ଛତିଶଗଡ଼ ମେ ୩୧ ଯାଏ ଲକ୍ଡାଉନ୍
ଛତିଶଗଡ଼: ରାଜ୍ୟରେ କରୋନା ସଂକ୍ରମଣ ମାମଲାରେ ବୃଦ୍ଧି ଯୋଗୁ ଛତିଶଗଡର ରାୟପୁର ଜିଲ୍ଲାରେ ଲକ୍ଡାଉନ୍କୁ ପୁଣି ବଢାଇଦିଆଯାଇଛି। ଲକ୍ଡାଉନ୍ ଅବଧିକୁ ଆସନ୍ତା ମେ ୩୧ ସକାଳ ୬ ଟା ପର୍ଯ୍ୟନ୍ତ ଲାଗୁ କରାଯାଇଛି।
ରାଜ୍ୟରେ କରୋନା ମାମଲା ବୃଦ୍ଧିକୁ ଦୃଷ୍ଟିରେ ରଖି ଛତିଶଗଡ ସରକାର ଏହି…