Latest Odisha News

BREAKING NEWS

Yearly Archives

2021

ରାଜ୍ୟରେ ୩ ହଜାର ମୁହାଁ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ୨୯୮୯ ଜଣ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ ୩ ହଜାର ମୁହାଁ ଦୈନିକ ସଂକ୍ରମଣ । ୨୪ ଘଣ୍ଟାରେ ୨୯୮୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୧୭୩୩ଟି ମାମଲା ଥିବାବେଳେ ସ୍ଥାନୀୟ ସଂକ୍ରମଣ ୧୨୫୬ । ସୁନ୍ଦରଗଡ଼ରୁ ସର୍ବାଧିକ ୬୩୧ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୪୩୮ ଜଣ…

୩.୨ ତୀବ୍ରତାର ଭୂମିକମ୍ପରେ ଥରିଲା ରାୟଗଡ଼ା

ରାୟଗଡ଼ା: ରାୟଗଡ଼ାରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି । ଜିଲ୍ଲାର ବିଭିନ୍ନ ସ୍ଥାନରେ ଭୋର୍ ପ୍ରାୟ ୪ଟା ସମୟରେ ଏହି ଭୂମିକମ୍ପ ଅନୁଭୂତ ହୋଇଛି । ଭୂ-ପୃଷ୍ଠରୁ ୧୦ କିଲୋମିଟର ଦୂରରେ ଭୂମିକମ୍ପ ଅନୁଭୂତ ହୋଇଥିବା ବେଳେ କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନାହିଁ ।…

କବିତା : ଅଙ୍କୁରୋଦଗମ

ତ୍ରିନାଥ ବେହେରା  ଆଉ ଥରେ ଅଙ୍କୁରୋଦଗମ ହୁଅନ୍ତା କି ? ବିଜନ ବେଳାରେ ଚନ୍ଦ୍ରାତପନଳେ ସେ ଦୁର୍ବାର ଇଛାଶକ୍ତି ଯିଏ ସ୍ବପ୍ନିଳ ଆଖିରେ ନବ ପଲ୍ଲବକୁ ମୃଦୁ ମଳୟ ସ୍ପର୍ଶରେ ଟିକେ ଆଉଁସି ନିଅନ୍ତା ଛାତିକି ଆଉଜି ! ସ୍ବପ୍ନ ସବୁ ସେମିତି ଧାବମାନ ହୁଅନ୍ତା କି ? ବୟସର…

ସାରଳା ଦାସଙ୍କର ମହାକାବ୍ୟ ସମସାମୟିକ ଜନଜୀବନର ବାସ୍ତବିକ ଛବି ପ୍ରଦାନ କରେ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ ( ଡିମଡ ୟୁନିଭର୍ସିଟି) ଆନୁକୂଲ୍ୟରେ ଆଦିକବି ସାରଳା ଦାସଙ୍କ ରଚିତ 'ସାରୋଳଦାସ ମହାଭାରଥ' ମହାକବ୍ୟର ଦୁଇଟି ପାଠ ଆଧାରିତ ସଂସ୍କରଣ 'ମୁସଳୀ' ଓ 'ସ୍ଵର୍ଗାରୋହଣ' ସୋଆ ପକ୍ଷରୁ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ବିଶିଷ୍ଟ ଭାଷାବିତ ଡ. ଦେବୀ ପ୍ରସନ୍ନ…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ ତା୧୫-୪-୨୦୨୧ ଗୁରୁବାର ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ମସିହା ଅପ୍ରେଲ ୧୫ ତାରିଖ ଗୁରୁବାର ମେଷ ୨ ଦିନ ଚୈତ୍ର ମାସ ଶୁକ୍ଳ ପକ୍ଷ ତୃତୀୟା ତିଥି କୃତ୍ତିକା ନକ୍ଷତ୍ର ବୃଷ ଚନ୍ଦ୍ର ଆଜିର ଘାତ ବାରତୁଳା ଓ କୁମ୍ଭ ରାଶିର ଆଜିର ଘାତ ଚନ୍ଦ୍ର ବିଛା ରାଶି ପୁରୁଷଙ୍କର…

ଶୁକ୍ରବାରରୁ ରାଜସ୍ଥାନରେ ନାଇଟ୍ କର୍ଫ୍ୟୁ

ରାଜସ୍ଥାନ : ସାରା ଦେଶରେ ଚିନ୍ତା ବଢ଼ାଇଲାଣି ମହାମାରୀ କରୋନା । ସଂକ୍ରମଣ ବଢ଼ିବା ସହ ମୃତ୍ୟୁ ସଂଖ୍ୟା ବି ବଢ଼ିବାରେ ଲାଗିଲାଣି । ସଂକ୍ରମଣକୁ ରୋକିବା ପାଇଁ ଆଜିଠୁ ମହାରାଷ୍ଟ୍ରରେ ୧୪୪ ଧାରା ଲାଗୁ ହୋଇଥିବା ବେଳେ, ରାଜସ୍ଥାନରେ ମଧ୍ୟ ନିଆଯାଇଛି କଡ଼ା ପଦକ୍ଷେପ । ଆସନ୍ତା ଶୁକ୍ରବାରରୁ…

ଗଛକୁ ଧକ୍କା ଦେଲା କାର୍, ଚାଳକ ମୃତ

ଗଞ୍ଜାମ : କୋଦଳା ଥାନା ଅନ୍ତର୍ଗତ ନୂତନ ବ୍ରହ୍ମପୁର ନିକଟରେ ଦୁର୍ଘଟଣା । ଗଛକୁ କାର୍ ଧକ୍କା ଦେବାରୁ ଚାଳକଙ୍କ ମୃତ୍ୟୁ ହୋଇଛି । ଏଥିସହ ଅନ୍ୟ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି । ମୃତକ ହେଲେ ଗାଡି ଚାଳକ ରାହୁଲ ଘୋଷ । ସୂଚନା ଅନୁସାରେ, ତାଳପଡା ଗାଁର ସୁନୀଲ ଭୂୟାଁ କାରରେ…

ମ୍ୟାକ୍ସୱେଲଙ୍କ ଲଢ଼ୁଆ ଅର୍ଦ୍ଧଶତକ, ହାଇଦ୍ରାବାଦ ସମ୍ମୁଖରେ ୧୫୦ ରନର ଲକ୍ଷ୍ୟ

ଚେନ୍ନାଇ: ଚଳିତ ଆଇପିଏଲରେ ବୁଧବାର ଗ୍ଲେନ ମ୍ୟାକ୍ସୱେଲଙ୍କ ଲଢ଼ୁଆ ଅର୍ଦ୍ଧଶତକ ବଳରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ସନରାଇଜର୍ସ ହାଇଦ୍ରାବାଦ ସମ୍ମୁଖରେ ୧୫୦ ରନର ବିଜୟ ଲକ୍ଷ୍ୟ ରଖିଛି । ଟସ୍ ଜିତି ହାଇଦ୍ରାବାଦ ପ୍ରଥମେ ଫିଲ୍ଡିଂ ନିଷ୍ପତି ନେଇଥିଲା । ବାଙ୍ଗାଲୋର ପକ୍ଷରୁ କେବଳ ଅଧିନାୟକ…

ରେମଡିସିଭିର ଉତ୍ପାଦନ ବୃଦ୍ଧିକୁ ସରକାରଙ୍କ ଅନୁମୋଦନ

ନୂଆଦିଲ୍ଲୀ : ଦେଶରେ ଦୃତ ଗତିରେ ବ୍ୟାପୁଛି କରୋନା ମହାମାରୀ । ସଂକ୍ରମଣ ବଢୁଥିବାରୁ ସରକାରଙ୍କ ଚିନ୍ତା ବି ବଢ଼ିଲାଣି । କିପରି ମହାମାରୀକୁ ମୁକାବିଲା କରାଯିବ ସେନେଇ ଟିକାକରଣ ଅଭିଯାନକୁ ବ୍ୟାପକ କରାଯାଉଛି । ହେଲେ ଏବେ ଟିକାର ଅଭାବ ଦେଖାଦେବା ପରେ ରେମଡିସିଭିର ଟିକା ତିଆରି କରୁଥିବା…

ଅଗ୍ନିଶମ ସହିଦ ଦିବସ ପାଳିତ, ସହିଦ ସ୍ତମ୍ଭରେ ପୁଷ୍ପମାଲ୍ୟ ଅର୍ପଣ, ଶ୍ରେଷ୍ଠ ବିବେଚିତ ଅଧିକାରୀଙ୍କୁ ମାନପତ୍ର ପ୍ରଦାନ 

ଭୁବନେଶ୍ବର: ଅଗ୍ନିଶମ ସହିଦ ଦିବସ ପାଳିତ ହୋଇଯାଇଛି । ଓଡ଼ିଶା ଅଗ୍ନିଶମ ସେବା ସଂସ୍ଥା ପକ୍ଷରୁ ଓଡ଼ିଶା ଅଗ୍ନିଶମ ଏବଂ ବିପତ୍ତି ନିସ୍ତାର ପ୍ରତିଷ୍ଠାନ ଠାରେ ଅଗ୍ନିଶମ ସହିଦ ଦିବସ ପାଳନ କରାଯାଇଛି ।  ଏଥିରେ ମୁଖ୍ୟ ଅତିଥି ଭାବେ ଅଗ୍ନିଶମ ସେବା ସଂସ୍ଥାର ମହାନିର୍ଦ୍ଦେଶକ ଏମ୍ ଅକ୍ଷୟ ଯୋଗ…