Latest Odisha News

BREAKING NEWS

Yearly Archives

2021

୪୫କୁ ବୃଦ୍ଧି ପାଇଲା XIMBରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ଜାଭିୟର ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୫କୁ ବୃଦ୍ଧି ପାଇଛି । ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ସଂଗ୍ରହ କରାଯାଉଥିବା ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ୍ତ ଜେନା । ଆଜି ସକାଳ ସୁଦ୍ଧା ଏହି ଶିକ୍ଷାନୁଷ୍ଠାନରେ ୨୩ ଜଣ…

ଅଭିନେତା କାର୍ତ୍ତିକ ଆର୍ଯ୍ୟନ୍‌ କରୋନା ପଜିଟିଭ

ମୁମ୍ବାଇ: ବଲିଉଡ୍‌ ଅଭିନେତା ପାଇଁ କାର୍ତ୍ତିକ ଆର୍ଯ୍ୟନ୍‌ଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଛି। ଏ ନେଇ କାର୍ତ୍ତିକ ସୋସିଆଲ ମିଡିଆରେ ଏହି ସୂଚନା ପ୍ରଦାନ କରି ପ୍ରଶଂସକମାନଙ୍କୁ ତାଙ୍କ ଆରୋଗ୍ୟ ପାଇଁ ପ୍ରାର୍ଥନା କରିବାକୁ କହିଛନ୍ତି। ସେ ସୋସିଆଲ୍‌ ମିଡିଆରେ ଏକ 'ପ୍ଲସ' ଚିହ୍ନ ସହ…

ଡାକ୍ତରଖାନାରେ ଭର୍ତ୍ତି ହେଲେ ଅଭିନେତା ସତୀଶ କୌଶିକ୍

ନୂଆଦିଲ୍ଲୀ: ଗତ ସପ୍ତାହରେ ଅଭିନେତା ସତୀଶ କୌଶିକ୍‌ କରୋନା ରିପୋର୍ଟ ପଜିଟିଭ୍ ଆସିଥିଲା। ସୂଚନା ଅନୁଯାୟୀ ଅଭିନେତା ସତୀଶ କୌଶିକ୍‌ଙ୍କୁ ମୁମ୍ବାଇର କୋକିଲାବେନ୍ ଧିରୁଭାଇ ଅମ୍ବାନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ହସ୍ପିଟାଲ୍‌ରେ ଭର୍ତ୍ତି ହେବା ପୂର୍ବରୁ ସେ ଦୁଇ ଦିନ ଧରି ଘରେ…

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତିରଥ ସିଂ ରାୱତ କରୋନା ସଂକ୍ରମିିତ

ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତିରଥ ସିଂ ରାୱତ କରୋନା ସଂକ୍ରମିିତ ହୋଇଛନ୍ତି ଏବଂ ବର୍ତ୍ତମାନ ସେ ପୃଥକ ଭାବେ ସଙ୍ଗରୋଧରେ ରହିଛନ୍ତି। “ମୁଁ ଡାକ୍ତରଙ୍କ ପରାମର୍ଶ କ୍ରମେ ନିଜକୁ ପୃଥକ୍‌ ରଖିଛି। ଆପଣମାନଙ୍କ ମଧ୍ୟରୁ ଯେଉଁମାନେ ଗତ କିଛି ଦିନ ମଧ୍ୟରେ ମୋ ସହ ସଂସ୍ପର୍ଶରେ…

ବଢୁଛି କରୋନା ସଂକ୍ରମଣ, ସତର୍କ ହେଲା ଗଞ୍ଜାମ ଜିଲ୍ଲା ପ୍ରଶାସନ, ସୁରଟ ଓ ମୁମ୍ବାଇରୁ ଗଞ୍ଜାମକୁ ଫେରିଲେ ୭ ଦିନ…

ଗଞ୍ଜାମ: ସ୍ଥିତି ଆଗକୁ ଆହୁରୀ ଭୟଙ୍କର ହେବା ଆଗରୁ ସତର୍କ ହୋଇଛି ଗଞ୍ଜାମ ଜିଲ୍ଲା ପ୍ରଶାସନ । କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କାରେ ହଟ୍‌ସ୍ପଟ୍‌ ଅଞ୍ଚଳରୁ ଆସୁଥିବା ଲୋକଙ୍କ ଉପରେ ଜିଲ୍ଲା ପ୍ରଶାସନର କଡ଼ା ନଜର ରଖିଛି । ଏହାସହ ଜିଲ୍ଲାକୁ ବାହାର ଅଞ୍ଚଳରୁ ଆସିଲେ RTPCR ଟେଷ୍ଟ ନେଗେଟିଭ…

‘ଜେଇଇ ମେନ୍‌ ୨୦୨୧’ ଏପ୍ରିଲ୍‌ ସେସନ୍‌ ପଞ୍ଜିକରଣ ଖୁବ୍‌ଶୀଘ୍ର ଆରମ୍ଭ ହେବ

ନୂଆଦିଲ୍ଲୀ: ଖୁବ୍‌ଶୀଘ୍ର ଏନ୍‌ଟିଏ ତା’ର ୱେବ୍‌ସାଇଟ୍‌ରେ ‘ଜେଇଇ ମେନ୍‌ ୨୦୨୧’ ଏପ୍ରିଲ୍‌ ସେସନ୍‌ର ରେଜିଷ୍ଟ୍ରେସନ୍‌ ପ୍ରକ୍ରିୟା ଆରମ୍ଭ କରିବ । jeemain.nta.nic.inରେ ଏଥିପାଇଁ ରେଜିଷ୍ଟ୍ରେସନ୍‌ ଫର୍ମ ରିଲିଜ୍‌ ହେବ । ଜେଇଇ ମେନ୍ ପରୀକ୍ଷା ଦେବାକୁ ଆଗ୍ରହୀ ପ୍ରାର୍ଥୀ…

କରଣ ଜୋହରଙ୍କ ଫିଲ୍ମରେ ଡେବ୍ୟୁ କରିବେ ଆଉ ଜଣେ ଷ୍ଟାର୍‌ କିଡ୍‌

ନୂଆଦିଲ୍ଲୀ: ବଲିଉଡର ଆଉ ଜଣେ ଷ୍ଟାର୍‌ କିଡ୍‌ ନିଜର ପ୍ରତିଭା ପ୍ରଦର୍ଶନ କରିବାକୁ ପ୍ରସ୍ତୁତ ହେଉଛନ୍ତି। ସେ ହେଉଛନ୍ତି ଅଭିନେତା ସଂଜୟ କପୁରଙ୍କ ଝିଅ ସନୟା କପୁର। ଯିଏକି ମୁଖ୍ୟ ଅଭିନେତ୍ରୀ ଭାବେ ବଲିଉଡରେ ପାଦ ଦେବାକୁ ଯାଉଛନ୍ତି। ଫିଲ୍ମର ସୁଟିଂ ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଛି।…

ଓଡ଼ିଶାରେ ପ୍ରଥମ ଲକଡାଉନକୁ ପୂରିଲା ବର୍ଷେ, ଗତବର୍ଷ ଆଜିର ଦିନରେ ୫ଜିଲ୍ଲା ଓ ୮ ସହରରେ ଲାଗିଥିଲା କଟକଣା

ଭୁବନେଶ୍ୱର: କୋଭିଡ୍ ମହାମାରୀ ବିରୋଧରେ ମହା ଅଭିଯାନରେ ପ୍ରଥମ ରାଜ୍ୟ ଭାବରେ ଦେଶରେ ଲକଡାଉନ୍ ଘୋଷଣା କରିଥିଲା ଓଡ଼ିଶା । ଗତବର୍ଷ ଆଜିର ଦିନରେ ରାଜ୍ୟରେ ଲକଡାଉନ୍ ଲାଗୁ ହୋଇଥିଲା । ୫ଟି ଜିଲ୍ଲା ଗଞ୍ଜାମ, ଖୋର୍ଦ୍ଧା, କଟକ କେନ୍ଦ୍ରାପଡ଼ା ଓ ଅନୁଗୁଳ ଜିଲ୍ଲାକୁ ଲକଡାଉନ୍ କରାଯାଇଥିଲା ।…

କାଲି ରାଷ୍ଟ୍ରପତି କଲେ ଲୋକାର୍ପିତ, ଆଜି ସ୍ଥାନୀୟ ଲୋକଙ୍କ ଭଙ୍ଗାରୁଜା

ରାଉରକେଲା: ଇସ୍ପାତ ସୁପର ସ୍ପେଶାଲିଷ୍ଟ ହସ୍ପିଟାଲକୁ ଗତକାଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଲୋକାର୍ପିତ କରିଥିବା ବେଳେ ଆଜି ସେଠାରେ ଉତ୍ତେଜନା ଦେଖାଦେଇଛି । ହସ୍ପିଟାଲରେ କେହି ଡାକ୍ତର ଓ ନର୍ସ ନ ଥିବା ଦର୍ଶାଇ କିଛି ସିଟୁ, ସିପିଆଇଏମ୍‌, ବିଜେଡି କର୍ମୀ ଓ ସ୍ଥାନୀୟ ଲୋକେ ଆଜି ଏଠାରେ…

ଶ୍ରୋତାଙ୍କୁ ବାନ୍ଧି ରଖିଲା ସୋହିନୀ ବସୁଙ୍କ ନଜରୁଲ ଗୀତି

ଭୁବନେଶ୍ୱର : ଭୁବନେଶ୍ୱର ମ୍ୟୁଜିକ ସର୍କଲ ଆନୁକୂଲ୍ୟରେ ଅନୁଷ୍ଠିତ ହେଉଥିବା ସୁଫିୟାନା ଓ ଆଧ୍ୟାତ୍ମିକ ସଙ୍ଗୀତ କାର୍ଯ୍ୟକ୍ରମ 'ସମର୍ପଣ'ର ଦ୍ଵିତୀୟ ସନ୍ଧ୍ୟାରେ ପାରମ୍ପରିକ ସୁଫି କଲାମ ଓ କାଜି ନଜୁରୂଲ ଇସଲାମଙ୍କ ଦ୍ୱାରା ରଚିତ ନଜରୁଲ ଗୀତି ଶ୍ରୋତାଙ୍କୁ ବାନ୍ଧି ରଖିଥିଲା। ସନ୍ଧ୍ୟାର…