନା ଚାଲିଥିବା ବେଳେ ମଙ୍ଗଳବାର ଏହାର ଅବସାନ ଘଟିଛି । ମିଷ୍ଟର ୩୬୦ ଡିଗ୍ରୀ ବ୍ୟାଟ୍ସମ୍ୟାନ ଭାବେ…

ଦିନକରେ ଯେତିକି ଆକ୍ରାନ୍ତ ତା’ଠୁ ସୁସ୍ଥ ହେଲେ ୭୯ ଜଣ ଅଧିକ

ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା ସଂକ୍ରମିତ ଏବଂ ସୁସ୍ଥ ହାର ପ୍ରାୟ ସମାନ ରହିଛି । ଗତ ୨୪ ଘଣ୍ଟାରେ ରାଜ୍ୟରୁ ୧୦ ହଜାର ୩୨୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୦ ହଜାର ୨୪୨ ଜଣ ସୁସ୍ଥ ହୋଇଛନ୍ତି । ସଂଖ୍ୟା ହିସାବରେ ଦିନକରେ ଯେତିକି ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି ତା’…

କମ୍ ଯାତ୍ରୀ ଓ କଟକଣା ପାଇଁ ବାତିଲ୍ ହେଲା ଏହି ସବୁ ଟ୍ରେନ୍

ଭୁବନେଶ୍ୱର: କମ୍ ଯାତ୍ରୀ ଓ କୋଭିଡ୍ ସଂକ୍ରମଣର ଚେନକୁ ଭାଙ୍ଗିବା ପାଇଁ ଟ୍ରେନ ସେବା ବାତିଲ୍ ଓ ଆଂଶିକ ବାତିଲ୍ କରାଯାଇଛି । ପ୍ରତିଦିନ ଚଳାଚଳ କରୁଥିବା ପାଞ୍ଚ ଯୋଡ଼ା ମେମୁ/ପାସେଞ୍ଜର ବିଶେଷ ଟ୍ରେନ ମେ ୩୧ ପର୍ଯ୍ୟନ୍ତ ବାତିଲ ରହିବ। ଏଥିସହ ନଅ ଯୋଡ଼ା ମେମୁ/ପାସେଞ୍ଜର/ଏକ୍ସପ୍ରେସ ବିଶେଷ…