Latest Odisha News

BREAKING NEWS

Yearly Archives

2021

ରାଜ୍ୟ ଓ ଜିଲ୍ଲାସ୍ତରରେ ଗଚ୍ଛିତ ନାହିଁ କୋଭିଡ୍ ଟିକା, କୋଭିସିଲ୍ଡ ଭ୍ୟାକ୍ସିନ୍ ପାଇଁ ପୁଣି ଚିଠି ଲେଖିଲା ଓଡ଼ିଶା

ଭୁବନେଶ୍ୱର: ରାଜ୍ୟରେ କୋଭିଡ୍ ଟିକାକରଣ ଜାରି ରହିଥିବା ବେଳେ ଟିକା ଅଭାବ ଦେଖା ଦେଇଛି । କୋଭିସିଲ୍ଡ ଓ କୋଭାକ୍ସିନ୍ ଟିକା ମଧ୍ୟରୁ କେବଳ ଭୁବନେଶ୍ୱର କୋଭାକ୍ସିନ୍ ଦିଆଯାଉଥିବା ବେଳେ ସମସ୍ତ ୩୦ ଜିଲ୍ଲାରେ କୋଭିସିଲ୍ଡ ଟିକା ଦିଆଯାଉଛି । ଏଯାବତ୍ ରାଜ୍ୟ ସରକାର ୩୫.୬୭ ଲକ୍ଷ ଡୋଜ୍ କୋଭିଡ୍…

ଆତ୍ମଘାତୀ ଆକ୍ରମଣ ନେଇ ଷଡଯନ୍ତ୍ର ରଚିଛନ୍ତି ଆତଙ୍କବାଦୀ, ମୁମ୍ବାଇର ସିଆରପିଏଫ ମୁଖ୍ୟାଳୟକୁ ଆସିଛି ଇ-ମେଲ

ନୂଆଦିଲ୍ଲୀ:ସିଆରପିଏଫର ମୁମ୍ବାଇସ୍ଥିତ ମୁଖ୍ୟାଳୟକୁ ଏକ ଧମକଭରା ଇ-ମେଲ ଆସିବା ପରେ ଏବେ ସମସ୍ତ ଗୋଇନ୍ଦା ସଂସ୍ଥାକୁ ସତର୍କ କରି ଦିଆଯାଇଛି । ଏହି ଇ-ମେଲରେ ଉଲ୍ଲେଖ ରହିଛି ୧୧ରୁ ଅଧିକ ଆତଙ୍କବାଦୀ ବିମାନବନ୍ଦର, ମନ୍ଦିର ଏବଂ ଜନଗହଳି ଅଂଚଳରେ ବିସ୍ଫୋଟ କରାଇବା ପାଇଁ ଯୋଜନା କରି ସାରିଛନ୍ତି…

ଅମାନିଆ ସାବଧାନ ! କାଲିଠୁ ଓଡ଼ିଶା ପୋଲିସର ୧୦ ଦିନିଆ ଅଭିଯାନ

ଭୁବନେଶ୍ୱର: ବୁଧବାର ଠାରୁ ଓଡ଼ିଶା ପୋଲିସର ୧୦ ଦିନିଆ କୋଭିଡ୍ ସୁରକ୍ଷା ଅଭିଯାନ । ଏପ୍ରିଲ୍ ୭ ତାରିଖରୁ ଏହି ଅଭିଯାନ ଆରମ୍ଭ ହୋଇ ଏପ୍ରିଲ୍ ୧୬ ତାରିଖ ଯାଏ ଚାଲିବ । ରାଜ୍ୟରେ କରୋନାର ବର୍ଦ୍ଧିତ ମାମଲାକୁ ଦେଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଆରମ୍ଭ ହେବ ଚେକିଂ ।…

ବଢ଼ୁଛି ସଂକ୍ରମଣ, ୩୪ ପୋଷ୍ଟ ପିଜି ଡାକ୍ତରଙ୍କୁ ବିଭିନ୍ନ ଜିଲ୍ଲାକୁ ପଠାଇଲା ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର: ରାଜ୍ୟରେ କୋଭିଡ୍ ସଂକ୍ରମଣ ବୃଦ୍ଧି ପାଇଥିବା ବେଳେ ଆଉ ୩୪ ଜଣ ପୋଷ୍ଟ ପିଜି ଡାକ୍ତରଙ୍କୁ ବିଭିନ୍ନ ଜିଲ୍ଲାରେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏନେଇ ବିଜ୍ଞପ୍ତି ପ୍ରକାଶ କରିଛି । ସୁନ୍ଦରଗଡ଼ ଜିଲ୍ଲାରେ ୫ ଜଣ, ପୁରୀ ଜିଲ୍ଲାରେ ୭ ଜଣ…

ବିଜାପୁର: ନକ୍ସଲଙ୍କ କବଜାରେ ଜଣେ ଯବାନ

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ ମାଓ ହମଲା ପରେ ନିଖୋଜ ଥିବା ଜଣେ ଯବାନଙ୍କୁ ବନ୍ଦୀ କରିଥିବା କହିଛି ମାଓ ସଂଗଠନ । ଏଥିସହ ସରକାର ମଧ୍ୟସ୍ଥିଙ୍କ ନାମ ଘୋଷଣା କଲେ ମାଓ ସଂଗଠନ ମଧ୍ୟସ୍ଥିଙ୍କ ଜରିଆରେ ବନ୍ଦୀ ଯବନଙ୍କୁ ପୋଲିସ ପାଖରେ ଛାଡ଼ିବ ବୋଲି କହିଛି । ଦଣ୍ଡକାରଣ୍ୟ ସ୍ପେସିଆଲ…

ଚିଟ୍‌ଫଣ୍ଡ ଠକେଇ ମାମଲାର ଶୁଣାଣି: କମ୍ପାନି ଏମ୍‌ଡି, ମ୍ୟାନେଜରଙ୍କୁ ୭ବର୍ଷ ଜେଲ, ୬୯ହଜାର ଟଙ୍କା ଲେଖାଏଁ ଜରିମାନା 

ବ୍ରହ୍ମପୁର: ଚିଟ୍‌ଫଣ୍ଡ ଠକେଇ ମାମଲାର ଶୁଣାଣି ହୋଇଛି । ସ୍ବତନ୍ତ୍ର ଚିଟ୍‌ଫଣ୍ଡ କୋର୍ଟ ଜଜ୍‌ ଦେବାଶିଷ ପଣ୍ଡା ଟଙ୍କା ଠକେଇ ମାମଲାର ଶୁଣାଣି କରିଛନ୍ତି । ଏକ କମ୍ପାନିର ଏମ୍‌ଡି ଓ ମ୍ୟାନେଜରଙ୍କୁ ୭ବର୍ଷ ଲେଖାଏଁ ଜେଲଦଣ୍ଡରେ ଦେଇ ଚୂଡାନ୍ତ ରାୟ ଦେଇଛନ୍ତି । ଏହାସହ ୬୯ହଜାର ଟଙ୍କା ଲେଖାଏଁ…

୪୦ ଡିଗ୍ରୀ ଉପରେ ରାଜ୍ୟର ୯ ସହର, ଟିଟିଲାଗଡ଼ ସବୁଠୁ ତତଲା

ଭୁବନେଶ୍ୱର: ତାତିରୁ ମିଳିବ ଆଶ୍ୱସ୍ତି, ଆସୁଛି କାଳବୈଶାଖୀ ବର୍ଷା । ରାଜ୍ୟରେ ଗ୍ରୀଷ୍ଣ ପ୍ରବାହ ଲାଗି ରହିଥିବା ବେଳେ ଆସନ୍ତା ୮ ତାରିଖରୁ ୧୧ ଯାଏ ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି । ଆଜି ରାଜ୍ୟର ୯ଟି ସହରରେ ପାରଦ ୪୦ ଡିଗ୍ରୀ ଉପରେ ରହିଛି । ତତଲାଗଡ଼…

ମୋଇନ ଅଲୀ କ୍ରିକେଟର ନ ହୋଇଥିଲେ ଆତଙ୍କବାଦୀ ହୋଇଥାନ୍ତେ କହି ଅଡୁଆରେ ତସଲିମା

ନୂଆଦିଲ୍ଲୀ: ବିବାଦୀୟ ଲେଖିକା ତସଲିମା ନସରୀନ ପୁନର୍ବାର ଆଉ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । ଇଂଲଣ୍ଡର ଅଲରାଉଣ୍ଡର ମୋଇନ ଅଲୀ ଯଦି କ୍ରିକେଟ ଖେଳି ନ ଥାନ୍ତେ ତାହାହେଲେ ଆଇଏସଆଇଏସ ଆତଙ୍କବାଦୀ ସଂଗଠନରେ ଯୋଗ ଦେଇଥାନ୍ତେ ବୋଲି କହିଛନ୍ତି । ଯାହାକୁ ନେଇ ବିଭିନ୍ନ ମହଲରେ ତାଙ୍କୁ କଡା…

ଭାଇରାଲ୍ ପୋଷ୍ଟମୋର୍ଟମ୍‌: ହିସାର ନା ରୋହତକରେ ହୋଇଥିଲା ମନୋହରଲାଲଙ୍କୁ କଳା ତେଲ ମାଡ ?

ଭୁୁବନେଶ୍ୱର: ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କୁ ଫିଙ୍ଗା ହୋଇଥିଲା କଳା ତେଲ । ଏହି ମାମଲାକୁ ନେଇ ସୋସିଆଲ ମିଡିଆରେ ଲୋକଙ୍କ ଅଜବ ଦାବି । ଅନ୍ୟପଟେ ଏକ ପୁରୁଣା ମାମଲା ସହ ଏହି ଘଟଣା ଯୋଡିଥିଲାବେଳେ ସାମ୍ନାକୁ ଆସିଛି ସତ କାହାଣୀ ।

କରୋନାରୁ ସୁସ୍ଥ ହେଲେ ଆଉ ୨୬୬ ଜଣ, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ଆଉ ୨୬୬ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଏଥିସହ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ୩ ଲକ୍ଷ ୩୮ ହଜାର ୪୧୬କୁ ବୃଦ୍ଧି ପାଇଛି । ସର୍ବାଧିକ ସଂକ୍ରମିତ ଚିହ୍ନଟ ହେଉଥିବା ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୨ ଜଣ ସୁସ୍ଥ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ…