Latest Odisha News

BREAKING NEWS

Yearly Archives

2021

ସେରମ କହିଲା ଆମ ଟିକା ସବୁଠୁ ଶସ୍ତା

ନୂଆଦିଲ୍ଲୀ : ଦେଶରେ ଦିନକୁ ଦିନ ଜଟିଳ ହେବାରେ ଲାଗିଛି କରୋନା ସଂକ୍ରମଣ । ଆକ୍ରାନ୍ତ ସଂଖ୍ୟା ବଢ଼ିବା ସହ ମୃତ୍ୟୁ ସଂଖ୍ୟା ବି ବଢ଼ଇବାରେ ଲାଗିଛି । ଏପଟେ ଏହାକୁ ମୁକାବିଲା ପାଇଁ ସାରା ଦେଶରେ ଜାରି ରହିଛି ଟିକାକରଣ ପ୍ରକ୍ରିୟା । ତେବେ ଟିକାର ଦାମକୁ ନେଇ ଯେଉଁ ଦ୍ବନ୍ଦ୍ବ ଦେଖାଦେଇଛି,…

ମେ’ ୧ରୁ ତୃତୀୟ ପର୍ଯ୍ୟାୟ ଟିକାକରଣ, ରାଜ୍ୟ ପାଇଁ ଗାଇଡଲାଇନ୍ ଜାରି କଲା କେନ୍ଦ୍ର

ନୂଆଦିଲ୍ଲୀ: ଦେଶରେ ବଢ଼ୁଥିବା କରୋନା ସଂକ୍ରମଣ ମାମଲା ଭିତରେ ମେ ପହିଲାରୁ ତୃତୀୟ ପର୍ଯ୍ୟାୟ କୋଭିଡ୍ ଟିକାକରଣ ଆରମ୍ଭ ହେବ । ମେ’ ୧ରୁ ୧୮ ବର୍ଷରୁ ଅଧିକ ବୟସ୍କ ସମସ୍ତେ ଭ୍ୟାକ୍ସିନ୍ ନେଇପାରିବେ । ଟିକାକରଣର ନୂଆ ରଣନୀତି ନେଇ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ପାଇଁ ଗାଇଡଲାଇନ୍ ଜାରି…

ଏବେ ବି ରହସ୍ୟ ହୋଇ ରହିଛି ଲଦାଖର ଫୁଗତାଲ ମଠ

ଲଦାଖ: ଅତୁଲ୍ୟ ଓ ଅମୂଲ୍ୟ ଭାରତରେ ଅନେକ ରହସ୍ୟ ରହିଛି । ସାରା ବିଶ୍ୱ ଏହି ରହସ୍ୟ ଉଜାଗର ପାଇଁ ଉଦ୍ୟମ କରି ବିଫଳ ହୋଇଛି । ଧର୍ମ ସହ ସତ୍ୟତା ହେଉ କିମ୍ବା ପୁରାତନ କାଳର କଳାକୃତି ଓ ବିଜ୍ଞାନ ଏବେ ବି ସମସ୍ତଙ୍କୁ ଚକିତ କରୁଛି । ଏହି ଧାରାରେ ଯୋଡି ହୋଇଛି ଲଦାଖର ଫୁଗତାଲ ମଠ । ଦୂରରେ ଏହା…

ଅକ୍ସିଜେନ୍ ଉପରୁ ଶୁଳ୍କ ଛାଡ଼ କଲା କେନ୍ଦ୍ର

ନୂଆଦିଲ୍ଲୀ : ମହାମାରୀ କରୋନାକୁ ନେଇ ସାରା ଦେଶରେ ଆତଙ୍କ । କିନ୍ତୁ ଏହି ଆତଙ୍କକୁ ଆହୁଟି ଟପିଯାଇଛି ଅକ୍ସିଜେନ୍ ସମସ୍ୟା । ଅକ୍ସିଜେନ୍ ଅଭାବକୁ ନେଇ ବିଭିନ୍ନ ହସପିଟାଲରେ ଅନେକ ରୋଗୀଙ୍କ ମୃତ୍ୟୁ ହେଲେଣି । ଏଭଳି ସ୍ଥିତିରେ ସ୍ବାସ୍ଥ୍ୟ ସେବାରେ ଉନ୍ନତି ଆଣିବା ପାଇଁ କେନ୍ଦ୍ର ସରକାର…

‌କରୋନା ରୋଗୀଙ୍କୁ ଅକ୍ସିଜେନ ଯୋଗାଉଛି ଗୁରୁଦ୍ୱାର

ଗାଜିଆବାଦ: ଗାଜିଆବାଦର ଇନ୍ଦିରାପୁରାମ ଅଞ୍ଚଳର ଗୁରୁଦ୍ୱାର ସମିତି କୋଭିଡ-୧୯ ରୋଗୀଙ୍କୁ ଅମ୍ଳଜାନ ସିଲିଣ୍ଡର ଯୋଗାଇବା ପାଇଁ 'ଅମ୍ଳଜାନ ଲଙ୍ଗର' ଆରମ୍ଭ କରିଛି। ସମଗ୍ର ରାଜ୍ୟରେ ଅମ୍ଳଜାନର ଅଭାବ ଏବଂ କୋଭିଡ-୧୯ ମୃତ୍ୟୁହାରରେ ବୃଦ୍ଧି ପାଇଥିବା ବେଳେ ଇନ୍ଦିରାପୁରାମ ଗୁରୁଦ୍ୱାର ସମିତିର…

ରଜରେ ଆସୁଛି “ଚକ୍ଷୁବନ୍ଧନ”

ଭୁବନେଶ୍ୱର: ସାରା ଦେଶ ସମେତ ଓଡିଶା ବି କରୋନା ସହ ଲଢୁଛି । ତଥାପି ଫିଲ୍ମ ରିଲିଜ୍ କରିବାକୁ ଅଣ୍ଟା ଭିଡିଛି ଓଲିଉଡ । ଆସନ୍ତା ଦିନରେ ପ୍ରେମ, ପ୍ରତାରଣା, ରହସ୍ୟ ଓ ରୋମାଂଚକର ମୌଳିକ କାହାଣୀକୁ ନେଇ ଏକ ଫିଲ୍ମ ରିଲିଜ୍ ହେବାକୁ ଯାଉଛି । ଯାହାର ଟାଇଟଲ ରହିଛି “ଚକ୍ଷୁବନ୍ଧନ” । ଅନିଶ୍…

ଗୋଟିଏ ଦିନରେ ୧୨୦ରୁ ଅଧିକ କରୋନା ରୋଗୀଙ୍କୁ ମାଗଣା ଖାଦ୍ୟ ଯୋଗାଉଛନ୍ତି ବ୍ୟକ୍ତି

ଆଗ୍ରା: କରୋନା ମାମଲା  ବଢିବା ସହିତ ସମଗ୍ର ଦେଶରେ ଏକତା ଏବଂ ହୃଦୟସ୍ପର୍ଶୀ ଉଦାହରଣ ଦେଖିବାକୁ ମିଳୁଛି। ଅଜଣା ବ୍ୟକ୍ତି ଏକତ୍ରିତ ହୋଇ ମାରାତ୍ମକ ରୋଗ ସହ ଲଢିବାରେ ରୋଗୀଙ୍କୁ ସାହାଯ୍ୟ କରୁଛନ୍ତି। କେତେକ ଲୋକଙ୍କୁ ଅମ୍ଳଜାନ ସିଲିଣ୍ଡର ପାଇବାରେ ସାହାଯ୍ୟ କରୁଥିବାବେଳେ ଆଉ କିଛି…

କରୋନା ଟିକାକରଣରେ ସାହାଯ୍ୟ କରିବାକୁ ୨୦ ଧନୀ ଭାରତୀୟଙ୍କୁ ନିବେଦନ କଲେ ବିଜେଡି ସାଂସଦ ଅମର ପଟ୍ଟନାୟକ

ଭୁବନେଶ୍ୱର: ବିଜେଡି ଜାତୀୟ ମୁଖପାତ୍ର ଡ. ଅମର ପଟ୍ଟନାୟକ ଶନିବାର ଦିନ ଶ୍ରେଷ୍ଠ ୨୦ ଧନୀ ଭାରତୀୟଙ୍କୁ ମାତୃଭୂମି ପ୍ରତି କର୍ତ୍ତବ୍ୟର ଏକ ଅଂଶ ଭାବରେ ଅତି କମରେ ୨୫ ପ୍ରତିଶତ ଭାରତୀୟଙ୍କ ଟିକାକରଣ ଭାର ବହନ କରିବାକୁ ଆହ୍ବାନ କରିଛନ୍ତି। ସେ ଏକ ଟୁଇଟ୍‌ରେ କହିଛନ୍ତି ଯେ, ଆପଣମାନେ କେବଳ…

ଅମ୍ଳଜାନ ଯୋଗାଣ ଅଭାବର ମୁକାବିଲା ପାଇଁ ୟୁପି ସରକାରଙ୍କ ନୂଆ ପ୍ରୟାସ; ‘ଅକ୍ସିଜେନ୍‌ ମନିଟରିଂ ସିଷ୍ଟମ’

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୁକ୍ରବାର ଦିନ ରାଜ୍ୟର ଘରୋଇ ତଥା ସରକାରୀ ଡାକ୍ତରଖାନାଗୁଡ଼ିକରେ ଅମ୍ଳଜାନର ଚାହିଦା ପୂରଣ କରିବା ପାଇଁ ୟୁପିରେ ୨୪ ଘଣ୍ଟିଆ ଲାଇଭ ମନିଟରିଂ ପାଇଁ ଡିଜିଟାଲ ପ୍ଲାଟଫର୍ମ "ଅକ୍ସିଜେନ ମନିଟରିଂ ସିଷ୍ଟମ'' ଆରମ୍ଭ କରିଛନ୍ତି।…

ଅନୁଗୁଳର ଏହି ଅଂଚଳ କଣ୍ଟେନେମେଣ୍ଟ ଜୋନ୍ ଘୋଷିତ

ଅନୁଗୁଳ: ଜିଲ୍ଲାରେ ପ୍ରଥମ କଣ୍ଟେନମେଣ୍ଟ ଜୋନ ଘୋଷଣା କଲା ତାଳଚେର ପୌରପାଳିକା । ଦୁଇଦିନରେ ୩୦ରୁ ଅଧିକ ସଂକ୍ରମିତଙ୍କ ଚିହ୍ନଟ ପରେ ୧୩ ନମ୍ବର ୱାର୍ଡକୁ ନିଷିଦ୍ଧାଂଚଳ ଘୋଷଣା କରାଯାଇଛି । ଅନ୍ୟପଟେ ତାଳଚେର ପୌରାଂଚଳରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । କେବଳ ପୌରାଂଚଳରୁ ହିଁ…