Latest Odisha News

BREAKING NEWS

Yearly Archives

2021

୧୦୦୦ ରୁ ଅଧିକ ଦର୍ଶକଙ୍କ ସହ ଉତ୍କଳ ଦିବସ ପାଳିତ

ୟୁନାଇଟେଡ କିଙ୍ଗଡମ : ବ୍ରିଟେନ ଓଡ଼ିଶା ସୋସାଇଟି ଏବଂ ଓଡ଼ିଆ ସାଂସ୍କୃତିକ ସଙ୍ଗଠନ, ଲଣ୍ଡନର ମିଳିତ ଆନୁକୂଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ଉତ୍କଳ ଦିବସ ପାଳିତ ହୋଇଯାଇଛି। ଅନଲାଇନ ମାଧ୍ୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୧୦୦୦ରୁ ଅଧିକ ଦର୍ଶକ ଯୋଗଦେଇଥିଲେ। ଏହି ଅବସରରେ ଉଚ୍ଚଶିକ୍ଷା…

ଦେଶର ସମସ୍ତ ଏନଆଇଟି ମଧ୍ୟରେ ଶୀର୍ଷରେ ରହିଛି ‘ଏନଆଇଟି-ରାଉରକେଲା’

ଭୁବନେଶ୍ୱର: ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଏନଆଇଟି) ରାଉରକେଲାକୁ ଉଦୀୟମାନ ଅର୍ଥନୀତି ବିଶ୍ୱବିଦ୍ୟାଳୟ ରାଙ୍କିଙ୍ଗରେ ୨୦୧-୨୫୦ ମଧ୍ୟରେ ସ୍ଥାନିତ କରାଯାଇଛି। ଦେଶର ସମସ୍ତ ଏନଆଇଟି ମଧ୍ୟରେ ଏନଆଇଟି-ରାଉରକେଲା ଶୀର୍ଷ ସ୍ଥାନ ଅଧିକାର କରିଛି। ଟାଇମ୍ସ ଉଚ୍ଚଶିକ୍ଷା ଦ୍ବାରା…

ଦୁଇ ଜଣଙ୍କୁ କଚାଡି ମାରିଲା ଦନ୍ତା

ଅନୁଗୋଳ: ମାରି ଦେଲା ଦନ୍ତା ହାତୀ । ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ରେଞ୍ଜ ଚନ୍ଦ୍ରପୁର ଗାଁରେ ଦନ୍ତା ହାତୀ ଆକ୍ରମଣରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ଭିତରେ ଜଣେ ବୃଦ୍ଧ ଓ ଜଣେ ମହିଳା ଅଛନ୍ତି । ମହୁଲ ଗୋଟାଉଥିବା ବେଳେ ଚନ୍ଦ୍ରପୁର ଗାଁର ଦେବୀନାଳି ନିକଟରେ ମହିଳାଙ୍କୁ କଚାଡି…

ଓଡ଼ିଶାରୁ ଦିନକରେ ୭୯୧ କରୋନା ପଜିଟିଭ୍, ସୁନ୍ଦରଗଡ଼ ଓ ଖୋର୍ଦ୍ଧାରେ ଦୈନିକ ସଂକ୍ରମଣ ମାରିଲା ସେଞ୍ଚୁରୀ

ଭୁବନେଶ୍ୱର: ରାଜ୍ୟରେ ପାଖାପାଖି ୮୦୦ ହେଲାଣି ଦୈନିକ ସଂକ୍ରମଣ । ହୁ ହୁ ହୋଇ ବଢ଼ି ଚାଲିଛି । ବିଭିନ୍ନ ଜିଲ୍ଲାରେ ନୂଆ ସଂକ୍ରମିତଙ୍କ ସଂଖ୍ୟା ଦୁଇ ଅଙ୍କ ଟପିଛି । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୭୯୧ ପଜିଟିଭ୍ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୪୫୯ ଓ ଲୋକାଲେ…

ଦେଶରେ ଆଜି ସବୁ ରେକର୍ଡ ଟପିଗଲା କରୋନାର ଦୈନିକ ସଂକ୍ରମଣ

ନୂଆଦିଲ୍ଲୀ: କରୋନା ମାରୁଛି ଲମ୍ବା ଲମ୍ଫ । ଦେଶରେ ସଂକ୍ରମଣର ନୂଆ ରେକର୍ଡ । ଦୈନିକ ସଂକ୍ରମଣ ଆଜି ସର୍ବୋଚ୍ଚ ସ୍ତର ଛୁଇଁଛି । ଦିନକରେ ଚିହ୍ନଟ ହୋଇଛନ୍ତି ଲକ୍ଷେ ୧୫ ହଜାର ନୂଆ ଆକ୍ରାନ୍ତ । ଯାହାକି ଦେଶରେ ମହାମାରୀ ଆରମ୍ଭ ହେବା ପରଠୁ ବର୍ତ୍ତମାନ ସୁଦ୍ଧା ସର୍ବାଧିକ । ଗତ ୨୪ ଘଣ୍ଟାରେ…

ଥାନା ଭିତରେ ପଶି ଅଭିଯୋଗକାରୀ ଦମ୍ପତିଙ୍କୁ ହାଣିଲେ ଦୁର୍ବୃତ୍ତ

ବାଲେଶ୍ୱର: ଥାନା ଭିତରେ ଅଭିଯୋଗକାରୀଙ୍କୁ ହାଣିଲେ ଦୁର୍ବୃତ୍ତ । ପୋଲିସ ଉପସ୍ଥିତିରେ ଏକାଧିକ ଲୋକ ସଂଘବଦ୍ଧ ଆକ୍ରମଣ କଲେ । ଥାନାରେ ଅଭିଯୋଗ କରିବାକୁ ଯାଇଥିବା ଦୁଇ ଜଣଙ୍କୁ ମାରଣାସ୍ତ୍ରରେ ହାଣି ଲହୁଲୁହାଣ କଲେ । ବାଲେଶ୍ୱର ଜିଲ୍ଲା ରେମୁଣା ଥାନା ଭିତରେ ଏଭଳି ଅଭାବନୀୟ ଘଟଣା ଘଟିଛି ।…

ଆଜିଠୁ ରାଜ୍ୟରେ କୋଭିଡ୍ କଟକଣା କଡ଼ାକଡ଼ି: ଚାଲିବ ୧୦ ଦିନିଆ ସ୍ପେଶାଲ୍ ଡ୍ରାଇଭ୍

ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଛି । ରାଜ୍ୟରେ କରୋନା ସ୍ଥିତି ସମୀକ୍ଷା କରି କୋଭିଡ୍ କଟକଣାକୁ କଡ଼ାକଡ଼ି ପାଳନ କରିବା ଉପରେ ଗତକାଲି ଗୁରୁତ୍ୱ ଦେଇଥିଲେ ମୁଖ୍ୟମନ୍ତ୍ରୀ । ଏହାପରେ କୋଭିଡ୍ କଟକଣାକୁ ମାନିବା ଓ ରାଜ୍ୟରେ ପୋଲିସ ମୁତୟନ କରି ଲୋକଙ୍କୁ ସଚେତନ…

ବ୍ୟଙ୍ଗ : ଦୁଇ ନାଆର ନାବିକ

ଓଁ ଅଭିଜ୍ଞାନ ସାହୁ  ଏଇ ଆମ ମାଡୁଆ ଭାଇ । ବୟସର ସଞ୍ଜ ସମୟକୁ କୁହନ୍ତୁ ଗୋଟେ ଗୁଲୁଗୁଲିଆ କଲେଜ ଝିଅ ସହ ପ୍ରେମ ହେଇଗଲା । କେମିତି କେଉଁ ପରିସ୍ଥିତିରେ ଫେସବୁକିଆ ପ୍ରେମ ହୋଇଗଲା ସେ ଆଉ ଗୋଟେ ଲମ୍ବା କାହାଣୀ । ପ୍ରେମରେ ଉବୁଟୁବୁ ଭାଇଙ୍କୁ ଶୟନେ ସପନେ କେବଳ ସେଇ ସୁନ୍ଦରୀର ଚେହେରା…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ମସିହା ଅପ୍ରେଲ ୭ ତାରିଖ ବୁଧବାର ମୀନ ୨୫ ଦିନ ଚୈତ୍ର ମାସ କୃଷ୍ଣପକ୍ଷ ଏକାଦଶୀ ତିଥି ଧନିଷ୍ଠା ନକ୍ଷତ୍ର ମକର ଚନ୍ଦ୍ର ଆଜିର ଘାତ ବାରକର୍କଟ ରାଶିର ଆଜିର ଘାତ ଚନ୍ଦ୍ର- ସିଂହ ରାଶି ପୁରୁଷଙ୍କର ଆଜିର ନିଷେଧ ଖାଦ୍ୟ ଶିମ୍ବ  ଆଜି ପାପ…

ଦୱାଇ ଭି, କଡ଼ାଇ ଭି’ ବାର୍ତ୍ତାର ପ୍ରଚାର ପାଇଁ ପରାମର୍ଶ

ନୂଆଦିଲ୍ଲୀ: ଦେଶରେ କୋଭିଡ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଆଜି ସମସ୍ତ ଘରୋଇ ଟିଭି ଚ୍ୟାନେଲ ପାଇଁ ଏକ ମାର୍ଗଦର୍ଶିକା ଜାରି କରାଯାଇଛି । ଏହି ମାର୍ଗଦର୍ଶିକାରେ ଉଲ୍ଲେଖ କରାଯାଇଛି ଯେ ବର୍ତ୍ତମାନର ସ୍ଥିତି ସମୀକ୍ଷା ପାଇଁ ଏପ୍ରିଲ ୪ ତାରିଖରେ…