Latest Odisha News

BREAKING NEWS

Yearly Archives

2021

ଉତ୍ତରପ୍ରଦେଶର ସ୍ବାସ୍ଥ୍ୟ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଲେ କେନ୍ଦ୍ରମନ୍ତ୍ରୀ, ଯୋଗୀଙ୍କୁ ଲେଖିଲେ ଚିଠି

ଉତ୍ତରପ୍ରଦେଶ : କରୋନା ମହାମାରୀ ମଧ୍ୟରେ ଉତ୍ତରପ୍ରଦେଶର ସ୍ବାସ୍ଥ୍ୟ ବ୍ୟବସ୍ଥା ଉପରେ ଉଠିଲା ପ୍ରଶ୍ନ । ରାଜ୍ୟରେ ସବୁ କିଛି ଠିକ୍ ଠାକ୍ ଚାଲିଛି ବୋଲି କହି ଆସୁଥିବା ଯୋଗୀ ସରକାରଙ୍କ ମୁଖା ଖୋଲି ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ସନ୍ତୋଷ ଗଙ୍ଗଓ୍ବାର । ବିଜେପି ନେତା ଓ ସରକାରୀ ସିଷ୍ଟମର…

୬ ବର୍ଷ ତଳୁ ଚୀନ ଜୈବିକ ଅସ୍ତ୍ର ପ୍ରସ୍ତୁତ କରୁଥିଲା !

ବେଜିଂ: କରୋନା ମହାମାରୀ କମିବାର ନାମ ନେଉ ନାହିଁ । ପୂର୍ବରୁ ଏହା ପଛରେ ଚୀନର ଭୂମିକା ଥିବା ଅନୁମାନ କରାଯାଉଥିଲା । ଏବେ ଆଉ ଏକ ପ୍ରମାଣ ଏହି ସନ୍ଦେହକୁ ଦୃଢ଼ୀଭୂତ କରିଛି । ରିପୋର୍ଟ ମୁତାବକ ଚୀନ ୬ ବର୍ଷ ତଳୁ ଜୈବିକ ଅସ୍ତ୍ର ପ୍ରସ୍ତୁତ କରିବା ଆରମ୍ଭ କରି ଦେଇଥିଲା । ଆବଶ୍ୟକ ପଡିଲେ…

ଭୁବନେଶ୍ବରରୁ ଚିହ୍ନଟ ହେଲେ ୧୦୮୪ ପଜିଟିଭ୍

ଭୁବନେଶ୍ବର : ରାଜ୍ୟରେ ଏବେ ଉପରମୁହାଁ ମହାମାରୀ କରୋନା ସଂକ୍ରମଣ । ପ୍ରତିଦିନ ୧୦ ହଜାର ଉପରେ ରହୁଛି ସଂକ୍ରମଣ । ତେବେ ଚିନ୍ତା ବଢ଼ାଇଛି ହଟସ୍ପଟ ପାଲଟିଥିବା ରାଜଧାନୀ ଭୁବନେଶ୍ବର । ଆଜି ପୁଣି ଭୁବନେଶ୍ବରରୁ ଚିହ୍ନଟ ହୋଇଛନ୍ତି ଆଉ ୧୦୮୪ ପଜିଟିଭ୍ । କ୍ବାରେଣ୍ଟାଇନରୁ ୨୧୩ ଜଣ ଥିବା…

ହରିୟାଣାର ରେବାଡିରୁ କରୋନା ସଂକ୍ରମିତ ୧୩ କୈଦୀ ଫେରାର

ରେବାଡୀ: ହରିୟାଣାର ରେବାଡୀରେ କରାଯାଇଥିବା କରୋନା ଜେଲରୁ ରବିବାର ୧୩ କୈଦୀ ଫେରାର ହୋଇ ଯାଇଛନ୍ତି । ସଂକ୍ରମିତ ୪୫୦ କୈଦୀଙ୍କୁ ଏଠାରେ ରଖା ଯାଉଥିଲା । ଶନିବାର ବିଳମ୍ବିତ ରାତିରେ ଗ୍ରୀଲ କାଟିବା ସହ ଚାଦରକୁ ରସି ଭାବେ ବ୍ୟବହାର କରି ଖସି ପଳାଇଛନ୍ତି । ଏସପି ଅଭିଷେକ ଜୋରୱାଲ ଘଟଣାସ୍ଥଳରେ…

ଆଜି ବି ଖସିଲା ପାରଦ, କେବଳ ବୌଦ୍ଧରେ ତାପମାତ୍ରା ୪୦ ପାର୍

ଭୁବନେଶ୍ବର : ତାତିରୁ ସାମାନ୍ୟ ଆଶ୍ବସ୍ତି । ସାରା ରାଜ୍ୟରେ ତାପମାତ୍ରା ହ୍ରାସା ପାଇଥିବାରୁ ତାତିରୁ ମିଳିଛି ତ୍ରାହି । କେବଳ ବୌଦ୍ଧ ଜିଲ୍ଲାରେ ତାପମାତ୍ରା ରହିଛି ୪୦.୫ ଡିଗ୍ରୀ । ବାକି ସବୁ ଜିଲ୍ଲାରେ ପାରଦ ୪୦ ଡିଗ୍ରୀ ତଳେ ରହିଛି । ଏନେଇ ସୂଚନା ଦେଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ…

୧୦ କୋଟି ଟଙ୍କାରେ ନିଲାମ ହେଲା ମହାନ ବାସ୍କେଟବଲ ଖେଳାଳି ମାଇକେଲ ଜୋର୍ଡାନଙ୍କ ଜର୍ସି

ନ୍ୟୁୟର୍କ:ଏନବିଏ ବାସ୍କେଟବଲର ପୂର୍ବତନ ମହାନ ଖେଳାଳି ମାଇକେଲ ଜୋର୍ଡାନଙ୍କ ୩୯ ବର୍ଷ ତଳର ପୁରୁଣା ଜର୍ସି ନିଲାମ କରାଯାଇଛି । ଏହି ଜର୍ସି ୧୦ କୋଟି ଟଙ୍କାରେ ନିଲାମ ହୋଇଥିଲା । ୧୯୮୨ରେ ୟୁନିଭରସିଟି ଅଫ ନର୍ଥ କ୍ୟାରେଲିନା ପକ୍ଷରୁ ଜୋର୍ଡାନ ଏହି ଜର୍ସି ପିନ୍ଧି ଖେଳୁଥିଲେ । ୫୮ ବର୍ଷୀୟ…

କରୋନାରୁ ସୁସ୍ଥ ହେଲେ ଆଉ ୮୫୪୧ ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ ଧିରେ ଧିରେ କାୟା ମେଲାଉଛି ମହାମାରୀ କରୋନା । ପ୍ରତିଦିନ ଆକ୍ରାନ୍ତ ସଂଖ୍ୟା ବଢୁଥିବା ବେଳେ, ଆଜି ରାଜ୍ୟରୁ ସୁସ୍ଥ ହୋଇଛନ୍ତି ଆଉ ୮୫୪୧ ଆକ୍ରାନ୍ତ । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ…

ଆଇପିଏଲ ବଳକା ମ୍ୟାଚ କରିବା ପାଇଁ ବିସିସିଆଇ ନିକଟରେ କଣ ରହିଛି ବିକଳ୍ପ

ମୁମ୍ବାଇ:କରୋନା ମହାମାରୀ ଯୋଗୁ ଆଇପିଏଲ-୨୦୨୧ ଅଧାରୁ ବନ୍ଦ କରିବା ପାଇଁ ବିସିସିଆଇ ବାଧ୍ୟ ହୋଇଥିଲା । ଏବେ ଆଇପିଏଲର ଏହି ବଳକା ମ୍ୟାଚ ଆୟୋଜନ କରିବା ନେଇ ଇଂଲଣ୍ଡ, ୟୁଏଇ, ଅଷ୍ଟ୍ରେଲିଆ ଓ ଶ୍ରୀଲଙ୍କା ଆଗ୍ରହ ପ୍ରକାଶ କରିଛନ୍ତି । ଏବେ ବି ଆହୁରି ୨୯ ମ୍ୟାଚ ଖେଳାଯିବା ବାକି ରହିଛି । ଗତ…

‘ମା ଘର’ ଫାଉଣ୍ଡେସନ ପକ୍ଷରୁ ‘ମା ଓ ବିଶ୍ଵଶାନ୍ତି’ ଶୀର୍ଷକ ଆଲୋଚନାଚକ୍ର

ଭୁବନେଶ୍ୱର : ବିଶ୍ୱ ମାତୃଦିବସ ଅବସରର 'ମା ଘର' ଫାଉଣ୍ଡେସନ ପକ୍ଷରୁ ୱେବିନାର ମାଧ୍ୟମରେ ଏକ ଆନ୍ତର୍ଜାତିୟ ସ୍ତରର ଆଲୋଚନାଚକ୍ର ଆୟୋଜିତ ହୋଇ ଯାଇଛି। ବିଶ୍ୱରେ କରୋନାର ପ୍ରଭାବ ସମୟରେ 'ମା ଓ ବିଶ୍ଵଶାନ୍ତି 'ଶୀର୍ଷକ ଆୟୋଜିତ ଏହି ଆଲୋଚନାଚକ୍ରରେ କେରଳର ମାନ୍ୟବର ଗଭର୍ଣ୍ଣର ଆରିଫ ମହମ୍ମଦ…

ଗିରଫ ହେଲେ ଫଳ ବ୍ୟବସାୟରୁ କରୋନା ଚିକିତ୍ସା କରୁଥିବା ନକଲି ଡାକ୍ତର

ନାଗପୁର: ମହାରାଷ୍ଟ୍ରର ନାଗପୁର ଜିଲ୍ଲାରେ ଜଣେ ଫଳ ବ୍ୟବସାୟୀଙ୍କୁ ଡାକ୍ତର ହେବାର ମିଛ ବାହାନା କରି କରୋନା ରୋଗୀଙ୍କ ଚିକିତ୍ସା କରିବା ଅଭିଯୋଗରେ ଗିରଫ କରାଯାଇଛି। ନାଗପୁରର କାମ୍‌ଠି ଅଞ୍ଚଳର ଚନ୍ଦନ ନରେଶ ଚୌଧୁରୀ ଫଳ ଏବଂ ଆଇସ୍କ୍ରିମ୍ ବିକ୍ରି କରନ୍ତି। ପରେ ସେ ଜଣେ ଇଲେକ୍ଟ୍ରିସିଆନ…