ବ୍ୟଙ୍ଗ : ବହୁ ନାଆର ନାବିକ
ଓଁ ଅଭିଜ୍ଞାନ ସାହୁ
ଗତ ଥର କହିଥିଲି ମାଡୁଆ ଭାଇର ଦୁଃଖ । ଦୁଇ ନାଆରେ ଗୋଡ଼ ଦେଇ ବିଚରା ଅନାଥ ହେବାର ଯନ୍ତ୍ରଣାକୁ ମରଣାନ୍ତକ ଦୁଃଖ ଭଳି ଭୋଗ କରୁଥିଲେ । ଆଜିର କଥାରେ ଆମ ଭାଡୁଆ ଭାଇ । ବହୁ ନାଆକୁ ଅନାୟାସରେ ବାହି ପାରନ୍ତି ସେ ଖୋଳିଥିବା ରୋମାଣ୍ଟିକ ଲେକରେ ।
ମାଡ଼ୁଆ ଭାଇଙ୍କଠୁ…