Latest Odisha News

BREAKING NEWS

Yearly Archives

2021

ଆସନ୍ତୁ ଜାଣିବା ବଲିଉଡ ସେଲିବ୍ରେଟିଙ୍କ ଭୟ ବିଷୟରେ

ମୁମ୍ବାଇ: ବଲିଉଡ ସେଲିବ୍ରେଟିଙ୍କ ବିଷୟରେ ପ୍ରଶଂସକମାନେ ସବୁ କିଛି ଜାଣିବାକୁ ଚାହାନ୍ତି । ତେବେ ଏହି ସେଲିବ୍ରେଟିମାନେ ମଧ୍ୟ ଭୟ କରନ୍ତି । ଆସନ୍ତୁ ଜାଣିବା କେତେକ ସେଲିବ୍ରେଟି ଭୟ ବିଷୟରେ.. ଶାହାରୁଖ ଖାଁ : ବଲିଉଡ ସୁପରଷ୍ଟାର ହାତ ଉଠାଇ ସ୍ୱତନ୍ତ୍ର ଷ୍ଟାଇଲରେ ଛିଡା ହେବା ଆଇକନିକ…

ମହୁମାଛି ଆକ୍ରମଣରେ ୪ ଶ୍ରମିକ ଗୁରୁତର ଆହତ, ସ୍ବାସ୍ଥ୍ୟବସ୍ଥା ସ୍ଥିର 

କୋରାପୁଟ: ମହୁମାଛି ଆକ୍ରମଣରେ ୪ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି । ରାୟଗଡଠାରୁ କୋରାପୁଟ ଯାଉଥିବା ୩୨୬ ନମ୍ବର ଜାତୀୟ ରାଜପଥ ଗୁମ୍ମା ଘାଟିରେ ରାସ୍ତାକଡ଼ରେ ରେଲିଂ କାମ କରୁଥିବା ବେଳେ ଏହି ଘଟଣା ଘଟିଛି । ଗୁରୁତର ଶ୍ରମିକମାନେ ହେଲେ ପ୍ରଦୀପ ବିଶ୍ଵକର୍ମା, ପଙ୍କଜ କୁମାର, ରାଜେଶ କୁମାର,…

ଦିଲ୍ଲୀର ସ୍ଥିତି ଜଟିଳ: ସରକାରଙ୍କୁ ଘାରିଲାଣି କରୋନା ଭୟ, ଚିଠି ଲେଖି ମୋଦିଙ୍କୁ ସାହାଯ୍ୟ ମାଗିଲେ କେଜ୍ରିୱାଲ

ନୂଆଦିଲ୍ଲୀ: ଦେଶରେ କାୟା ମେଲାଇଛି କରୋନା । ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ଅଣାୟତ । ସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଲାଣି । ହସ୍ପିଟାଲରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ରୋଗୀଙ୍କ ପାଇଁ ବେଡ୍‌ ମିଳୁନାହିଁ । କରୋନା ଟିକାର ମଧ୍ୟ ଅଭାବ ଦେଖା ଦେଲାଣି । ଏନେଇ ଆଜି…

ସୁନା ଜିତିଲେ ଓଡିଆ ଝିଅ ଝିଲି

ଭୁବନେଶ୍ୱର: ତାସକେଂଟରେ ଅନୁଷ୍ଠିତ ଏସିଆନ୍ ଭାରୋତୋଳନ ଚାମ୍ପିୟନଶିପରେ ବାଜି ମାରିଛନ୍ତି ଓଡିଆ ଝିଅ ଝିଲି ଦଳବେହେରା । ସେ ୪୫ କେଜି ବିଭାଗରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ସେ ସ୍ନାଚରେ ୬୯ ଓ କ୍ଲିନ ଆଣ୍ଡ ଜର୍କରେ ୮୮ କେଜି ଭାର ଉଠାଇଥିଲେ । ୨ଟି ଯାକ ବିଭାଗରେ ସେ ମୋଟ…

ଖୋର୍ଦ୍ଧା ପୋଲିସକୁ ସଫଳତା: ଲୁଟ୍ ଘଟଣାର ପର୍ଦ୍ଦାଫାସ, ୩ ଡକାୟତ ଗିରଫ 

ଖୋର୍ଦ୍ଧା: ଖୋର୍ଦ୍ଧା ପୋଲିସକୁ ସଫଳତା । ବନ୍ଧୁକ ମୁନରେ ୫ଲକ୍ଷ ୫୦ ହଜାର ଟଙ୍କା ଲୁଟ୍ ଘଟଣାର ପର୍ଦ୍ଦାଫାସ କରିଛି ଖୋର୍ଦ୍ଧା ପୋଲିସ । ରାମେଶ୍ୱର ଛକ ପାଇକରାୟ ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ଠାରୁ ଲୁଟ ହୋଇଥିଲା । ଲୁଟ୍ ଘଟଣାରେ ୩ ଜଣ ଡକାୟତଙ୍କୁ ଗିରଫ କରିଛି ପୋଲିସ । ଏହାସହ…

ଦେଶରେ ପୁଣି ହେବ କି ଲକ୍‌ଡାଉନ୍‌? ଜାଣନ୍ତୁ କ’ଣ କହିଲେ ଗୃହମନ୍ତ୍ରୀ ଅମିତ ଶାହା

ନୂଆଦିଲ୍ଲୀ: କରୋନା ସଂକ୍ରମଣର ଦ୍ୱିତୀୟ ତରଙ୍ଗକୁ ନିୟନ୍ତ୍ରଣ କରିବା ପାଇଁ ବର୍ତ୍ତମାନ ଦେଶବ୍ୟାପୀ ଲକ୍‌ଡାଉନ୍‌ ଏକମାତ୍ର ବିକଳ୍ପ ନୁହେଁ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ସ୍ପଷ୍ଟ କରିଛନ୍ତି। ଗୃହ ମନ୍ତ୍ରୀ କହିଛନ୍ତି “ପ୍ରାରମ୍ଭରେ ଲକ୍‌ଡାଉନ୍‌ର ଉଦ୍ଦେଶ୍ୟ ଅଲଗା ଥିଲା।…

ଟସ୍ ଜିତି ବାଙ୍ଗାଲୋରର ବ୍ୟାଟିଂ ନିଷ୍ପତି, ୬୦୦୦ ରନ ପାଇଁ କୋହଲିଙ୍କୁ ଆବଶ୍ୟକ ୫୬ରନ

ଚେନ୍ନାଇ: ଚଳିତ ଆଇପିଏଲରେ ରବିବାର ଡବଲ ହେଡର ମୁକାବିଲା ରହିଛି । ପ୍ରଥମ ମୁକାବିଲାରେ ରୟାଲ ଚ୍ୟାଲେଞ୍ଜର୍ସକୁ କୋଲକାତା ନାଇଟ ରାଇଡର୍ସ ଭେଟିବ । ଟସ୍ ଜିତି ବାଙ୍ଗାଲୋର ଅଧିନାୟକ ବିରାଟ କୋହଲି ପ୍ରଥମେ ବ୍ୟାଟିଂ କରିବା ପାଇଁ ନିଷ୍ପତି ନେଇଛନ୍ତି । ଡାନିୟଲ କ୍ରିଷ୍ଟିଆନଙ୍କ ବଦଳରେ ରଜତ…

ଆଜି ଓଡିଶାରେ ପହଞ୍ଚିବ ଆଉ ୨ ଲକ୍ଷ କୋଭିଶିଲ୍ଡ ଟିକା

ଭୁବନେଶ୍ୱର: ଆଜି ରାତି ସୁଦ୍ଧା ଓଡିଶାରେ ଆଉ ଦୁଇ ଲକ୍ଷ କୋଭିଶିଲ୍ଡ ଟିକା ପହଞ୍ଚିବ ବୋଲି ହେଲ୍‌ଥ ଆଣ୍ଡ୍‌ ଫ୍ୟାମିଲି ୱେଲ୍‌ଫେୟାର୍‌ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ରାଜ୍ୟ ଏହି ଟିକା ପାଇବା ପରେ ସୋମବାର ଠାରୁ ଟିକାକରଣ ପ୍ରକ୍ରିୟା ସ୍ୱାଭାବିକ ହେବ ବୋଲି…

ଝାଡ଼ଖଣ୍ଡର ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ କରୋନା ସଂକ୍ରମିତ, ଡାକ୍ତରଖାନାରେ ଭର୍ତ୍ତି

ରାଞ୍ଚି: ଝାଡ଼ଖଣ୍ଡର ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ କୋଭିଡ୍‌-୧୯ ପଜିଟିଭ୍‌ ହୋଇଛନ୍ତି । ଗତକାଲି ତାଙ୍କର ‘ଆର୍‌ଟି-ପିସିଆର୍‌’ ପରୀକ୍ଷା ରିପୋର୍ଟ ପଜିଟିଭ ଆସିିଛି ବୋଲି ରାଜଭବନରେ ଜଣେ ଡାକ୍ତର କହିଛନ୍ତି । ରାଜ୍ୟପାଳଙ୍କୁ ଚିକିତ୍ସା ଲାଗି ରାଞ୍ଚିର ‘ଭଗବାନ ମହାବୀର ମେଡିକା…

ଭୂମିକମ୍ପରେ ଥରିଲା ଜାପାନ

ଟୋକିଓ: ଜାପାନରେ ଭୂକମ୍ପ ଝଟକା ଅନୁଭୂତ । ଆଜି ସକାଳେ ଜାପାନରେ ଏକ ଶକ୍ତିଶାଳୀ ଭୂକମ୍ପ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୮ ଥିଲା । ପ୍ରାୟ ୯ଟା ୨୯ରେ ଏହି କମ୍ପନ ଅନୁଭୂତ ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏଥିରେ କୌଣସି କ୍ଷୟକ୍ଷତି ହୋଇଥିବା ଜଣାପଡିନାହିଁ ।…