Latest Odisha News

BREAKING NEWS

Yearly Archives

2021

କରୋନା ପ୍ରଭାବିତଙ୍କ ସହାୟତା ପାଇଁ ଆଗକୁ ଆସିଲେ ଅଭିନେତ୍ରୀ ସଞ୍ଜନା

ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ଅନେକ ବଲିଉଡ୍‌ ସେଲିବ୍ରିଟି ଲୋକଙ୍କୁ ସହାୟତାର ହାତ ବଢାଉଥିବା ଦେଖିବାକୁ ମିଳୁଛି। ବଲିଉଡ୍‌ ଅଭିନେତ୍ରୀ ସଞ୍ଜନା ସାଙ୍ଘି ମଧ୍ୟ ଏହି ସମୟରେ ସମାଜ କଲ୍ୟାଣ ପାଇଁ ଆଗେଇ ଆସିଛନ୍ତି। ସେ ଏକ ଏନଜିଓ, ସେଭ୍ ଦି ଚାଇଲ୍ଡ୍ ସହିତ ହାତ ମିଳାଇଛନ୍ତି। ଯାହା…

କରୋନାରୁ ବର୍ତ୍ତିବା ପାଇଁ ଚାଲିଛି କରୋନା ମାତାଙ୍କ ପୂଜା

ମାଲକାନଗିରି: ଭାରତରେ ଲୋକେ ୩୩ କୋଟି ଦେବାଦବୀଙ୍କୁ ପୂଜାର୍ଚ୍ଚନା କରିଥାନ୍ତି । ପୁରାଣ ଅନୁସାରେ ଦେବାଦେବୀଙ୍କର ରହିଛି ଅନେକ ବେଶ, ଅନନ୍ୟ ନାମ । ତେବେ ଦେବାଦେବୀଙ୍କର ଏପରି ବି କିଛି ନାମ ରହିଛି ଯାହା ଲୋକଙ୍କୁ ଏକାଧିକ ଥର ଚିନ୍ତା କରିବାକୁ ବାଧ୍ୟ କରିଥାଏ । ଏହି ଧାରାରେ ମାଲକାନଗିରି…

ଶ୍ମଶାନ ଗୃହ ନିର୍ମାଣ କାର୍ଯ୍ୟର ତଦାରଖ କଲେ ବିଏମସି କମିଶନର

ଭୁବନେଶ୍ୱର: ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ (ବିଏମସି) କମିଶନର ସଞ୍ଜୟ କୁମାର ସିଂ ଶୁକ୍ରବାର ଦିନ ପଟିଆରେ ନିର୍ମିତ ଏଲପିଜି ଭିତ୍ତିକ ଶବ ସତ୍କାର ହଲର ନିର୍ମାଣ କାର୍ଯ୍ୟର ତଦାରଖ କରୁଛନ୍ତି। ସୂଚନା ଅନୁଯାୟୀ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହ ନିର୍ଦ୍ଧାରିତ ସମୟସୀମା…

ଅଖିମୁଠିରୁ ଆରମ୍ଭ ସଭ୍ୟତାର ସୂଚୀପତ୍ର

କୃଷି – ସେ ମାନବ ସମାଜର ସଂଚାଳକ ଶକ୍ତି । ଜୀଇଁବାର ପ୍ରତ୍ୟେକଟି ମୁହୂର୍ତ୍ତକୁ ଅନୁଭବ କରିବାର ମାଧ୍ୟମ ଏଇ କୃଷି । ସଭ୍ୟତାର ସୂଚୀପତ୍ର ଆଉ ଚିନ୍ତା ଓ ଚେତନାର ଉନ୍ମେଷକ । ଦିନରେ ଦି ଓଳିଖାଇବାର ସ୍ୱପ୍ନକୁ ଚରିତାର୍ଥ କରେ କୃଷି । ଆଉ ଏସବୁକୁ ନିଜ ହାତରେ ବାସ୍ତବତାର ରୂପ ଦିଏ ସେ ମାଟିର…

ଭାରତରେ କରୋନା ସ୍ଥିତି ଚିନ୍ତାଜନକ: ଡବ୍ଲ୍ୟୁଏଚଓ

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ରେକର୍ଡ ଭାଙ୍ଗୁଥିବା ନଜର ଆସୁଛି। ଏପରିକି କ୍ରମାଗତ ଭାବେ ଦେଶରେ ତିନି ଲକ୍ଷରୁ ଅଧିକ ନୂଆ ପଜିଟିଭ ଚିହ୍ନଟ ହେଉଛନ୍ତି। ପରିସ୍ଥିତି ଏତେ ଖରାପ ହେଉଛି ଯେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ଚିନ୍ତା ପ୍ରକଟ କରିଛି। ଗଣମାଧ୍ୟମକୁ ସୂଚନା ଦେଇ…

ସାଇବର ଠକେଇ ନେଇ ହେଲ୍ପଲାଇନ ନଂ ଜାରି କଲେ ଡିସିପି

କଟକ: ସାଇବର ଠକେଇର ଶିକାର ହୋଇଥିବା ଲୋକମାନଙ୍କ ପାଇଁ ହେଲ୍ପଲାଇନ ନଂ ଜାରି କରିଛନ୍ତି କଟକ ଡିସିପି ପ୍ରତୀକ ସିଂ । ଫଳରେ ସେମାନେ ଏହି ନଂ ଯୋଗେ ନିଜ ଅଭିଯୋଗ ଦାଖଲ କରିପାରିବେ। ନଂ ହେଉଛି ପିଟି ଗଣେଶ- ୮୮୯୫୮୧୨୩୦୪ ଏବଂ ଅନିଲ ଦାଶ- ୭୩୨୮୦୭୭୧୪୪। ଏନେଇ ଡିସିପି କହିଛନ୍ତି ଯେ ଯଦି…

ଶବଦାହର କିଛି କ୍ଷଣ ପୂର୍ବରୁ ଜିଇଁ ଉଠିଲେ ୭୬ ବର୍ଷିୟା ବୃଦ୍ଧା

ବାରମତୀ: ୭୬ ବର୍ଷିୟା ଜଣେ କୋଭିଡ ପଜିଟିଭ ମହିଳା ଶବଦାହର କିଛି ମିନିଟ ପୂର୍ବରୁ ପୁଣି ଥରେ ଜିଇଁ ଉଠିଛନ୍ତି। ଏମିତି ଏକ ବିଚିତ୍ର ଘଟଣା ଘଟିଛି ବାରମତୀର ମୁଦାଲେ ଗ୍ରାମରେ। ବାରମତୀରେ ଉକ୍ତ ମହିଳାଙ୍କ ପରିବାର ସଦସ୍ୟମାନେ ତାଙ୍କର ଶେଷ ରୀତିନୀତି ପାଇଁ ପ୍ରସ୍ତୁତ ହେବାପରେ ତାଙ୍କୁ…

ଝାରସୁଗୁଡ଼ା ଉପକାରାଗାରରେ ୬୮ କଏଦୀ କରୋନା ସଂକ୍ରମିତ

ଝାରସୁଗୁଡ଼ା: ରାଜ୍ୟରେ ଗୋଟିଏ ପରେ ଗୋଟିଏ ଜେଲରେ ବ୍ୟାପିଲାଣି କରୋନା ସଂକ୍ରମଣ । ଝାରସୁଗୁଡ଼ା ଉପ-କାରାଗାରରେ ୬୮ ଜଣ କଏଦୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏଠାରେ ମୋଟ୍ ୨୮୨ ଅନ୍ତେବାସୀଙ୍କ କରୋନା ଟେଷ୍ଟ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୬୮ଟି ରିପୋର୍ଟ ପଜିଟିଭ୍ ଆସିଛି । କରୋନା…

ଆଜି ପୁରୀରେ ରଥ ନର୍ମାଣ ଅନୁକୂଳ, ଚନ୍ଦନଯାତ୍ରାରେ ଚାପ ଖେଳିବେ ମହାପ୍ରଭୁ

ପୁରୀ: ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଆଜିଠୁ ଆରମ୍ଭ ହେଉଛି ମହାପ୍ରଭୁଙ୍କ ରଥଯାତ୍ରା ନୀତି । ଆଜି ରଥ ନିର୍ମାଣ ଅନୁକୂଳ ପରମ୍ପରା ରହିଛି । ଏବର୍ଷ କୋଭିଡ୍ କଟକଣା ଭିତରେ ବିନା ଭକ୍ତରେ ନିରାଡମ୍ବର ଭାବରେ ରଥ ଅନୁକୂଳ ହେବ । ଅଳ୍ପ ସେବାୟତଙ୍କୁ ନେଇ ରଥ ଅନୁକୂଳ ନୀତି ସଂପନ୍ନ କରାଯିବ ।…

ଇସ୍ରାଏଲ ରକେଟ୍‌ ଆକ୍ରମଣ; ଭାରତ ପହଞ୍ଚିଲା ସୋମ୍ୟା ସନ୍ତୋଷଙ୍କ ମରଶରୀର

କେରଳ: ଇସ୍ରାଏଲର ଆସ୍କେଲନ୍ ସହରରେ ହୋଇଥିବା ରକେଟ୍ ଆକ୍ରମଣରେ ପ୍ରାଣ ହରାଇଥିବା କେରଳର ୩୦ ବର୍ଷୀୟ ସୋମ୍ୟା ସନ୍ତୋଷଙ୍କ ମୃତଦେହ ଶନିବାର ସକାଳେ ନୂଆଦିଲ୍ଲୀରେ ପହଞ୍ଚିଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଭି ମୁରଲୀଧରନ୍ ଏବଂ ଇସ୍ରାଏଲର ଡେପୁଟି ରାଷ୍ଟ୍ରଦୂତ ରୋନି ୟେଦିଦିଆ କ୍ଲିନ୍ ମୃତ…