Latest Odisha News

BREAKING NEWS

Yearly Archives

2021

୧୯ରେ ସୁପ୍ରିମକୋର୍ଟରେ ପରୀ ମାମଲାର ଶୁଣାଣି

ଭୁବନେଶ୍ୱର: ଏପ୍ରିଲ୍ ୧୯ରେ ସୁପ୍ରିମ୍‌କୋର୍ଟରେ ବହୁଚର୍ଚ୍ଚିତ ନୟାଗଡ଼ “ପରୀ” ମାମଲାର ଶୁଣାଣୀ ହେବ । ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶରେ ରାଜ୍ୟ ସରକାର ପ୍ରତିଜବାବ ଦାଖଲ କରି ସାରିଥିବା ବେଳେ ସୁପ୍ରିମ୍‌କୋର୍ଟରେ ଏହାର ତଦନ୍ତ ହୋଇ ଏପ୍ରିଲ୍ ୧୯ରେ ଶୁଣାଣି ହେବ । ପ୍ରତି ଜବାବ ଦାଖଲ ପରେ ଆଜି…

ବିଦ୍ୟୁତ୍ ଦର ବୃଦ୍ଧିକୁ ବିରୋଧ କରି ପୁରୀ କଂଗ୍ରେସର ପ୍ରତିବାଦ

ପୁରୀ: ବର୍ଦ୍ଧିତ ବିଦ୍ୟୁଦ୍ ଦରକୁ ବିରୋଧ । ରାଜ୍ୟ ପ୍ରଦେଶ କଂଗ୍ରେସ କମିଟି ନିଷ୍ପତ୍ତି କ୍ରମେ ପୁରୀ ଜିଲ୍ଲା କଂଗ୍ରେସ ପକ୍ଷରୁ ବର୍ଦ୍ଧିତ ବିଦ୍ୟୁତ୍ ଦରକୁ ବିରୋଧ କରାଯାଇଛି । ଦଳ ପକ୍ଷରୁ ସ୍ଥାନୀୟ ରେଡକ୍ରସ୍ ରୋଡ୍ ସ୍ଥିତ ଟାଟା ପାୱାର କର୍ପୋରେସନ ଲିମିଟେଡ୍ କାର୍ଯ୍ୟାଳୟ ସମ୍ମୁଖରେ…

ସୁଧାକର ନନ୍ଦଙ୍କ ଆତ୍ମଜୀବନୀ ପୁସ୍ତକ ଉନ୍ମୋଚିତ

ଭଦ୍ରକ : ବିଶିଷ୍ଟ ରାଜନେତା ତଥା ସାହିତ୍ୟିକ ସୁଧାକର ନନ୍ଦଙ୍କ ଆତ୍ମଜୀବନୀ ପୁସ୍ତକ 'ସମୟ କଷଟିରେ ମୋ ଜୀବନ ' ସ୍ଥାନୀୟ ସହୀଦ ସ୍ମୃତି ଭବନରେ ଉନ୍ମୋଚିତ ହୋଇଯାଇଛି। ଏହି ଅବସରରେ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଂସ୍କୃତି ମନ୍ତ୍ରୀ…

ବିଏମସି ଅଞ୍ଚଳରେ ବଢ଼ୁଛି ସ୍ଥାନୀୟ ସଂକ୍ରମଣ, ଆଜି ଚଳିତବର୍ଷର ସର୍ବାଧିକ ଦୈନିକ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜଧାନୀରେ କାୟା ମେଲାଉଛି କରୋନା । ବିଏମସି ଅଞ୍ଚଳରୁ ଗତ ୨୪ ଘଣ୍ଟାରେ ୭୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚଳିତବର୍ଷ ବିଏମସି ଅଞ୍ଚଳରୁ ଚିହ୍ନଟ ସଂକ୍ରମିତ ସଂଖ୍ୟାରେ ଏହା ସର୍ବାଧିକ । ନଭେମ୍ବର ୨୮ରେ ବିଏମସି ଅଞ୍ଚଳରୁ ସର୍ବାଧିକ ୪୩ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ…

କରୋନା ମୁକାବିଲା: ଆସନ୍ତା ୮ରେ ସମସ୍ତ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏପ୍ରିଲ ୮ରେ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀଙ୍କ ସହ ଏକ ବୈଠକ କରିବେ। ଦେଶରେ କୋଭିଡ-୧୯ ମହାମାରୀର ସ୍ଥିତି ସମ୍ପର୍କରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଟିକାକରଣ ସହ ଜଡିତ ପ୍ରସଙ୍ଗ ଉପରେ ଆଲୋଚନା କରିବେ ବୋଲି ବିଶେଷ…

ରୋଗୀଙ୍କ ଜୀବନ ସହିତ ଖେଳ, କଟକ ଅନ୍ନପୂର୍ଣ୍ଣା ନର୍ସିଂହୋମ୍ ସିଲ୍, ରୋଗୀ ଚାଲାଣ ଅଭିଯୋଗ

କଟକ: ଦଲାଲଙ୍କ ରୋଗୀ ଚାଲାଣ ଅଭିଯୋଗରେ କଟକ ମଙ୍ଗଳାବାଗ ଥାନା ପୋଲିସର କଡା କାର୍ଯ୍ୟାନୁଷ୍ଠାନ । ରୋଗୀଙ୍କ ଜୀବନ ସହିତ ଖେଳ ଖେଳି ଦଲାଲଙ୍କ ଏଭଳି ଅମାନବୀୟ କାରନାମାର ପର୍ଦ୍ଦାଫାସ କରିଛି ପୋଲିସ । କଟକ ବଡ ମେଡିକାଲରୁ ରୋଗୀଙ୍କୁ ଦଲାଲ ମାଧ୍ୟମରେ କଟକ ଅନ୍ନପୂର୍ଣ୍ଣା ନର୍ସିଂହୋମ୍କୁ…

କାଳବୈଶାଖୀ ବର୍ଷା ନେଇ ପାଣିପାଗ ବିଭାଗ ଜାରି କଲା ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଗ୍ରୀଷ୍ମ ପ୍ରବାହ ମଧ୍ୟରେ ବର୍ଷା । ୬ ତାରିଖ ସକାଳ ୮ଟା ୩୦ ଯାଏ ୬ ଜିଲ୍ଲାରେ କାଳବୈଶାଖୀ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ମାଲକାନଗିରି, କୋରାପୁଟ, ଗଜପତି, ଗଞ୍ଜାମ, କନ୍ଧମାଳ ଓ ମୟୂରଭଞ୍ଜ ଜିଲ୍ଲାକୁ କାଳବୈଶାଖୀ ବର୍ଷା ନେଇ ସତର୍କ ସୂଚନା ଜାରି…

ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉତ୍କଳ ଦିବସ ପାଳିତ

ବାଙ୍ଗାଲୋର : ସର୍ବପୁରାତନ ଓଡ଼ିଆ ଅନୁଷ୍ଠାନ ଓଡ଼ିଶା ସାଂସ୍କୃତିକ ସଂଘ ( ଓସିଏ) ତରଫରୁ ଅନଲାଇନ ମାଧ୍ୟମରେ ହୋଇଯାଇଛି। ଏହି ଅବସରରେ ଭିଡ଼ିଓ କନଫରେନସିଂ ଜରିଆରେ ଓସିଏର ସଭାପତି ଡ. ସୌଦାମିନୀ ମହାପାତ୍ର ଙ୍କ ପୌରହିତ୍ୟରେ ଆୟୋଜିତ ଏହି ସଭାରେବାଙ୍ଗାଲୋରର ସାଂସଦ ପି. ସି. ମୋହନ ଓଡ଼ିଶାର…

ପୁଣି ଏକାଠି ଆସୁଛନ୍ତି ବିଗ୍‌ ବି ଏବଂ ଦୀପିକା

ନୂଆଦିଲ୍ଲୀ: ଫିଲ୍ମ 'ପିକୁ' ପରେ ପୁଣି ଥରେ ଦୀପିକା ପାଦୁକୋନ ଏବଂ ଅମିତାଭ ବଚ୍ଚନଙ୍କୁ ଏକାଠି ଦେଖିବାକୁ ମିଳିବ। ହଲିଉଡ ଚଳଚ୍ଚିତ୍ର ‘ଦି ଇଣ୍ଟର୍ନ’ର ରିମେକ୍‌ରେ ଏହି ଦୁଇ ପ୍ରସିଦ୍ଧି ବଲିଉଡ୍‌ ତାରକା ନଜର ଆସିବେ। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେବେ ଅମିତ ରବିନ୍ଦ୍ରନାଥ ଶର୍ମା। ଏହି…

ଭାରତ ଆସୁଛନ୍ତି ରୁଷୀୟ ବୈଦେଶିକ ମନ୍ତ୍ରୀ ସର୍ଗେ ଲାଭ୍ରୋଭ୍‌

ନୂଆଦିଲ୍ଲୀ: ଭାରତ ଆସୁଛନ୍ତି ଋଷ ବୈଦେଶିକ ମନ୍ତ୍ରୀ । ଦୁଇଦିନିଆ ଭାରତ ଗସ୍ତରେ ଆସୁଛନ୍ତି ରୁଷୀୟ ବୈଦେଶିକ ମନ୍ତ୍ରୀ ସର୍ଗେ ଲାଭ୍ରୋଭ୍‌ । ଏହି ଅବସରରେ ଦୁଇ ଦେଶ ମଧ୍ୟରେ ଥିବା ବିଭିନ୍ନ ଦ୍ୱିପାକ୍ଷିକ ସମ୍ପର୍କ ସମ୍ବନ୍ଧୀୟ ଆଲୋଚନା ହୋଇପାରେ ।  ଏହାସହ ଚଳିତ ବର୍ଷ ଭାରତ-ରୁଷ୍‌ ବାର୍ଷିକ…