Latest Odisha News

BREAKING NEWS

Yearly Archives

2021

ଅଭିନେତା ଆର୍‌ ମାଧବନ୍‌ଙ୍କ ସହ ସ୍ୱତନ୍ତ୍ର ସାକ୍ଷାତ କଲେ ପିଏମ ମୋଦୀ

ନୂଆଦିଲ୍ଲୀ: ରକେଟ୍ରି: ଦି ନାମ୍ବି ଇଫେକ୍ଟର କ୍ଲିପ୍ ଦେଖିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆମନ୍ତ୍ରଣ କରିଥିଲେ ଅଭିନେତା ଆର୍‌ ମାଧବନ୍‌। ଏହି ଚଳଚ୍ଚିତ୍ରଟି ଭାରତୀୟ ମହାକାଶ ଗବେଷଣା ସଂଗଠନ (ଆଇଏସଆରଓ) ର ପୂର୍ବତନ ଭାରତୀୟ ବୈଜ୍ଞାନିକ ତଥା ଏରୋସ୍ପେସ ଇଞ୍ଜିନିୟର ନାମ୍ବି…

ପଦରୁ ଇସ୍ତଫା ଦେଲେ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖ 

ମୁମ୍ବାଇ:  ମହାରାଷ୍ଟ୍ର ଗୃହମନ୍ତ୍ରୀଙ୍କ ଇସ୍ତଫା । ସିବିଆଇ ଯାଂଚ ନିର୍ଦ୍ଦେଶ ପରେ ପଦରୁ ଇସ୍ତଫା ଦେଇଛନ୍ତି ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖ । ଆଜି ଅନୀଲଙ୍କ ନାମରେ ଥିବା ଅଭିଯୋଗର ଶୁଣାଣି କରି ବମ୍ବେ ହାଇକୋର୍ଟ ସିବିଆଇ ଯାଞ୍ଚ ନିର୍ଦ୍ଦେଶ ଦେଇଥିଲେ । ଏହାର କିଛି ସମୟ ମଧ୍ୟରେ…

ଦୀର୍ଘତମ ଦୁଗ୍ଧ ଦାନ୍ତ ପାଇଁ ଗିନିଜ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଲେ ଏହି ୯ ବର୍ଷୀୟ ବାଳକ

ନୂଆଦିଲ୍ଲୀ: ଦୀର୍ଘତମ ଦୁଗ୍ଧ ଦାନ୍ତ ପାଇଁ ଜଣେ ୯ ବର୍ଷୀୟ କାନାଡିୟ ବାଳକ ଗିନିଜ ୱାର୍ଲ୍ଡ ରେକର୍ଡ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି। କାନାଡାର ପିଟରବୋରୋର ବାସିନ୍ଦା ଲୁକଙ୍କର ସବୁଠାରୁ ଲମ୍ବା ଦୁଗ୍ଧ ଦାନ୍ତ ହେତୁ ଗିନିଜ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛନ୍ତି। ସୂଚନା ଅନୁଯାୟୀ…

କଟକ ଫ୍ୟାମିଲି କୋର୍ଟରେ ହାଜର ହୋଇଛନ୍ତି ବର୍ଷା-ଅନୁଭବ

କଟକ: ଆଜି କଟକ ଫ୍ୟାମିଲି କୋର୍ଟରେ ହାଜର ହୋଇଛନ୍ତି ବର୍ଷା-ଅନୁଭବ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଫ୍ୟାମିଲ କୋର୍ଟରେ ଉଭୟେ ହାଜର ହୋଇଛନ୍ତି । ଦିଲ୍ଲୀର ପଟିଆଲା ହାଉସ କୋର୍ଟ ବଦଳରେ କଟକ ପରିବାର ଅଦାଲତରେ ଓଲିଉଡର ଷ୍ଟାର ଦମ୍ପତ୍ତିଙ୍କ ଛାଡ଼ପତ୍ର ମାମଲାର ଶୁଣାଣି କରିବେ…

‘ଇଣ୍ଡିଆନ୍ ଆଇଡଲ୍ ସିଜିନ୍‌ ୧’ ବିଜେତା ଅଭିଜିତ ସାୱନ୍ତଙ୍କୁ କରୋନା

ନୂଆଦିଲ୍ଲୀ: ସୋମବାର ଗାୟକ ଅଭିଜିତ ସାୱନ୍ତ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଇଣ୍ଡିଆନ୍ ଆଇଡଲ୍ ସିଜିନ୍‌ ୧ ବିଜେତା ଅଭିଜିତ୍ ସାୱନ୍ତଙ୍କ ସମାନ ବିଷୟରେ ନିଜେ ଟ୍ୱିଟ୍ କରି ପ୍ରଶଂସକଙ୍କୁ ଏହି ସୂଚନା ଦେଇଛନ୍ତି। ଏହାସହିତ ଅନୁଗାମୀମାନଙ୍କୁ ସତର୍କତା ଅବଲମ୍ବନ କରିବାକୁ ଏବଂ ମାସ୍କ…

କଂଗ୍ରେସର ଗଣବିକ୍ଷୋଭ, ଧର୍ମଶାଳା ତହସିଲ ଅଫିସ ଘେରିଲେ କଂଗ୍ରେସ କର୍ମୀ 

ଚଣ୍ଡିଖୋଲ: ୪ ଦଫା ଦାବି ନେଇ ଧର୍ମଶାଳା କଂଗ୍ରେସ ପକ୍ଷରୁ ବିକ୍ଷୋଭ କରାଯାଇଛି । ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅଫିସ ସମ୍ମୁଖରେ ଗଣବିକ୍ଷୋଭ କରିଛନ୍ତି କଂଗ୍ରେସ କର୍ମୀ । ଯଥାଶୀଘ୍ର ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର କରିବାକୁ ଚେତାବନୀ ଦେଇଛନ୍ତି । ଧର୍ମଶାଳା…

ରାଜସ୍ଥାନରେ ଖୋଲିଲା ମାଆ କ୍ଷୀର ଭଣ୍ଡାର, ଅନାଥ ଶିଶୁ ପାଇବେ ମାଗଣା କ୍ଷୀର 

ରାଜସ୍ଥାନ: ରାଜସ୍ଥାନ ଯୋଦ୍ଧପୁର ଠାରେ ଦେଶର ପ୍ରଥମ ମା’କ୍ଷୀର ଭଣ୍ଡାର ଖୋଲିଛି । ‘ନବଜୀବନ ସଂସ୍ଥାନ’ ୩୦ ଲକ୍ଷ ଟଙ୍କା ବ୍ୟୟରେ ଏହି ଭଣ୍ଡାର ପ୍ରସ୍ତୁତ କରିଛି । ୩୦ ଲକ୍ଷ ଟଙ୍କା ବ୍ୟୟରେ ଏହି ଭଣ୍ଡାର ପ୍ରସ୍ତୁତ କରାଯାଇଛି । ଆବଶ୍ୟକ ଥିବା ଶିଶୁ ମାନଙ୍କୁ ଏଠାରୁ ଶିଶୁମାନଙ୍କୁ ମାଆ କ୍ଷୀର…

ଭୂମି ପେଡନେକରଙ୍କ ପରେ ଏବେ ଅଭିନେତା ବିକି କୌଶଲଙ୍କୁ କରୋନା

ମୁମ୍ବାଇ: ଭୂମି ପେଡନେକର ଏବଂ ଅକ୍ଷୟ କୁମାରଙ୍କ ପରେ ଏବେ ବିକି କୌଶଲ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି। ଅଭିନେତା ବର୍ତ୍ତମାନ ଘରେ ସଙ୍ଗରୋଧରେ ରହିଛନ୍ତି। ବିକି ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତିବିଶେଷଙ୍କୁ ଅନୁରୋଧ କରିଛନ୍ତି ଯେ ସେମାନେ ମଧ୍ୟ ନିଜର କରୋନା ପରୀକ୍ଷା…

ନୂଆପଡ଼ା ଜିଲ୍ଲାର ଧର୍ମାନୁଷ୍ଠାନ ଓ ପର୍ଯ୍ୟଟନସ୍ଥଳୀରେ ପ୍ରବେଶ ଉପରେ କଟକଣା

ନୂଆପଡ଼ା: ଛତିଶଗଡ଼ରେ ସଂକ୍ରମଣ ବଢୁଥିବାରୁ ସୀମାନ୍ତ ନୂଆପଡ଼ା ଜିଲ୍ଲାରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ବି ବୃଦ୍ଧି ପାଇଛି । ଗତ କିଛି ଦିନ ହେବ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ କଟକଣାକୁ କଡ଼ାକଡ଼ି କରିଛି ଜିଲ୍ଲା ପ୍ରଶାସନ । ସଂକ୍ରମଣ ଦୃଷ୍ଟିରୁ ଜିଲ୍ଲାର ବିଭିନ୍ନ…

ସୋସିଆଲ୍‌ ମିଡିଆରେ ପୁଅର ନାଁ ଘୋଷଣା କଲେ କପିଲ ଶର୍ମା

ନୂଆଦିଲ୍ଲୀ: ହାସ୍ୟ ଅଭିନେତା କପିଲ ଶର୍ମା ଏବଂ ତାଙ୍କ ପତ୍ନୀ ଗିନି ଚାତ୍ରାଥ୍ ଫେବୃଆରୀ ୧ ରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ବର୍ତ୍ତମାନ କପିଲ ଟ୍ୱିଟରରେ ତାଙ୍କ ପୁଅର ନାମ ଘୋଷଣା କରିଛନ୍ତି। କପିଲ ତାଙ୍କ ପୁଅର ନା ତ୍ରିଶାନ ରଖିଛନ୍ତି। ତେବେ ଗଲା ଏପ୍ରିଲ୍‌ ୨ରେ କପିଲ୍‌ଙ୍କ…