Latest Odisha News

BREAKING NEWS

Yearly Archives

2021

ପିପିଲି ଉପନିର୍ବାଚନ ପୂର୍ବରୁ କଂଗ୍ରେସ ପ୍ରାର୍ଥୀ କରୋନା ପଜିଟିଭ୍

ପିପିଲି: ପିପିଲି ଉପନିର୍ବାଚନକୁ ଆଉ ଦିନ କେଇଟା ବାକି ଥିବାବେଳେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏନେଇ‌ ଅଜିତ‌ ଶନିବାର ଦିନ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ସୂଚନା ଦେଇଛନ୍ତି। ତେବେ ସେ କଂଗ୍ରେସ କର୍ମୀଙ୍କୁ ଗୁଜବ ପ୍ରଚାର ନକରିବା ଏବଂ ଦଳ…

ସିଲ୍‌ ହେଲା ଓଡ଼ିଶାର ଆଉ ୨ ସିନେମା ହଲ୍‌

ପାରଳାଖେମୁଣ୍ଡି: କୋଭିଡ୍‌-୧୯ ଗାଇଡଲାଇନର ଉଲ୍ଲଂଘନ ପାଇଁ ଗଜପତି ଜିଲ୍ଲା ପ୍ରଶାସନ ଶନିବାର ଦିନ ପାରଳାଖେମୁଣ୍ଡି ସହରର ଦୁଇଟି ସିନେମା ହଲକୁ ସିଲ୍ କରିଛି। ପ୍ରଶାସନ ଏକ ବିଜ୍ଞପ୍ତିରେ କହିଛି ଯେ ଦୁଇଟି ସିନେମା ହଲ୍ - ଜୟା ମହଲ ଏବଂ ଲକ୍ଷ୍ମୀ ଟକିଜ୍ - ପରବର୍ତ୍ତୀ ନିର୍ଦ୍ଦେଶ ଆସିବା…

୩ ଦିନ ମଧ୍ୟରେ କୋଭିଡ୍‌ ନିୟମ ଉଲ୍ଲଂଘନକାରୀଙ୍କଠାରୁ ୯୦ ଲକ୍ଷରୁ ଅଧିକ ‌ଜରିମାନା ଆଦାୟ କରିଛି ଓଡ଼ିଶା ପୋଲିସ

ଭୁବନେଶ୍ୱର: କୋଭିଡ୍‌ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ସ୍ୱତନ୍ତ୍ର ଅଭିଯାନ ଜାରି କରି ଗତ ୨୪ ଘଣ୍ଟା ମଧ୍ୟରେ ଓଡିଶା ପୋଲିସ ପ୍ରାୟ ୩୯ ଲକ୍ଷ ଟଙ୍କା ଜରିମାନା ଆଦାୟ କରିଛି। ଅଭିଯାନର ତୃତୀୟ ଦିନରେ ମାସ୍କ ବ୍ୟବହାର ନକରିବା କିମ୍ବା ସାମାଜିକ ଦୂରତା ବଜାୟ ରଖିବା ପାଇଁ ପୋଲିସ ୧୨,୧୪୫…

ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା: ୫ ମୃତ

କୋଲକାତା: ପଶ୍ଚିମବଙ୍ଗ ନିର୍ବାଚନରେ ପୁନର୍ବାର ହିଂସା ଘଟିବା ସହ ୫ ବ୍ୟକ୍ତି ମୃତ୍ୟୁବରଣ କରିଛନ୍ତି । କ୍ଷମତା ବଜାୟ ରଖିବା ଏବଂ ହାସଲ ନେଇ ପାର୍ଟିଗୁଡିକ ମଧ୍ୟରେ ପ୍ରତିଦ୍ୱନ୍ଦିତା ଗଣତନ୍ତ୍ରକୁ ବଦନାମ କରୁଛି । ରିପୋର୍ଟ ମୁତାବକ କୁଚବିହାର ଅଂଚଳର ଜୋର ପାଟକିରେ ଟିଏମସି ଓ ବିଜେପି କର୍ମୀ…

‘ମହିମା ଧର୍ମଦର୍ଶନ ଓ ଭୀମ ଭୋଇଙ୍କ କାବ୍ୟଦୃଷ୍ଟି’ ଉପରେ କର୍ମଶାଳା

ସମ୍ବଲପୁର : ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଭୀମ ଭୋଇ ଗବେଷଣା ଚେୟାର ଆନୁକୂଲ୍ୟରେ ବିଶ୍ୱବିଦ୍ୟାଳୟର ଅମୃତ ବିହାର ପରିସରରେ , 'ମହିମା ଧର୍ମଦର୍ଶନ ଓ ଭୀମଭୋଇଙ୍କ କାବ୍ୟଦୃଷ୍ଟି' ଶୀର୍ଷକରେ ଏକ ଚିତ୍ରକଳା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଭୀମଭୋଇ ଚେୟାର ପ୍ରଫେସର ତଥା ବିଶିଷ୍ଟ କବି…

ବିବାହ ପାଇଁ ବର ଖୋଜୁଛନ୍ତି ଏହି ୭୩ ବର୍ଷିୟା ବୃଦ୍ଧା

ନୂଆଦିଲ୍ଲୀ: ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି ଜଣେ ୭୩ ବର୍ଷିୟା ମହିଳାଙ୍କ ବିବାହ କରିବା ନିଶା।ମୈସୁର ଜିଲ୍ଲାରେ ରହୁଥିବା ଜଣେ ୭୩ ବର୍ଷୀୟା ମହିଳା ନିଷ୍ପତ୍ତି ନେଇଥିଲେ ଯେ ସେ କେବେ ଏକୁଟିଆ ରହିବେ ନାହିଁ। ସେ ଜଣେ ଶିକ୍ଷକ ଭାବରେ ଅବସର ନେଇଛନ୍ତି। ତେବେ ବିବାହ ପାଇଁ ମହିଳା…

ମାଲକାନଗିରିର ଏକ ଜୁନିଅର ସାଇନ୍ସ କଲେଜକୁ ମାଇକ୍ରୋ କଣ୍ଟେଣ୍ଟମେଣ୍ଟ ଜୋନ୍ ଘୋଷଣା କଲା ପ୍ରଶାସନ

ମାଲକାନଗିରି: ଜଣେ ଛାତ୍ର କରୋନା ପଜିଟିଭ୍ ଆସିବା ପରେ ଜିଲ୍ଲା ପ୍ରଶାସନ ଶନିବାର ଏକ ଜୁନିଅର ସାଇନ୍ସ କଲେଜକୁ ମାଇକ୍ରୋ କଣ୍ଟେଣ୍ଟମେଣ୍ଟ ଜୋନ୍ ଭାବରେ ଘୋଷଣା କରିଛି। ଖବର ଅନୁଯାୟୀ, ଘଡାଇ ରେସିଡେନ୍ସିଆଲ୍ ଜୁନିଅର ସାଇନ୍ସ କଲେଜର କିଛି ଛାତ୍ରଙ୍କ ନମୁନା ପ୍ରଶାସନ ନେଇଥିଲା। ସେଥିରୁ…

ଆଇପିଏଲ: ଆଜି ଧୋନୀ ବନାମ ପନ୍ତ

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗର ଆଜିର ମୁକାବିଲା ଉପରେ ସମସ୍ତଙ୍କ ନଜର ରହିଛି । ମହେନ୍ଦ୍ର ସିଂ ଧୋନୀ ନେତୃତ୍ୱାଧୀନ ଚେନ୍ନାଇ ସୁପର କିଙ୍ଗସ ମୁମ୍ବାଇର ୱାଙ୍ଖେଡ ଷ୍ଟାଡିୟମରେ ଋଷଭ ପନ୍ତଙ୍କ ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିବ । ଅବଶ୍ୟ ଧୋନୀଙ୍କ ତୁଳନାରେ ପନ୍ତଙ୍କୁ ଏହି ମ୍ୟାଚରେ ବହୁତ…

ଗଞ୍ଜାମରୁ ୯ ଫୁଟ ଲମ୍ବର ଅହିରାଜ ସାପ ଉଦ୍ଧାର

ଖଲ୍ଲିକୋଟ: ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ରେଞ୍ଜ ଅଧିନସ୍ଥ ବେଗୁନିଆପଡା ଅନ୍ତର୍ଗତ ଗୁରୁଝରି ଗ୍ରାମର ବାଇଆ ମୁଦୁଲିଙ୍କ କୁମ୍ଭାର ଶାଳରୁ ଏକ ଅହିରାଜ ସାପ ଉଦ୍ଧାର କରାଯାଇଛି। ଏହି ଖବର ପ୍ରଚାର ହେବାପରେ ଗ୍ରାମବାସୀ ମାନେ ସ୍ନେକ ହେଲ୍ପ ଲାଇନକୁ ଖବର ଦେଇଥିଲେ। ସ୍ନେକ ହେଲ୍ପ ଲାଇନ ସଦସ୍ୟ…

କରୋନାରେ କଂଗ୍ରେସ ବିଧାୟକଙ୍କ ମୃତ୍ୟୁ

ମହାରାଷ୍ଟ୍ର: କୋଭିଡ-୧୯ ପଜିଟିଭ୍ ଚିହ୍ନଟ ହୋଇଥିବା କଂଗ୍ରେସ ବିଧାୟକ ରାଓସାହେବ ଅଣ୍ଟାପୁରକରଙ୍କ ଶୁକ୍ରବାର ଦିନ ମୁମ୍ବାଇର ଏକ ଡାକ୍ତରଖାନାରେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୫ ବର୍ଷ ହୋଇଥିଲା। ମହାରାଷ୍ଟ୍ରର ନନ୍ଦେଡ ଜିଲ୍ଲାର ଡିଗ୍ଲୁରରୁ କଂଗ୍ରେସ ବିଧାୟକ ଅଣ୍ଟାପୁରକର…