Latest Odisha News

BREAKING NEWS

Yearly Archives

2021

ଅମ୍ଳଜାନ ଅଭାବ ଯୋଗୁ ଚାଲିଗଲା ୭ ଜଣ କରୋନା ରୋଗୀଙ୍କ ଜୀବନ

ହାଇଦ୍ରାବାଦ: ହାଇଦ୍ରାବାଦର ଏକ ସରକାରୀ ଡାକ୍ତରଖାନାରେ ପୁଣି ଅମ୍ଳଜାନ ‌ଅଭାବ ଯୋଗୁ ଚାଲିଗଲା ୭ ଜଣଙ୍କ ଜୀବନ। ହାଇଦ୍ରାବାଦରସ୍ଥିତ କିଙ୍ଗ୍‌ କୋଟି ହସ୍ପିଟାଲ୍‌ରେ ଅମ୍ଳଜାନ ଅଭାବ ଯୋଗୁ ୭ ଜଣ କରୋନା ରୋଗୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ରୋଗୀଙ୍କ ନିକଟରେ ଅମ୍ଳଜାନ…

କରୋନା କବଳରେ ଓଡ଼ିଶାର ବିଧାୟକ: ସପ୍ତାହେ ଭିତରେ ୭-୮ ସଂକ୍ରମିତ

ଭୁବନେଶ୍ୱର: କରୋନାର ସେକେଣ୍ଡ ଓ୍ୱେଭରେ ରାଜ୍ୟରେ ଜଣଙ୍କ ପରେ ଜମେ ନେତା କରୋନା ସଂକ୍ରମିତ ହେଉଛନ୍ତି । କରୋନାରେ ସଂକ୍ରମିତ ହେବା ପରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ବିଶିଷ୍ଟ ସ୍ଥପତି ତଥା ସାଂସଦ ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କ ଦେହାନ୍ତ ହୋଇଛି । ସେହିପରି କରୋନା ସଂକ୍ରମିତ ହେବା…

ଦିଲ୍ଲୀ ସରୋଜ ହସ୍ପିଟାଲ୍‌ର ୮୦ ଜଣ ଡାକ୍ତର କରୋନା ପଜିଟିଭ

ନୂଆଦିଲ୍ଲୀ: ଦିଲ୍ଲୀର ସରୋଜ ହସ୍ପିଟାଲରେ ୮୦ ଜଣ ଡାକ୍ତରଙ୍କୁ କରୋନା। ଏହାସହିତ ଜଣେ ବରିଷ୍ଠ ସର୍ଜନ ଡା. ଏ.କେ ରାୱତ ମଧ୍ୟ କରୋନାରେ ପ୍ରାଣ ହରାଇଥିବା ସୂଚନା ମିଳିଛି। ଏହାସତ୍ତ୍ବେ ବି ଡାକ୍ତରଖାନାରେ ରୋଗୀଙ୍କ ଚିକିତ୍ସା ଜାରି ରହିଥିବା ଜଣାପଡ଼ିଛି। କରୋନାରେ ଆକ୍ରାନ୍ତ ହୋଇଥିବା…

ଚାରି ଦିନ ପରେ କମିଲା: ଦେଶରେ ୪ ଲକ୍ଷରୁ କମ୍ ଆକ୍ରାନ୍ତ, ୩ ହଜାରକୁ ଖସିଲା ମୃତ୍ୟୁସଂଖ୍ୟା

ନୂଆଦିଲ୍ଲୀ: ଚାରି ଦିନ ପରେ ଦେଶରେ ୪ ଲକ୍ଷ ତଳକୁ ଖସିଛି ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ମୃତ୍ୟୁସଂଖ୍ୟା ବି ୪ ହଜାର ତଳେ ରହିଛି । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୩ଲକ୍ଷ ୬୬ହଜାର ୧୬୧ ନୂଆ ଆକ୍ରାନ୍ତ । ଗତ ଚାରି ହେବ ଏହି ସଂଖ୍ୟା ୪ ଲକ୍ଷ ଉପରେ ରହୁଥିଲା । ସେହିପରି ଗତ ୨୪…

ଲକଡାଉନ୍ ପ୍ରଭାବ: ରାଜ୍ୟରେ ଖସୁଛି କରୋନା ପଜିଟିଭ୍ ହାର, ତିନି ଦିନରେ ୩% ହ୍ରାସ

ଭୁବନେଶ୍ୱର: ଓଡ଼ିଶାରେ ତିନି ଦିନ ହେବ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ଖସୁଛି । ୧୨ ହଜାରରୁ ୧୦ ହଜାରକୁ ହ୍ରାସ ପାଇଛି । ଲକଡାଉନ୍ ପରେ କମିଛି ପଜିଟିଭିଟ୍ ରେଟ୍ । ଗତ ୭୨ ଘଣ୍ଟା ଭିତରେ ୩ ପ୍ରତିଶତ ହ୍ରାସ ପାଇଛି । ଆଜି ପଜିଟିଭ୍ ହାର ରହିଛି ୨୦.୭୩ ପ୍ରତିଶତ । ଗତକାଲି ଥିଲା ୨୧.୮୧…

ଆଜି ଆସାମ ମଙ୍ଗ ଧରିବେ ହିମନ୍ତ ବିଶ୍ୱଶର୍ମା, ମୁଖ୍ୟମନ୍ତ୍ରୀ ଭାବେ ନେବେ ଶପଥ

ଗୌହାଟୀ: ଆସାମରେ ଆଜିଠୁ ହିମନ୍ତ ରାଜ । ନୂଆ ମୁଖ୍ୟମନ୍ତ୍ରୀ ଭାବରେ ଆଜି ଶପଥ ନେବା ହିମନ୍ତ ବିଶ୍ୱଶର୍ମା । ଆଜି ଅପରାହ୍ଣ ୧୨ଟାରେ ଶ୍ରୀମନ୍ତ ଶଙ୍କରଦେବ କଳାକ୍ଷେତ୍ରରେ ଶପଥ ନେବା ହିମନ୍ତ ବିଶ୍ୱଶର୍ମା । ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇବେ ରାଜ୍ୟପାଳ ଜଗଜୀଶ ମୁଖି । ତାଙ୍କ ସହ…

ଓଡ଼ିଶାରେ ୮ ଜିଲ୍ଲାରୁ କରୋନା ନେଲା ଆଉ ୧୭ ଜୀବନ

ଭୁବନେଶ୍ୱର: ସଂକ୍ରମଣ ସହ ରାଜ୍ୟରେ କମିଛି ଦୈନିକ ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ କରୋନା ନେଇଛି ଆଉ ୧୭ ଜୀବନ । ଗତକାଲି ଏହି ସଂଖ୍ୟା ଥିଲା ୧୯ । ୮ ଜିଲ୍ଲାରୁ ସଂକ୍ରମିତ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ମୃତକଙ୍କ ଭିତରେ ଅଛନ୍ତି ୭ ଜଣ ମହିଳା ଓ ୧୦ ଜଣ…

ଓଡ଼ିଶାରେ ଖସୁଛି: ଆଜି ୧୦ହଜାର ୩୧ କରୋନା ପଜିଟିଭ୍, ଟପରେ ଖୋର୍ଦ୍ଧା ଜିଲ୍ଲା

ଭୁବନେଶ୍ୱର: ରାଜ୍ୟରେ ତିନି ଦିନ ହେବ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଖସୁଛି । ଆଜି ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୧୦ହଜାର ୩୧ ନୂଆ ସଂକ୍ରମିତ । କ୍ୱାରେଣ୍ଟାଇନରୁ ୬ହଜାର ୬୨୩ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୩ହଜାର ୪୦୮ଟି । ଏହି ସମୟରେ ୪୮ହଜାର ୩୭୭ କୋଭିଡ୍ ଟେଷ୍ଟ…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ  ତା ୧୦-୫-୨୦୨୧ ସୋମବାର ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ ମସିହା ମଇ ତା ୧୦ ରିଖ ସୋମବାର ମେଷ ୨୭ ଦିନ ବୈଶାଖ ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥି ଅଶ୍ବିନୀ ନକ୍ଷତ୍ର ମେଷ ଚନ୍ଦ୍ର ଘାତ ବାର-: ମିଥୁନ ରାଶିର ଘାତ ଚନ୍ଦ୍ର-: ମେଷ ରାଶିର ଆଜିର ନିଷେଧ ଖାଦ୍ୟ-: ବିରି…

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ରଘୁନାଥ ମହାପାତ୍ରଙ୍କର ହେବ ଶେଷକୃତ୍ୟ

ଭୁବନେଶ୍ବର : ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ତଥା ରାଜ୍ୟସଭା ସାଂସଦ ରଘୁନାଥ ମହାପାତ୍ରଙ୍କ ପରଲୋକ ହୋଇଯାଇଛି । ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି । ଏଥିସହ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସ୍ବର୍ଗତ ରଘୁନାଥ ମହାପାତ୍ରଙ୍କ ପାର୍ଥିବ ଶରୀରର ଶେଷକୃତ୍ୟ କରବା ପାଇଁ ଘୋଷଣା…