Latest Odisha News

BREAKING NEWS

Yearly Archives

2021

ଅର୍ଦ୍ଧେନ୍ଦୁ ହାତେଇଲେ ଶ୍ରେଷ୍ଠ ଅଭିନେତା ଖିତାବ

ଭୁବନେଶ୍ୱର: ଓଡିଆ ଚଳଚ୍ଚିତ୍ର ଜଗତର ଜଣାଶୁଣା ଅଭିନେତା ଅର୍ଦ୍ଧେନ୍ଦୁ ସୁନ୍ଦର ସାହୁ । ହେଲେ ଦିନେ ଏହି ନାଁ ବୋଧ ହୁଏ ସମସ୍ତଙ୍କ ପାଇଁ ଅଜଣା ଥିଲା । ଅର୍ଦ୍ଧେନ୍ଦୁଙ୍କର ନଥିଲେ କେହି ଗଡ୍ ଫାଦର୍ କି ସେ କୌଣସି ଷ୍ଟାର୍‌କିଡ୍ ବି ନୁହଁନ୍ତି । କେବଳ ନିଖୁଣ ଅଭିନୟ, ଅକ୍ଳାନ୍ତ ପରିଶ୍ରମ ଓ ସରଳ…

ଜାତୀୟ ସିନିୟର ମହିଳା ଦିନିକିଆ କ୍ରିକେଟ: ପ୍ରି-କ୍ୱାର୍ଟରରେ ଓଡିଶା ଭେଟିବ ପଣ୍ଡିଚେରୀକୁ

ଭୁବନେଶ୍ୱର: ଜାତୀୟ ସିନିୟର ମହିଳା ଦିନିକିଆ କ୍ରିକେଟ ଟୁର୍ଣ୍ଣାମେଂଟରେ ଓଡିଶା ପ୍ରି-କ୍ୱାର୍ଟରରେ ପଣ୍ଡିଚେରୀକୁ ଭେଟିବ । ୫ ଲିଗ୍ ମ୍ୟାଚରୁ ପ୍ରଥମରୁ ଝାଡଖଣ୍ଡ ନିକଟରୁ ପରାଜିତ ହେବା ପରେ ଓଡିଶା ପ୍ରଭାବୀ ପ୍ରଦର୍ଶନ କରି କ୍ରମାଗତ ୪ ମ୍ୟାଚରେ ବିଜୟୀ ହୋଇଥିଲା । ହାଇଦ୍ରାବାଦ, ତ୍ରିପୁରା,…

ଭାରତ-ଇଂଲଣ୍ଡ ଦିନିକିଆ ସିରିଜ ୨୩ ମାର୍ଚ୍ଚରୁ : ବିଶ୍ୱର ଏକ ନମ୍ବର ଟିମ୍ ହେବା ପାଇଁ ଟିମ୍ ଇଣ୍ଡିଆ ନିକଟରେ ସୁଯୋଗ

ପୁଣେ: ଟି୨୦ ସିରିଜରେ ଚମତ୍କାର ବିଜୟ ହାସଲ କରିବା ପରେ ଟିମ୍ ଇଣ୍ଡିଆ ୨୩ ମାର୍ଚ୍ଚରୁ ଆରମ୍ଭ ହେବାକୁ ଯାଉଥିବା ଇଂଲଣ୍ଡ ବିପକ୍ଷ ଦିନିକିଆ ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିଛି । ୨୩, ୨୬ ଓ ୨୮ ମାର୍ଚ୍ଚରେ ୩ଟି ଯାକ ଦିନିକିଆ ମ୍ୟାଚ ପୁଣେର ମହାରାଷ୍ଟ୍ର କ୍ରିକେଟ ଆସୋସିଏଶନ…

ଜନ୍ମମାଟିକୁ ଫେରିଲା ଜଗା, ଏସସିବିରୁ ଡିସଚାର୍ଜ ପରେ ଫୁଲବାଣୀ ଗଲା ଯୋଡାମୁଣ୍ଡ ଶିଶୁ, ମେଡିକାଲର ସ୍ୱତନ୍ତ୍ର…

କଟକ: ଫୁଲବାଣୀ ଗଲା ଜଗା । ଏସସିବି ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ଫୁଲବାଣୀ ଯାଇଛି ଯୋଡାମୁଣ୍ଡ ଶିଶୁ ଜଗା । ୧୦୮ ଆମ୍ବୁଲାନ୍ସ ଯୋଗେ ୨ ଜଣିଆ ସ୍ଵତନ୍ତ୍ର ଡାକ୍ତରୀ ଦଳ ଜଗାକୁ ନେଇ ଫୁଲବାଣୀ ଯାଇଛନ୍ତି । ଫୁଲବାଣୀ ମେଡିକାଲର ସ୍ୱତନ୍ତ୍ର କ୍ୟାବିନରେ ଜଗାକୁ ରଖାଯାଇ ଚିକିତ୍ସା କରାଯିବ…

ଭାରତ ସରକାରଙ୍କ ‘ଗାନ୍ଧୀ ଶାନ୍ତି’ ପୁରସ୍କାର ଘୋଷଣା; ଜାଣନ୍ତୁ କିଏ ପାଇବେ ଏହି ବିଶେଷ ସମ୍ମାନ

ନୂଆଦିଲ୍ଲୀ: ସଂସ୍କୃତି ମନ୍ତ୍ରଣାଳୟ ୨୦୧୯ ଏବଂ ୨୦୨୦ ର ଅନ୍ତର୍ଜାତୀୟ ଗାନ୍ଧୀ ଶାନ୍ତି ପୁରସ୍କାର ଘୋଷଣା କରିଛି। ଏହା ଅଧୀନରେ, ଓମାନର ସ୍ବର୍ଗୀୟ ସୁଲତାନ କାବୁସ୍ ବିନ୍ ସୟଦ ଅଲ ସୟଦଙ୍କୁ ୨୦୧୯ ବର୍ଷ ପାଇଁ ଗାନ୍ଧୀ ଶାନ୍ତି ପୁରସ୍କାର ପ୍ରଦାନ କରାଯିବ। ଶେଖ ମୁଜିବୁର ରହମାନଙ୍କୁ ୨୦୨୦…

୬୭ତମ ଜାତୀୟ ଫିଲ୍ମ ପୁରସ୍କାର ଘୋଷିତ, ଛିଛୋରେ ସର୍ବଶ୍ରେଷ୍ଠ ହିନ୍ଦି ଚଳଚ୍ଚିତ୍ର, ମନୋଜ ବାଜପେୟୀ ଓ କଙ୍ଗନା ଶ୍ରେଷ୍ଠ…

ମୁମ୍ବାଇ: ୬୭ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର-୨୦୧୯ ଘୋଷିତ । କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ଆଜି ସାମ୍ବାଦିକ ସମ୍ମିଳନୀରେ ଫିଲ୍ମ ପୁରସ୍କାର ଘୋଷଣା କରିଛନ୍ତି । ନ୍ୟାସନାଲ ମିଡ଼ିଆ ସେଣ୍ଟରରେ ଏହି ପୁରସ୍କାର ଘୋଷଣା ହୋଇଛି । ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଫିଲ୍ମ…

କରୋନା ଟିକାର ଦ୍ୱିତୀୟ ଡୋଜ ଅବଧି ପରିବର୍ତ୍ତନ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: କୋଭିଶିଲ୍ଡ ଟିକା ର ଦୁଇ ଡୋଜ ମଧ୍ୟରେ ବ୍ୟବଧାନ ବୃଦ୍ଧି କରିବାକୁ ଏବଂ ଦୁଇଟି ବିଶେଷଜ୍ଞ ପ୍ୟାନେଲର ସୁପାରିଶ ଆଧାରରେ ଏହାକୁ ୬ରୁ ୮ ସପ୍ତାହ କରିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ରାଜ୍ୟ ସରକାରଙ୍କୁ ଏ ନେଇ ଚିଠି ଲେଖି ଜଣାଇଛନ୍ତି। ନୂତନ ସୁପାରିଶରେ କୁହାଯାଇଛି ଯେ…

ପୁଣି ଲକଡାଉନ ହେବ କି ନାହିଁ, କାଲି ନିଷ୍ପତ୍ତି ନେବେ ମୁଖ୍ୟମନ୍ତ୍ରୀ, ଜିଲାପାଳ ଓ ଏସପିଙ୍କ ସହିତ ସ୍ଥିତିର କରିବେ…

ଭୁବନେଶ୍ଵର: ରାଜ୍ୟକୁ ପୁଣି ଘାରିଲାଣି କରୋନା ଭୟ । ଦିନକୁ ଦିନ ବଢୁଛି ସଂକ୍ରମିତଙ୍କ ସଂଖ୍ୟା । ରାଜ୍ୟରେ ସ୍ଥିତି ବିଗୁଡୁଥିବା ବେଳେ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ସମୀକ୍ଷା କରିବେ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ।…

ମୁଖ୍ୟମନ୍ତ୍ରୀଙ୍କ ଦୁର୍ନୀତି ବିରୋଧୀ ଛାଟ, ୪ ଅଧିକାରୀଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁ‌ଷ୍ଠାନ

ଭୁବନେଶ୍ୱର: ୪ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କଠାରେ ପୁଣି ବାଜିଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୁର୍ନୀତି ବିରୋଧୀ ଛାଟ । ସେମାନଙ୍କ ବିରୋଧରେ ଆଜି ଦୃଢ କାର୍ଯ୍ୟାନୁ‌ଷ୍ଠାନ ଗ୍ରହଣ କରାଯାଇଛି । ଏହି ଚାରି ଜଣଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଚାକିରୀରୁ ବରଖାସ୍ତ କରାଯାଇଥିବା ବେଳେ ଆଉ…

ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଆଉ ଏକ ନୂଆ ଯୁଗର ଆରମ୍ଭ, ବ୍ରହ୍ମପୁର ମେଡିକାଲ କଲେଜରେ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ବିଭାଗକୁ…

ଭୁବନେଶ୍ୱର: ଦକ୍ଷିଣ ଓଡିଶାର ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଆଉ ଏକ ନୂଆ ଯୁଗର ଆରମ୍ଭ ହୋଇଛି । ବର୍ତ୍ତମାନ ବ୍ରହ୍ମପୁରରେ ଅତ୍ୟାଧୁନିକ ସୁପର ସ୍ପେଶାଲିଟି ଚିକିତ୍ସା ସୁବିଧା ଉପଲବ୍‌ଧ ହେବ । ବ୍ରହ୍ଣପୁରର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ ଓ  ହସ୍‌ପିଟାଲରେ…