Latest Odisha News

BREAKING NEWS

Yearly Archives

2021

ସମୀରା ରେଡ୍ଡୀ କରୋନା ସଂକ୍ରମିତ

ମୁମ୍ବାଇ: ସମୀରା ରେଡ୍ଡୀ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେ ଏକ ପୋଷ୍ଟ ଲେଖି କରୋନା ପଜିଟିଭ ହୋଇଥିବା ନେଇ ସୂଚନା ଦେଇଛନ୍ତି । ସେ ନିଜକୁ ଘରେ କ୍ଵାରେଣ୍ଟାଇନ୍ କରିଛନ୍ତି । କରୋନା ଭୟରେ ଗତବର୍ଷ ସମୀରା ମୁମ୍ବାଇ ଛାଡି ଗୋଆରେ ରହୁଛନ୍ତି । ୨୦୨୦…

ଭୁବନେଶ୍ବରରୁ ୩୩୮ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ବଢୁଥିବା ବେଳେ, ଆଜି ଭୁବନେଶ୍ବରରୁ ଚିହ୍ନଟ ହୋଇଛନ୍ତି ୩୩୮ ଜଣ କରୋନା ଆକ୍ରାନ୍ତ । ସ୍ଥାନୀୟ ଅଞ୍ଚଳରୁ ୨୯୦ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ, କ୍ବାରେଣ୍ଟାଇନରୁ ୪୮ ଜଣ ପଜିଟିଭ୍ ଅଛନ୍ତି । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ବିଏମସି…

ଆଇପିଏଲ: କମାଲ କଲେ ବାଙ୍ଗାଲୋର ବୟ

ଚେନ୍ନାଇ: ଚଳିତ ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପ୍ରଭାବୀ ପ୍ରଦର୍ଶନ ଜାରୀ ରଖିଛି । ଏଠାରେ ରବିବାର ଅନୁଷ୍ଠିତ ମୁକାବିଲାରେ ବାଙ୍ଗାଲୋର ୩୮ ରନରେ କୋଲକାତା ନାଇଟ ରାଇଡର୍ସକୁ ପରାସ୍ତ କରିଛି । ବାଙ୍ଗାଲୋର ପ୍ରଥମେ ବ୍ୟାଟିଂ କରି ଗ୍ଲେନ ମ୍ୟାକ୍ସୱେଲ(୭୮) ଓ ଏବି ଡିଭିଲର୍ସ(୭୬…

ଖୁବଶୀଘ୍ର ଆସୁଛି ‘ବାଜିବ ଲୋ ସାହାନାଇ’ ଚଳଚ୍ଚିତ୍ର

ଭୁବନେଶ୍ୱର: ଲୋକପ୍ରିୟ ଓଲିଉଡ଼ ଅଭିନେତା ଅମ୍ଲାନ ଦାସ ଏବଂ ଝିଲିକ୍ ଭଟ୍ଟାଚାର୍ଯ୍ୟ ପୁଣିଥରେ ପରଦାରେ ଏକାଠି ନଜର ଆସିବେ। ଦୁହେଁ ନୂଆ ଚଳଚ୍ଚିତ୍ର ‘ବାଜିବ ଲୋ ସାହାନାଇ’ରେ ଏକାଠି ନଜର ଆସିବେ। ଏହାପୂର୍ବରୁ ସେମାନେ ‘ଟାର୍ଗେଟ’ରେ ଅଭିନୟ କରିଥିଲେ। ଖୁବଶୀଘ୍ର ରିଲିଜ୍ ହେବାକୁ ଥିବା…

ମୁସଲିମ ଝିଅ ମାମୁନିଙ୍କ ମୁହଁରେ ବେଦମନ୍ତ୍ର, ବାଣ୍ଟୁଛନ୍ତି ସର୍ବଧର୍ମ ସମନ୍ବୟର ବାର୍ତ୍ତା, ଝିଅକୁ ଭେଟି ସମସ୍ତ ପାଠ…

ବାଲେଶ୍ବର: ଗରିବ ମୁସଲିମ୍‌ ଝିଅ ମୁହଁରେ ବେଦମନ୍ତ୍ର । ମହାମୃତ୍ୟୁଞ୍ଜୟ ମନ୍ତ୍ର ସାଙ୍ଗକୁ ଗଣେଷ ବନ୍ଦନା, ଗୁରୁବନ୍ଦନା ସବୁ କିଛି ମୁଖସ୍ଥ କରି ରଖିଛନ୍ତି । ଏ ହେଉଛନ୍ତି ଜଣେ ମୁସଲମାନ ପରିବାରର ଝିଅ । ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ ସୂନାରୁଇ ଗାଁର ଏକ ଗରିବ ମୁସଲିମ ପରିବାରର ଝିଅ…

ଗଞ୍ଜାମ ଜିଲ୍ଲାରେ ସରକାରୀ କର୍ମଚାରୀଙ୍କୁ ସଦର ମହକୁମା ଛାଡ଼ିବା ମନା

ଗଞ୍ଜାମ : ରାଜ୍ୟରେ ଏବେ ଦ୍ରୁତ ଗତିରେ ବ୍ୟାପୁଛି କରୋନା ସଂକ୍ରମଣ । ଏହାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାପାଳ ସରକାରୀ କର୍ମଚାରୀଙ୍କ ଲାଗି ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି । କରୋନା ପାଇଁ ଗଞ୍ଜାମ ଜିଲ୍ଲାର ସରକାରୀ କର୍ମଚାରୀଙ୍କୁ ସଦର ମହକୁମା ଛାଡ଼ିବାକୁ ମନା କରାଯାଇଛି । ଯଦି…

ଶ୍ରୀମନ୍ଦିରରେ ରକ୍ତଛିଟା, ରିପୋର୍ଟ ଦେବାକୁ ଶ୍ରୀମନ୍ଦିର ପ୍ରଶାସନର ନିର୍ଦ୍ଦେଶ

ପୁରୀ : ଶ୍ରୀମନ୍ଦିରରେ ଅଭାବନୀୟ ଘଟଣା । ଭିତରକାଠ ନିକଟରେ ରକ୍ତ ଛିଟା ପଡ଼ିବାରୁ ମହାପ୍ରଭୁଙ୍କୁ କରାଯାଇଛି ମହାସ୍ନାନ । ଆଜି ଶ୍ରୀମନ୍ଦିରରେ ଦୁଇ ଜଣ ଜେଟିପି ଗଙ୍ଗା ପ୍ରଧାନ ଓ ମନୋଜ ପାଣିଗ୍ରାହୀଙ୍କ ମଧ୍ୟରେ ମାରପିଟ୍ ହୋଇଥିଲା । ଗଣ୍ଡଗୋଳରେ ମନୋଜ ପାଣିଗ୍ରାହୀଙ୍କ ମୁଣ୍ଡ ଫାଟିଯିବାରୁ…

କଟକରେ ପହଁଞ୍ଚିଲା ହାଇଦରର କାର, ତେଲେଙ୍ଗାନାରୁ ମଙ୍ଗଳାବାଗ ଥାନାରେ ପହଁଞ୍ଚିଲା  

କଟକ: କଟକରେ ପହଞ୍ଚିଲା ହାଇଦରର କାର । କଟକ ଏସସିବି ମେଡିକାଲରୁ ଯେଉଁ ସ୍ୱିଫ୍ଟ ଡ଼ିଜାୟାର କାରରେ ହାଇଦର ଫେରାର ହୋଇଥିଲା ସେହି କାର କଟକ ମଙ୍ଗଳାବାଗ ଥାନାରେ ପହଁଞ୍ଚିଛି । ଗାଡିର ନମ୍ବର ଓଡି-୦୨-ଏଏସ୍- ୬୭୭୦ । ବ୍ରହ୍ମପୁର ନିକଟ ଗୋଳନ୍ଥରା ଚେକ୍ ଗେଟ୍ରୁ କାରକୁ ଜବତ କରିଛି କମିଶନର ପୋଲିସ…

ମ୍ୟାକ୍ସୱେଲ, ଡିଭିଲର୍ସଙ୍କ ବିସ୍ଫୋରକ ବ୍ୟାଟିଂ

ଚେନ୍ନାଇ:ଚଳିତ ଆଇପିଏଲରେ ରବିବାର ଖେଳାଯାଉଥିବା ପ୍ରଥମ ମ୍ୟାଚରେ ଗ୍ଲେନ ମ୍ୟାକ୍ସୱେଲ ଓ ଏବି ଡିଭିଲର୍ସ ବିସ୍ପୋରକ ଅର୍ଦ୍ଧଶତକ ବଳରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୨୦୫ ରନର ବିଜୟ ଲକ୍ଷ୍ୟ କୋଲକାତା ନାଇଟ ରାଇଡର୍ସ ସମ୍ମୁଖର ରଖିଛି । ଟସ୍ ଜିତି ବିରାଟ କୋହଲି ପ୍ରଥମେ ବ୍ୟାଟିଂ ନିଷ୍ପତି…

ପ୍ରଥମ ଦେଖାରେ ଶାହାରୁଖ୍‌ଙ୍କୁ ପସନ୍ଦ କରି ନଥିଲେ ଜୁହି ଚାୱଲା; ଫିଲ୍ମ ପାଇଁ ହୋଇ ନଥିଲେ ରାଜି

ନୂଆଦିଲ୍ଲୀ: ୯୦ ଦଶକରେ ବଲିଉଡ୍‌ ଅଭିନେତ୍ରୀ ଜୁହି ଚାୱଲା ଏବଂ ଶାହରୁଖ ଖାନଙ୍କ ଯୋଡି ବେଶ୍‌ ଲୋକପ୍ରିୟ ଥିଲା। ତାଙ୍କ ଅଭିନୀତ କେତୋଟି ଚର୍ଚ୍ଚିତ ଫିଲ୍ମ ହେଉଛି ରାଜୁ ବନ୍‌ ଗୈୟା ଜେଣ୍ଟଲ୍‌ମ୍ୟାନ, ଡର୍‌, ଫିର୍‌ ଭି ଦିଲ୍‌ ହୈ ହିନ୍ଦୁସ୍ତାନୀ, ୟେସ୍‌ ବସ୍‌,ରାମ ଜାନେ। ତେବେ ଆପଣ…