Latest Odisha News

BREAKING NEWS

Yearly Archives

2021

ନିର୍ବାଚନ ଆୟୋଗଙ୍କ ଉପରେ ବର୍ଷିଲେ ମାଡ୍ରାସ ହାଇକୋର୍ଟ; କହିଲେ କରୋନାର ଦ୍ୱିତୀୟ ତରଙ୍ଗ ପାଇଁ ଦାୟୀ ହେଉଛି ଇସି

ଚେନ୍ନାଇ: ସୋମବାର ଦିନ ମାଡ୍ରାସ ହାଇକୋର୍ଟ କୋଭିଡ-୧୯ ର ମାରାତ୍ମକ ଦ୍ୱିତୀୟ ତରଙ୍ଗ ମଧ୍ୟରେ ରାଜନୈତିକ ସମାବେଶକୁ ଅନୁମତି ଦେଇଥିବାରୁ ଭାରତର ନିର୍ବାଚନ ଆୟୋଗଙ୍କୁ କଡ଼ା ନିନ୍ଦା କରିଛନ୍ତି। କୋଭିଡ-୧୯ ର ଦ୍ୱିତୀୟ ତରଙ୍ଗ ପାଇଁ ଇସି ଏକକ ଭାବରେ ଦାୟୀ ବୋଲି କହିଛନ୍ତି କୋର୍ଟ।…

ଭାରତୀୟ ପର୍ଯ୍ୟଟକଙ୍କୁୁ ମାଲଦ୍ୱୀପ ମନା

ମୁମ୍ବାଇ: କୋଭିଡ-୧୯ ମହାମାରୀର ଭାରତ ସବୁଠାରୁ ଖରାପ ପର୍ଯ୍ୟାୟ ଦେଇ ଗତି କରୁଛି। କାରଣ ଦେଶରେ ପ୍ରତିଦିନ ତିନି ଲକ୍ଷରୁ ଅଧିକ ମାମଲା ରିପୋର୍ଟ ହେଉଛି। ଜର୍ମାନୀ, ଇଟାଲୀ, ଇରାନ, ସିଙ୍ଗାପୁର ଏବଂ ବାଂଲାଦେଶ ସମେତ ଅନେକ ଦେଶ କୋଭିଡ ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତରୁ ଯାତ୍ରୀମାନଙ୍କ…

ଆସନ୍ତାକାଲିଠୁ କର୍ଣ୍ଣାଟକ ୧୪ ଦିନ ପାଇଁ ଲକ୍‌ଡାଉନ୍‌

କର୍ଣ୍ଣାଟକ:କର୍ଣ୍ଣାଟକ ସରକାର ରାଜ୍ୟରେ ଆସନ୍ତାକାଲିଠୁ ୧୪ ଦିନ ଯାଏ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଅର୍ଥାତ୍‌ ଆସନ୍ତା ୨ ସପ୍ତାହ ପର୍ଯ୍ୟନ୍ତ କର୍ଣ୍ଣାଟକରେ ଲକ୍‌ଡାଉନ୍‌ ଲାଗୁ କରାଯାଇଛି। ଗତ କିଛି ମାସ ମଧ୍ୟରେ କରୋନା ମାମଲା ବୃଦ୍ଧିକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେଇଥିବା…

୧୪ ଫୁଟ ଅହିରାଜ ଉଦ୍ଧାର

ମୟୁରଭଞ୍ଜ: ଉଦ୍ଧାର ହୋଇଛି ୧୪ଫୁଟ ଲମ୍ବାର ଅହିରାଜ ସାପ । ମୟୁରଭଞ୍ଜ ବାଙ୍ଗିରିପୋଷି ରେଞ୍ଜ ନିଶ୍ଚିତା ଗାଁରୁ ଏହି ସାପଟିକୁ ଉଦ୍ଧାର କରାଯାଇଛି । ଜଣେ ବ୍ୟକ୍ତିଙ୍କ ଶୋଇବା ଘରେ ପଶିଯାଇଥିବା ବେଳେ ସ୍ନେକ ହେଲ୍ପଲାଇନ ସହାୟତାରେ ସାପଟିକୁ ଉଦ୍ଧାର କରାଯାଇ ଛି । ସୁରକ୍ଷିତ ଭାବେ ଅହିରାଜକୁ…

କରୋନା ମୁକାବିଲା: ଭାରତକୁ ୧୩୫ କୋଟି ଦେବ ଗୁଗୁଲ୍‌

ନୂଆଦିଲ୍ଲୀ: ଭାରତରେ କୋଭିଡ-୧୯ ମାମଲାରେ ବୃଦ୍ଧି ଘଟିଥିବା ବେଳେ ଗୁଗୁଲ୍‌ ବିଭିନ୍ନ ଚିକିତ୍ସା ଉପକରଣ ଯୋଗାଣ ତଥା ସାଧାରଣତ ସମ୍ପ୍ରଦାୟକୁ ସହାୟତା କରିବା ପାଇଁ ୧୩୫ କୋଟି ଟଙ୍କା ଅର୍ଥ ପ୍ରଦାନ କରିବ ବୋଲି ସୋମବାର ଗୁଗୁଲ୍‌ ସିଇଓ ସୁନ୍ଦର ପିଚାଇ ସୂଚନା ଦେଇଛନ୍ତି। ଗୁଗୁଲ୍‌ ଏବଂ…

ଜଳପଥରେ କରୋନା କଟକଣା

ପାରାଦ୍ଵୀପ: କରୋନା ଯୋଗୁ ବିଭିନ୍ନ ସ୍ଥାନରେ କଟକଣା । ପାରାଦ୍ଵୀପ ଜଳପଥରେ ଲାଗିଛି ରୋକ୍ । ତ୍ରୀସ୍ତରୀୟ ସୁରକ୍ଷା ବଳୟରେ ଏବେ ଉପକୂଳବର୍ତ୍ତୀ ସମୁଦ୍ର ତଟ । ଅନ୍ୟ ରାଜ୍ୟର ବୋଟ କିମ୍ବା ଡଙ୍ଗା କୁ ଓଡ଼ିଶା ସୀମା ମନା । ସରକାରଙ୍କ ଘୋଷଣା ପରେ ତତ୍ପର ହୋଇଛି ପାରାଦ୍ଵୀପ ମେରାଇନ ପୋଲିସ ।

ୱଣ୍ଡର ଅଫ ଦି ସିଜର ପ୍ରଥମ ଯାତ୍ରା ପାଇଁ ବୁକିଂ ଆରମ୍ଭ

ନୂଆଦିଲ୍ଲୀ:ବିଶ୍ୱର ସବୁଠାରୁ ବଡ ଜାହାଜ ମାନ୍ୟତା ପାଇଥିବା ୱଣ୍ଡର ଅଫ ଦି ସିଜ ମାର୍ଚ୍ଚ ୨୨ରୁ ଶାଂଘାଇରୁ ପ୍ରଥମ ଯାତ୍ରା ଆରମ୍ଭ କରିବ । ଏଥିପାଇଁ ବୁକିଂ ଆରମ୍ଭ ହୋଇ ସାରିଛି । ରୟାଲ କ୍ୟାରିବିୟାନ ଇଂଟରନ୍ୟାଶନାଲ ଏହାର ପ୍ରଥମ ଫଟୋ ସୋସିଆଲ ସାଇଟରେ ଶେୟାର କରିଛି । ୨ ହଜାରରୁ ଅଧିକ ରୁମ୍…

ତ୍ରିରଙ୍ଗା ରଙ୍ଗରେ ଆଲୋକିତ ହେଲା ବୁର୍ଜ ଖଲିଫା; ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ଅବସ୍ଥିତ ବିଶ୍ବର ସର୍ବୋଚ୍ଚ ଅଟ୍ଟାଳିକା ବୁର୍ଜ ଖଲିଫାକୁ ରବିବାର ଦିନ ଭାରତର ତ୍ରିରଙ୍ଗା ରଙ୍ଗରେ ଆଲୋକିତ କରାଯାଇଥିଲା। ଭାରତରେ ବ୍ୟାପକ ମାତ୍ରାରେ କରୋନା ସଂକ୍ରମଣର ବୃଦ୍ଧି ଘଟୁଛି। ଦୁବାଇର ବୁର୍ଜ ଖଲିଫା ଏବଂ ଆବୁଧାବିରେ ଥିବା ଆଡନୋକ…

ଦିଲ୍ଲୀରେ ସମସ୍ତଙ୍କୁ ମିଳିବ ମାଗଣା କରୋନା ଟିକା

ନୂଆଦିଲ୍ଲୀ: ଦିଲ୍ଲୀ ସରକାର ୧୮ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ମାଗଣା ଟିକାକରଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ୧.୩୪ କୋଟି ଡୋଜର ଆଦେଶ ଦିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସୋମବାର ଘୋଷଣା କରିଛନ୍ତି। ସମସ୍ତ ବୟସ୍କଙ୍କ ପାଇଁ କୋଭିଡ୍-୧୯ ଟିକାକରଣ ମେ ୧ ରୁ…

ଓଡ଼ିଶାରେ ପ୍ଲାଟୋ ଷ୍ଟେଜରେ ଅଛି ସଂକ୍ରମଣ, ଖାଲି ଅଛି ୭୦% ବେଡ୍

ଭୁବନେଶ୍ୱର: ରାଜ୍ୟରେ ଏବେ ଦୈନିକ ସଂକ୍ରରଣ ୬ ହଜାର ଉପରେ ରହୁଛି । କରୋନା ଓଡ଼ିଶାରେ ପ୍ଲଟୋ ସ୍ଥିତିରେ ରହିଛି । ଡିଏମଇଟି ଡାକ୍ତର ସିବିକେ ମହାନ୍ତି ଏହି ସୂଚନା ଦେଇଛନ୍ତି । ଅର୍ଥାତ ଗତ ୫ ଦିନ ହେବ ରାଜ୍ୟରେ ନୂଆ ସଂକ୍ରମିତଙ୍କ ସଂଖ୍ୟା ଗୋଟିଏ ସ୍ତରରେ ରହୁଛି । ସଂକ୍ରମଣ ସଂଖ୍ୟା…