Latest Odisha News

BREAKING NEWS

Yearly Archives

2021

ରାଜ୍ୟରୁ ସୁସ୍ଥ ହେଲେ ୧୭୪୦ କରୋନା ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣକୁ ନେଇ ଚିନ୍ତା ବଢୁଥିବା ଆଜି ସୁସ୍ଥ ହୋଇଛନ୍ତି ୧୭୪୦ ଆକ୍ରାନ୍ତ । ନୂଆପଡ଼ାରୁ ସର୍ବାଧିକ ୩୩୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ, ସୁନ୍ଦରଗଡ଼ରୁ ୩୧୭ ଓ ଖୋର୍ଦ୍ଧାରୁ ୧୫୨ ଜଣ ସୁସ୍ଥ ହୋଇଛନ୍ତି । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ…

ଭୁବନେଶ୍ବର ପରେ କଟକରେ ବନ୍ଦ ହେଲା ସମସ୍ତ ଧର୍ମାନୁଷ୍ଠାନ

କଟକ : ଭୁବନେଶ୍ବର ପରେ କଟକରେ ବନ୍ଦ ହେଲା ସମସ୍ତ ଧାର୍ମିକ ଅନୁଷ୍ଠାନ । ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଧର୍ମାନୁଷ୍ଠାନକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି କଟକ ମହାନଗର ନିଗମ । ତେବେ ମନ୍ଦିରରେ ଅଳ୍ପ ସଂଖ୍ୟକ ସେବାୟତଙ୍କୁ ନେଇ ନୀତିକାନ୍ତି କରାଯିବ ବୋଲି ସିଏମସି…

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୧୦ ଜିଲ୍ଲାକୁ କାଳବୈଶାଖୀ ସମ୍ଭବାନା, ୟେଲୋ ଓ୍ଵାର୍ଣ୍ଣିଂ ଜାରି 

ଭୁବନେଶ୍ୱର: ଆଗାମୀ ୨୪ ଘଣ୍ଟା ମଧ୍ୟରେ ୧୦ ଜିଲ୍ଲାକୁ କାଳବୈଶାଖୀ ବର୍ଷା ସମ୍ଭବାନା ରହିଛି । ରାଜ୍ୟର ଦକ୍ଷିଣ, ପଶ୍ଚିମ ଓ ଉତ୍ତର ଆଭ୍ୟନ୍ତରୀଣ ଜିଲ୍ଲାଗୁଡିକରେ ଘଡଘଡି ସହ ବର୍ଷା ହେବ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଏଥିପାଇଁ ୟେଲୋ…

ଉଭୟ ସରକାରୀ ଓ ଘରୋଇ ହସପିଟାଲ ପାଇଁ ରାଜ୍ୟ ସରକାରଙ୍କ ଗାଇଡଲାଇନ

ଭୁବନେଶ୍ବର : ରାଜ୍ୟରେ ଦିନକୁ ଦିନ ବ୍ୟାପୁଛି ମହାମାରୀ କରୋନା ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୪ ହଜାର ୭୬୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂକ୍ରମଣ ବଢୁଥିବାରୁ ଉଭୟ ସରକାରୀ ଓ ଘରୋଇ ହସପିଟାଲ ହସ୍ପିଟାଲ ପାଇଁ ଗାଇଡଲାଇନ ଜାରି କରିଛନ୍ତି ରାଜ୍ୟ ସରକାର । ଆକ୍ରାନ୍ତ…

ଆନ୍ଧ୍ର ପୋଲିସ ନିକଟରେ ଆତ୍ମସମର୍ପଣ କଲା ଆର. ଭିନିଲ କ୍ରିଷ୍ଣାଙ୍କ ଅପହରଣର ମୁଖ୍ୟ ଅଭିଯୁକ୍ତ

ମାଲକାନଗିରି : ଆତ୍ମସମର୍ପଣ କରିଛି ମାଲକାନଗିରି ଜିଲ୍ଲାର ପୂର୍ବତନ ଜିଲ୍ଲାପାଳ ଆର. ଭିନିଲ କ୍ରିଷ୍ଣାଙ୍କ ଅପହରଣର ମୁଖ୍ୟ ଅଭିଯୁକ୍ତ । ଆନ୍ଧ୍ର ଓଡ଼ିଶା ବର୍ଡର ଜୋନାଲ କମିଟିର ମାଓ ସମ୍ପାଦକ ଏମ. ଜଳନ୍ଧର ରେଡି ଓରଫ କ୍ରିଷ୍ଣା ଆଜି ଆନ୍ଧ୍ର ପୋଲିସ ନିକଟରେ ଆତ୍ମସମର୍ପଣ କରିଛି । ନକ୍ସଲ ନେତା…

ନକଲି ରେମଡେସିଭିର ବିକ୍ରି କରି ନର୍ସ ଗିରଫ

ନୂଆଦିଲ୍ଲୀ: ଲୁଣିଆ ପାଣି ଏବଂ ଆଣ୍ଟିବାୟୋଟିକ୍ ସହିତ ଖାଲି ପାତ୍ର ଭର୍ତ୍ତି କରି ନକଲି ରେମଡେସିଭିର ବିକ୍ରୟ ଅଭିଯୋଗରେ କର୍ଣ୍ଣାଟକ ପୋଲିସ ମୈସୁରୁର ଜଣେ ନର୍ସଙ୍କୁ ଗିରଫ କରିଛି। କୋଭିଡ ମାମଲା ସଂଖ୍ୟା ବୃଦ୍ଧି ହେତୁ ଜୀବନ୍ତ ସଂରକ୍ଷଣ ଔଷଧର ଚାହିଦା ବଢିବା ପରେ ପୋଲିସ ମୈସୁରୁରେ…

ଗ୍ୟାଙ୍ଗଷ୍ଟର ହାଇଦର ଫେରାର ମାମଲା, ସମ୍ବଲପୁର ଜେଲ ଓ୍ବାଡର ଏବଂ ସୁରକ୍ଷା ଦାୟିତ୍ବରେ ଥିବା କନଷ୍ଟେବଲ ଗିରଫ

କଟକ: ଏସ୍‌ସିବିରୁ ହାଇଦର ଫେରାର ହେବା ଘଟଣାରେ କାର୍ଯ୍ୟାନୁଷ୍ଠାନ । କଟକ ଏସ୍‌ସିବି ମେଡିକାଲରୁ ଚିକିତ୍ସାଧୀନ ଅବସ୍ଥାରେ ହାଇଦର ଫେରାର ହେବା ଘଟଣାରେ ଆଉ ୨ ଜଣଙ୍କୁ ଗିରଫ କରିଛି କମିସନରେଟ୍‌ ପୋଲିସ । ସମ୍ବଲପୁର ଜେଲ ଓ୍ବାଡର ଏବଂ ସୁରକ୍ଷା ଦାୟିତ୍ବରେ ଥିବା କନଷ୍ଟେବଲଙ୍କୁ ଗିରଫ…

ତେଲେଙ୍ଗାନାରେ ଏପ୍ରିଲ୍ ୩୦ ପର୍ଯ୍ୟନ୍ତ ରାତ୍ରି କର୍ଫ୍ୟୁ ଲାଗୁ

ତେଲେଙ୍ଗାନା: କୋଭିଡ-୧୯ ସଙ୍କଟ ଉପରେ ରାଜ୍ୟର ପ୍ରତିକ୍ରିୟାରେ ହାଇକୋର୍ଟ ତୀବ୍ର ଅସନ୍ତୋଷ ପ୍ରକାଶ କରିବାର ଗୋଟିଏ ଦିନ ପରେ ମଙ୍ଗଳବାର ଠାରୁ ତେଲେଙ୍ଗାନା ସରକାର ରାଜ୍ୟରେ ରାତ୍ରି କର୍ଫ୍ୟୁ ଲାଗୁ କରିଛନ୍ତି। ତେଲେଙ୍ଗାନାରେ ନାଇଟ୍ କର୍ଫ୍ୟୁ ଏପ୍ରିଲ୍ ୩୦ ପର୍ଯ୍ୟନ୍ତ ଜାରି ରହିବ ଯେଉଁ…

ରାଜ୍ୟରେ ୨୯ ଯାଏଁ ଲକଡାଉନ ଘୋଷଣା

ରାଞ୍ଚି: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଝାଡଖଣ୍ଡ ସରକାର ମଙ୍ଗଳବାର ଦିନ ରାଜ୍ୟରେ ଏପ୍ରିଲ ୨୨ ତାରିଖ ସକାଳ ୬ଟାରୁ ଏପ୍ରିଲ ୨୯ ସକାଳ ୬ଟା ଯାଏଁ ଲକଡାଉନ ଘୋଷଣା କରିଛନ୍ତି। ସୂଚନା ଅନୁଯାୟୀ ଏହି ଅବଧି ମଧ୍ୟରେ ଅତ୍ୟାବଶ୍ୟକ ସେବାକୁ ଅନୁମତି ଥିବା ବେଳେ ଧାର୍ମିକ ସ୍ଥାନ ଖୋଲା ରହିବ।…

ଛତିଶଗଡ଼ ପାଇଁ ଓଡ଼ିଶାରେ କରୋନା ବଢୁଛି: ଆଇଏଲ୍ଏସ୍ ନିର୍ଦ୍ଦେଶକ

ଭୁବନେଶ୍ୱର: ପଡୋଶୀ ଛତିଶଗଡ ପାଇଁ ଓଡିଶାରେ ମହାମାରୀ କରୋନା ବଢୁଛି ବୋଲି ମଙ୍ଗଳବାର ଦିନ କହିଛନ୍ତି ଭୁବନେଶ୍ୱରର ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସେସ୍ (ଆଇଏଲ୍ଏସ୍)। “ଓଡିଶାର ସୀମାନ୍ତବର୍ତ୍ତୀ ଜିଲ୍ଲାର ଲୋକମାନେ ବାରମ୍ବାର ଛତିଶଗଡ ଯାଉଥିବା ଯୋଗୁଁ ଏଭଳି ସ୍ଥିତି ହେଉଛି। ଏପରିକି…