Latest Odisha News

BREAKING NEWS

Yearly Archives

2021

ଜାତୀୟ ମହିଳା ହକି ଟିମର ୭ ସଦସ୍ୟ, ୨ ଷ୍ଟାଫ କରୋନା ସଂକ୍ରମିତ

ନୂଆଦିଲ୍ଲୀ: ଭାରତର ଜାତୀୟ ମହିଳା ହକି ଟିମର ୭ଜଣ ଖେଳାଳି ଏବଂ ସପୋର୍ଟିଂ ଷ୍ଟାଫଙ୍କ ମଧ୍ୟରୁ ୨ଜଣ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ସାଇ ବେଙ୍ଗାଲୁରରେ କ୍ୱାରେଂଟାଇନ ଅବଧି ସରିବା ପରେ ଏମାନଙ୍କର କୋଭିଡ ଟେଷ୍ଟ ଏପ୍ରିଲ ୨୪ରେ କରାଯାଇଥିଲା । ସଂକ୍ରମିତ ହୋଇଥିବା ଖେଳାଳିମାନେ ହେଲେ…

ଆଜି ବି ଅସହ୍ୟ ତାତି, ୪୦ ଡିଗ୍ରୀ ଉପରେ ୧୭ ସହର

ଭୁବନେଶ୍ବର : ପ୍ରବଳ ତାତିରେ ଆଉଟୁ ପାଉଟୁ ହେଲାଣି ସାରା ରାଜ୍ୟ । ଝାଞ୍ଜି ଖରାରେ ଜନଜୀବନ ହେଲାଣି ଅସ୍ତବ୍ୟସ୍ତ । ସୂର୍ଯ୍ୟଙ୍କ ପ୍ରବଳ ପ୍ରକୋପରେ ଆଜି ୪୦ ଡିଗ୍ରୀ ଉପରେ ରହିଛି ରାଜ୍ୟର ୧୭ ସହର । ତେବେ ୪୩ ଡିଗ୍ରୀ ସହ ବୌଦ୍ଧ ପାଲଟିଛି ରାଜ୍ୟର ସବୁଠୁ ଉତ୍ତପ୍ତ ସହର । ଏନେଇ ସୂଚନା ଦେଇଛି…

ରାଜ୍ୟରୁ ସୁସ୍ଥ ହେଲେ ଆଉ ୪୧୮୦ କରୋନା ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ ଦିନକୁ ଦିନ ମହାମାରୀ କରୋନା ସଂଖ୍ୟା ବଢୁଥିବା ବେଳେ, ଆଜି ସୁସ୍ଥ ହୋଇଛନ୍ତି ୪୧୮୦ ଆକ୍ରାନ୍ତ । ସୁସ୍ଥ ହେବା ସମସ୍ତଙ୍କୁ ହସପିଟାଲରୁ ଡିସଚାର୍ଜ କରାଯାଇଛି । ଆଜି ଅନୁଗୁଳରୁ ସର୍ବାଧିକ ୬୪୭ ଜଣ ସୁସ୍ଥ ହୋଇଥିବା ବେଳେ, ସୁନ୍ଦରଗଡ଼ରୁ ୫୨୧ ଜଣ ସୁସ୍ଥ ହୋଇଛନ୍ତି ।…

ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨: ଯୋଗ୍ୟତା ହାସଲ କଲା ଭାରତୀୟ ମହିଳା କ୍ରିକେଟ ଟିମ୍‌

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ୨୦୨୨ ବର୍ମିଂହାମ୍ ରାଜ୍ୟଗୋଷ୍ଠୀ କ୍ରୀଡା ପାଇଁ ଯୋଗ୍ୟତା ହାସଲ କରିଥିବା ମହିଳା ଟିମ ଘୋଷଣା କରିଛି । ଭାରତ, ଅଷ୍ଟ୍ରେଲିଆ ସମେତ ଇଂଲଣ୍ଡ, ନ୍ୟୁଜିଲାଣ୍ଡ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା ଓ ୱେଷ୍ଟଇଣ୍ଡିଜ ଯୋଗ୍ୟତା ଅର୍ଜନ କରିଛନ୍ତି । ଆଉ ଗୋଟିଏ…

କାଲିଠୁ ୧ମରୁ ୮ମ ଶ୍ରେଣୀ ଆଡ଼ମିଶନ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର: ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ଓଡିଶାର ସମସ୍ତ ସରକାରୀ ବିଦ୍ୟାଳୟରେ ୧ମରୁ ୮ମ ଶ୍ରେଣୀ ଆଡମିଶନ ମଙ୍ଗଳବାର ଠାରୁ ଆରମ୍ଭ ହେବାକୁ ଯାଉଛି। ଏହି ସମୟରେ କରୋନା ନିର୍ଦ୍ଦେଶାବଳୀକୁ କଡାକଡି ଭାବରେ ପାଳନ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜିଲ୍ଲା ଶିକ୍ଷା ଅଧିକାରୀ,…

ଭୁବନେଶ୍ବରରୁ ୭୦୮ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର : ମହାମାରୀ କରୋନାକୁ ନେଇ ହଟସ୍ପଟ ପାଲଟିଛି ରାଜଧାନୀ ଭୁବନେଶ୍ବର । ଦିନକୁ ଦିନ ଆକ୍ରାନ୍ତ ସଂଖ୍ୟା ବଢୁଥିବା ବେଳେ ଆଜି ଚିହ୍ନଟ ହୋଇଛନ୍ତି ୭୦୮ ପଜିଟିଭ୍ । କ୍ବାରେଣ୍ଟାଇନରୁ ୧୫୧ ଜଣ ଥିବା ବେଳେ, ଲୋକାଲ କେସ୍ ରହିଛି ୫୫୭ । ସେହିପରି ଆଜି ବିଏମସି ଅଞ୍ଚଳରୁ ସୁସ୍ଥ…

ଆସିଲା ପୋଷ୍ଟର୍‌, ରିିଲିଜ୍ ଅପେକ୍ଷାରେ “ଅରୁନ୍ଧତୀ”

ଭୁବନେଶ୍ୱର: କରୋନାର କରାଳ ରୂପରେ ବି ଚଳଚଂଚଳ ଓଲିଉଡ । ରିଲିଜ ଅପେକ୍ଷାରେ ଆକ୍ସନ୍ ଷ୍ଟାର ରାଜବୀର ଓ ଏଲିନାଙ୍କ ଅଭିନୀତ ପ୍ରଥମ ଓଡିଆ ଫିଲ୍ମ “ଅରୁନ୍ଧତୀ” । ଆଜି ଏହାର ପୋଷ୍ଟର ସାମ୍ନାକୁ ଆସିଛି । ରମେଶ ରାଉତଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର ପ୍ରଯୋଜନା ଦାୟିତ୍ୱ ତୁଲାଇଛନ୍ତି ରମେଶ ବାରିକ ।…

ଭାଇଙ୍କୁ ହତ୍ୟା କରିବା ଅଭିଯୋଗରେ ଗିରଫ ହେଲେ କନ୍ନଡ ଅଭିନେତ୍ରୀ ଶନୟା କାଟୱେ

ହୁବଳି: ଭାଇଙ୍କୁ ହତ୍ୟା କରିବା ଅଭିଯୋଗରେ କନ୍ନଡ ଅଭିନେତ୍ରୀ ଶନୟା କାଟୱେକୁ ସ୍ଥାନୀୟ ପୋଲିସ ଗିରଫ କରିଛି । ଶନୟା ୪ଜଣଙ୍କୁ ହାତ କରି ଭାଇ ରାକେଶ କାଟୱେକୁ ହତ୍ୟା କରାଇଥିଲା । ପୋଲିସ ସୂତ୍ରରୁ ମିଳିଥିବା ତଥ୍ୟ ଅନୁସାରେ ଶନୟା ତାଙ୍କ ଆଗାମୀ ଫିଲ୍ମର ପ୍ରମୋଶନ କରିବା ପାଇଁ ହୁବଳୀ ଯାଇଥିଲେ…

କରୋନା ସଙ୍କଟ ବେଳେ ପିଏମ କେୟାର୍ସ ଫଣ୍ଡକୁ କମିନ୍ସ ଦେଲେ ୫୦ ହଜାର ଡଲାର ସହାୟତା

କୋଲକାତା: ଚଳିତ ଆଇପିଏଲରେ କୋଲକାତା ନାଇଟ ରାଇଡର୍ସ ପକ୍ଷରୁ ଖେଳୁଥିବା ଅଷ୍ଟ୍ରେଲିଆ ପେସ ବୋଲର ପ୍ୟାଟ କୁମିନ୍ସ କରୋନା ସଙ୍କଟ ବେଳେ ସହାୟତା ହାତ ବଢ଼ାଇଛନ୍ତି । ଭାରତରେ ଦ୍ରୁତ ଗତିରେ କରୋନା ବଢ଼ୁଥିବା ବେଳେ ଅକ୍ସିଜେନର ଅଭାବ ପରିଲକ୍ଷିତ ହୋଇଛି । ଏଥିପାଇଁ କୁମିନ୍ସ ୫୦ ହଜାର ଡଲାର ଆର୍ଥୀକ…

ନ୍ୟୁୟର୍କରୁ ଦିଲ୍ଲୀ ଆସିଲା ୩୧୮ଟି ଅକ୍ସିଜେନ କନ୍‌ସେନ୍‌ଟ୍ରେଟର

ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ସୋମବାର ଦିନ ଆମେରିକାରୁ ଭାରତକୁ ୩୧୮ଟି ଅମ୍ଳଜାନ ଉତ୍ପାଦନ ଉପକରଣ  ଆଣିଛି। ଆଜି ୩୧୮ଟି ଅକ୍ସିଜେନ କନ୍‌ସେନ୍‌ଟ୍ରେଟରସ୍‌ ନ୍ୟୁୟର୍କରୁ ଦିଲ୍ଲୀ ପହଞ୍ଚିଛି। ଆଗାମୀ ଦିନରେ ଆଉ ୬୦୦ଟି ଉପକରଣ ଆସିବ ବୋଲି କୁହାଯାଇଛି। ଏହାଦ୍ବାରା ଭାରତରେ ଦେଖାଦେଇଥିବା ଅମ୍ଳଜାନର…