Latest Odisha News

BREAKING NEWS

Yearly Archives

2021

କଡ଼ା ହେଲା କଟକଣା: ଗଞ୍ଜାମ ଜିଲ୍ଲାରେ ବାହାଘରରେ ୧୦୦ ଲୋକଙ୍କୁ ଅନୁମତି

ବ୍ରହ୍ମପୁର: ରାଜ୍ୟରେ ଏବେ ସଂକ୍ରମଣ ବଢୁଛି । ଏହାକୁ ଦୃଷ୍ଟିରେ ରଖି କଟକଣା ବି କଡ଼ାକଡ଼ି ହେଲାଣି । ଗଞ୍ଜାମ ଜିଲ୍ଲାରେ ଏଣିକି ବାହାଘରରେ ସର୍ବାଧିକ ଶହେ ଲୋକ ସାମିଲ ହେବେ । କୋଭ୍ଡି ନେଇ ନୂଆ ମାର୍ଗଦର୍ଶିକା ଜାରି କରିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ । ନୂଆ ଗାଇଡଲାଇନ୍ ଅନୁସାରେ, ବିବାହ…

ପିପିଲି ପ୍ରଚାର ମୈଦାନକୁ ଓହ୍ଲାଇବେ ନବୀନ ପଟ୍ଟନାୟକ

ଭୁବନେଶ୍ୱର: କମ୍ପିଲାଣି ପିପିଲି ବ୍ୟାଟଲ ଗ୍ରାଉଣ୍ଡ । ସରଗରମ ହେଲାଣି କ୍ୟାମ୍ପେନ ଓ୍ୱାର । ପ୍ରଚାର ମୈଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଦଳୀୟ ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀଙ୍କ ପାଇଁ ଭୋଟ୍ ମାଗିବେ ନବୀନ । ଏନେଇ ଦଳ ପକ୍ଷରୁ ସୂଚନା ଦିଆଯାଇଛି । ପିପିଲି…

ଘରେ କେହି ନ ଥିବାର ଫାଇଦା ଉଠାଇଲେ ଲୁଟେରା, ନଗଦ ଟଙ୍କା ଓ ସୁନା ଗହଣା ଲୁଟ

ଭୁବନେଶ୍ବର: ଘରେ କେହି ନ ଥିବାର ସୁଯୋଗ ନେଇ ଲୁଟପାତ କରିଛନ୍ତି ଲୁଟେରା । ନଗଦ ଟଙ୍କା ସହ ସୁନା ଗହଣା ଲୁଟି ନେଇଛନ୍ତି । ଘରେ ଥିବା ନଗଦ ୨ ଲକ୍ଷ ୬୦ ହଜାର ଟଙ୍କା ସହ ୪ ଭରି ସୁନା ଲୁଟି ନେଇଛନ୍ତି ଲୁଟେରା । ଘରେ ଥିବା ୪ଟି ମୋବାଇଲ ଫୋନ୍ ମଧ୍ୟ ଲୁଟିନେଇଯାଇଛନ୍ତି ଲୁଟେରା । …

କାଲି ଏସଆରସି ମନା କଲେ, ଆଜି ସ୍ୱାସ୍ଥ୍ୟମନ୍ତ୍ରୀ କହିଲେ ରାଜ୍ୟରେ ଦିନ ବେଳା ଲାଗିପାରେ କର୍ଫ୍ୟୁ

ଭୁବନେଶ୍ୱର: ଓଡ଼ିଶାରେ ବଢୁଛି କରୋନା କେସ୍ । ଦୈନିକ ସଂକ୍ରମଣ ପାଞ୍ଚ ଶହ ଡେଇଁଛି । ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ଆଜି ଛତିଶଗଡ଼ ସୀମାନ୍ତ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ୧୦ ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଲାଗିବ । ଆବଶ୍ୟକ ହେଲେ ଦିନ ବେଳା ବି ରାଜ୍ୟରେ କର୍ଫ୍ୟୁ ଲାଗିପାରେ । ଆଜି ଏହି…

ମହାରାଷ୍ଟ୍ରରେ ସପ୍ତାହାନ୍ତ ଲକଡାଉନ, ଜରୁରୀ ସେବାକୁ ଅନୁମତି

ମୁମ୍ବାଇ: ମହାରାଷ୍ଟ୍ର ସରକାର ରାଜ୍ୟରେ ରାତ୍ରିକାଳୀନ କର୍ଫ୍ୟୁ ଏବଂ ସପ୍ତାହାନ୍ତ ଲକଡାଉନ ଘୋଷଣା କରାଯାଇଛି। ସୂଚନା ଅନୁଯାୟୀ ଶୁକ୍ରବାର ଦିନ ରାତି ୮ଟାରୁ ସୋମବାର ୭ଟା ଯାଏଁ ଏହା କଟକଣା ଜାରି କରାଯାଇଛି। ସୂଚନା ଅନୁଯାୟୀ ଏହି ସମୟରେ ମଲ୍, ରେଷ୍ଟୁରାଣ୍ଟ, ବାର୍ ଏବଂ ଧର୍ମାନୁଷ୍ଠାନ…

ଛତିଶଗଡ଼ରେ ଅମିତ ଶାହା, ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ଗୃହମନ୍ତ୍ରୀ

ରାୟପୁର: ନକ୍ସଲ ଆକ୍ରମଣର ସହିଦ ହୋଇଥିବା ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ଗୃହମନ୍ତ୍ରୀ ଅମିତ୍ ଶାହା । ଆଜି ଛତିଶଗଡର ଜଗଦଲପୁରରେ ପହଁଚି ସେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଆଜି ସକାଳେ ହିଁ ଶାହା ଦିଲ୍ଲୀରୁ ଜଗଦଲପୁର ଅଭିମୁଖେ ଗସ୍ତ କରିଥିଲେ । ମାଓବାଦୀଙ୍କ ଅମାନବୀୟ କାଣ୍ଡର ବଦଲା ନେବାକୁ ବଡ…

ଅଭିନେତ୍ରୀ ଭୂମି ପେଡନେକରଙ୍କୁ କରୋନା

ନୂଆଦିଲ୍ଲୀ: ଅଭିନେତ୍ରୀ ଭୂମି ପେଡନେକର କରୋନା ସଂକ୍ରମିତ ହୋଇଛନ୍ତି। ଅଭିନେତ୍ରୀ ନିଜେ ଇନଷ୍ଟାଗ୍ରାମରେ ଏହି ଖବର ସେୟାର କରିଛନ୍ତି। ନିକଟ ଅତୀତରେ ଅନେକ ବଲିଉଡ ସେଲିବ୍ରିଟି କୋଭିଡ୍‌ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିରେ ଅକ୍ଷୟ କୁମାର, ଆଲିଆ ଭଟ୍ଟ, ଆମୀର ଖାନ ଏବଂ ଅନ୍ୟମାନେ…

ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ବିରୋଧରେ ଅଭିଯୋଗର ତଦନ୍ତ କରିବ ସିବିଆଇ

ମୁମ୍ବାଇ: ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ବିରୋଧରେ ପୂର୍ବତନ କମିଶନର ପରମବୀର ସିଂ ଆଣିଥିବା ଅଭିଯୋଗର ତଦନ୍ତ କରିବ ସିବିଆଇ । ପ୍ରାଥମିକ ତଦନ୍ତ କରିବା ପାଇଁ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି ବମ୍ବେ ହାଇକୋର୍ଟ । ୧୫ ଦିନ ଭିତରେ ତଦନ୍ତ ସାରିବାକୁ କହିଛନ୍ତି କୋର୍ଟ । ଏହାପରେ…

ଗୋବିନ୍ଦାଙ୍କ ପୂର୍ବରୁ ପତ୍ନୀ ସୁନୀତା ମଧ୍ୟ ହୋଇଥିଲେ କରୋନା ସଂକ୍ରମିତ

ନୂଆଦିଲ୍ଲୀ: ଗତକାଲି ବଲିଉଡ୍‌ ଅଭିନେତା ଗୋବିନ୍ଦା ମଧ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ତେବେ ସୂଚନା ମୁତାବକ ଗୋବିନ୍ଦାଙ୍କ ପୂର୍ବରୁ ତାଙ୍କ ପତ୍ନୀ ସୁନୀତା ମଧ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଖବର ସାମ୍‌ନାକୁ ଆସିଛି। ସୁନୀତା ପ୍ରକାଶ କରିଛନ୍ତି ଯେ ସେ କିଛି ସପ୍ତାହ…

କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗ, କୋଚିଂ ସେଣ୍ଟର ସିଲ୍

ଭୁବନେଶ୍ୱର: କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) ପକ୍ଷରୁ ସୋମବାର ଦିନ ଜୟଦେବ ବିହାର ଅଞ୍ଚଳରେ ଥିବା ଏକ ଘରୋଇ କୋଚିଂ ସେଣ୍ଟରକୁ ସିଲ୍ କରାଯାଇଛି। ବିଏମସି ସୂଚନା ଅନୁଯାୟୀ, କରୋନା ମାମଲା ବଢୁଥିବା ଯୋଗୁଁ ତିନୋଟି ଜୋନର ଡେପୁଟି…