ଅଖିଳେଶ ଯାଦବ କରୋନା ପଜିଟିଭ
ନୂଆଦିଲ୍ଲୀ: ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ କରୋନା ସଂକ୍ରମିତ ହୋଇଛନ୍ତି। ଏ ନେଇ ସେ ବୁଧବାର ସକାଳେ ଟ୍ୱିଟର୍ ଜରିଆରେ ଏହି ସୂଚନା ଦେଇଛନ୍ତି। କରୋନା ପଜିଟିଭ ଚିହ୍ନଟ ହେବା ପରେ ସେ ଘରେ ସଙ୍ଗରୋଧରେ ରହିଥିବା କହିଛନ୍ତି।
ସେ କହିଛନ୍ତି ଯେ "ମୋର କୋଭିଡ୍ ରିପୋର୍ଟ…