ବାତ୍ୟା ତାଉ’ତେ; ମୁମ୍ବାଇର ବାନ୍ଦ୍ରା-ୱର୍ଲି ସି ଲିଙ୍କ୍ ମେ ୧୬ ଯାଏ ବନ୍ଦ
ମୁମ୍ବାଇ: ସୂଚନା ଅନୁଯାୟୀ ମୁମ୍ବାଇରେ ବାତ୍ୟା ତାଉ'ତେ ପ୍ରଭାବର ଆଶଙ୍କା ନେଇ ବିଏମସି କରୋନା ଟିକାକରଣ ଅଭିଯାନକୁ ସ୍ଥଗିତ ରଖିଛି। ମେ ୧୫ ଏବଂ ୧୬ ରେ ସରକାରୀ ଟିକାକରଣ କେନ୍ଦ୍ର ବନ୍ଦ ରହିବ।
“୨ରୁ୩ ଟି ବେସରକାରୀ କେନ୍ଦ୍ର ସେମାନଙ୍କ ଟିକାକରଣ ଜାରି ରଖିଛନ୍ତି କିନ୍ତୁ ଆଜି ଏବଂ…