Latest Odisha News

BREAKING NEWS

Yearly Archives

2021

ଆଉ ୨ ମୁଣ୍ଡ ନେଲା କରୋନା, ମୃତ୍ୟୁସଂଖ୍ୟା ୧୯୨୬କୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ବଢ଼ିଥିବା ବେଳେ ମୃତ୍ୟୁସଂଖ୍ୟା ପ୍ରଥମ ଲହର ଅପେକ୍ଷା କମ୍ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୩୭୪ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଉ ୨ ଜଣଙ୍କ ଜୀବନ ନେଇଛି କରୋନା । ଆଉ ୨ କରୋନା ମୃତ୍ୟୁକୁ ମିଶାଇ ରାଜ୍ୟରେ କୋଭିଡ୍ ମୃତ୍ୟୁସଂଖ୍ୟା…

୫୦ କୋଟି ଲିଙ୍କଡିନ ୟୁଜର୍ସଙ୍କ ଡାଟା ଲିକ୍ ଅଭିଯୋଗ

ନୂଆଦିଲ୍ଲୀ: ଏକ ପେଶାଦାର ସୋସିଆଲ ନେଟୱର୍କିଂ ପ୍ଲାଟଫର୍ମ ଲିଙ୍କଡିନର ୫୦ କୋଟି ଉପଭୋକ୍ତାଙ୍କର ବ୍ୟକ୍ତିଗତ ବିବରଣୀ (ତଥ୍ୟ) ଲିକ୍ ହୋଇଥିବା ଅଭିଯୋଗ ହୋଇଛି। ଏହାକୁ ବିକ୍ରି ପାଇଁ ରଖାଯାଇଥିବା ଚର୍ଚ୍ଚା ହେଉଥିଲା ବେଳେ କମ୍ପାନୀ ଦାବିକୁ ଖଣ୍ଡନ କରିଛି। ଏଥିସହିତ କମ୍ପାନୀ କହିଛି ଯେ…

ଲକ୍‌ଡାଉନ୍‌ ଭୟରେ ପୁଣି ଘର ମୁହାଁ ହେଲେଣି ପ୍ରବାସୀ

ମହାରାଷ୍ଟ୍ର: ମହାରାଷ୍ଟ୍ରରେ କୋଭିଡ୍-୧୯ ମାମଲାରେ ଦ୍ରୁତ ଗତିରେ ବୃଦ୍ଧି ଏବଂ ରାଜ୍ୟରେ ଲକ୍‌ଡାଉନ୍‌ର ସମ୍ଭାବନା ଥିବାରୁ ପ୍ରବାସୀମାନେ ପୁଣି ଥରେ ନିଜ ନିଜ ରାଜ୍ୟକୁ ଫେରୁଛନ୍ତି। ସୂଚନା ମୁତାବକ ଗତ ୪ରୁ୫ ଦିନ ଧରି ଅନେକ ପ୍ରବାସୀ ମହାରାଷ୍ଟ୍ର ଛାଡି ନିଜ ଭିଟାମାଟିକୁ ଫେରୁଥିବା…

କାର୍‌ ତଳୁ ଜିଅନ୍ତା କୁମ୍ଭୀର ଉଦ୍ଧାର; ଭିଡିଓ ଭାଇରାଲ୍‌

ଫ୍ଳୋରିଡା: ଇଣ୍ଟରନେଟରେ କାର୍‌ ତଳୁ ଏକ କୁମ୍ଭୀର ଉଦ୍ଧାର ଘଟଣା ଏବେ ସୋସିଆଲ୍‌ ମିଡିଆରେ ବେଶ୍‌ ଭାଇରାଲ୍‌ ହେବାରେ ଲାଗିଛି। ହିଲ୍ସବୋରୋ କାଉଣ୍ଟି ସେରିଫ୍ କାର୍ଯ୍ୟାଳୟ ସେମାନଙ୍କ ଫେସବୁକ୍ ପେଜରେ ଏକ ଆଲିଗେଟର ଅର୍ଥାତ୍‌ ଏକ ପ୍ରକାର କୁମ୍ଭୀର ଉଦ୍ଧାର ହେବାର ଏକ ଭିଡିଓ ଅପଲୋଡ୍ କରିଛି।…

କଳାହାଣ୍ଡି ଓ ନୂଆପଡ଼ା ଗସ୍ତରେ ମୁଖ୍ୟ ଶାସନ ସଚିବ ଓ ACS

କଳାହାଣ୍ଡି: ଛତିଶଗଡ଼ ସୀମାନ୍ତବର୍ତ୍ତୀ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ କୋଭିଡ୍ ସଂକ୍ରମଣ ମାମଲା ବଢ଼ି ଚାଲିଛି । ନିକଟରେ କରୋନା ସ୍ଥିତି ଅନୁଧ୍ୟାନ କରି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟ ଶାସନ ସଚିବ, ସ୍ୱାସ୍ଥ୍ୟ ସଚିବ ପ୍ରମୁଖ ପଶ୍ଚିମ ଓଡ଼ିଶା ଗସ୍ତ କରି ସ୍ଥିତି ଅନୁଧ୍ୟାନ…

ଚିଲିକାରେ ଇରାଓ୍ବାଡି ଡ଼ଲଫିନ ସଂଖ୍ୟା ବୃଦ୍ଧି

ଭୁବନେଶ୍ୱର: ଗତ ବର୍ଷ ଠାରୁ ଚଳିତ ଥର ଚିଲିକାରେ ଇରୱାଡି ଡଲଫିନ୍ ସଂଖ୍ୟାରେ ବହୁ ମାତ୍ରାରେ ବୃଦ୍ଧି ଘଟିଛି। ୨୦୨୦ ରେ ୧୪୬ ରହିଥିବା ବେଳେ ୨୦୨୧ ରେ ଏହି ସଂଖ୍ୟା ୧୬୨ କୁ ବୃଦ୍ଧି ପାଇଛି। ଫେବୃଆରୀରେ ଚିଲିକା ବିକାଶ ପ୍ରାଧିକରଣ (ସିଡିଏ) ଏବଂ ଷ୍ଟେଟ ୱାଇଲ୍ଡ ଲାଇଫ ୱିଙ୍ଗ ଦ୍ୱାରା…

ରାଞ୍ଚି ସଦର ହସ୍ପିଟାଲ୍‌ର ଆଉ ୭ ଡାକ୍ତର କରୋନା ପଜିଟିଭ

ରାଞ୍ଚି: ରାଞ୍ଚିର ସଦର ଡାକ୍ତରଖାନାରେ ଆଉ ୭ ଜଣ ଡାକ୍ତର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହା ସହିତ ମୋଟ ୧୨ ଡାକ୍ତର ଡାକ୍ତରଖାନାରେ ପଜିଟିଭ୍ ଚିହ୍ନଟ ହୋଇଥିବା ଡାକ୍ତରଖାନା ସୂତ୍ରରୁ ପ୍ରକାଶ।

ଜେଲରେ ପଶିଲା କରୋନା, ୧୬ କଏଦୀ ସଂକ୍ରମିତ

ବାରିପଦା: ଉତ୍ତର ଓଡ଼ିଶାରେ କରୋନା ସଂକ୍ରମଣ ମାମଲା ବଢ଼ୁଥିବା ବେଳେ ମୟୂରଭଞ୍ଜ ଜିଲ୍ଲାର ଜେଲରେ ପଶିଛି କରୋନା । ରାଇରଙ୍ଗପୁର ଉପକାରାଗାରର ୧୬ ଜଣ ଅନ୍ତେବାସୀ କୋଭିଡ୍ ସଂକ୍ରମିତ ଟିହ୍ନଟ ହୋଇଛନ୍ତି । ସୂଚନା ଅନୁସାରେ, ୨୬ଟି ନମୁନା ରାଇରଙ୍ଗପୁର ଉପଖଣ୍ଡ ଡାକ୍ତରଖାନାକୁ ପଠା ଯାଇଥିବା ବେଳେ…

ରାଜସ୍ଥାନର ଏହି ୧୦ଟି ସ୍ଥାନରେ ବଢିଲା ନାଇଟ୍‌ କର୍ଫ୍ୟୁ

ରାଜସ୍ଥାନ: ରାଜସ୍ଥାନ ସରକାର ଶୁକ୍ରବାର ଦିନ ୧୦ଟି ସହରାଞ୍ଚଳରେ ରାତ୍ରି କର୍ଫ୍ୟୁକୁ ଏପ୍ରିଲ ୩ ୦ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଅଜମେର, ଅଲୱାର, ଭିଲୱାରା, ଚିତ୍ତରଗଡ, ଡଙ୍ଗରପୁର, ଜୟପୁର, ଯୋଧପୁର, କୋଟା ଏବଂ ଆବୁ ରୋଡ୍‌ର ନଅଟି ସହରାଞ୍ଚଳରେ ସନ୍ଧ୍ୟା ୭ଟା ସୁଦ୍ଧା ବନ୍ଦ ହେବ। ଏହାସହ…

SCB ମେଡିକାଲ ନର୍ସିଂ କଲେଜ ଅନ୍ୟାଦେଶ ଯାଏ ବନ୍ଦ

କଟକ: ଏସସିବି ମେଡିକାଲ ନର୍ସିଂ କଲେଜ ବନ୍ଦ । ଅନ୍ୟାଦେଶ ଯାଏ ବନ୍ଦ ରହିବ । କରୋନା ସଂକ୍ରମଣ ବୃଦ୍ଧି ଯୋଗୁଁ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କ ନିର୍ଦ୍ଦେଶରେ ବନ୍ଦ ରହିବ ନର୍ସିଂ କଲେଜ । ଆଜି ସଂଧ୍ୟା ୫ଟା ସୁଦ୍ଧା ହଷ୍ଟେଲ ଛାଡ଼ିବାକୁ ଅନ୍ତେବାସୀଙ୍କୁ…