Latest Odisha News

BREAKING NEWS

Yearly Archives

2021

ଦୋଳ ପୂର୍ଣ୍ଣିମା କଟକଣା: ବିମାନ ଯାତ୍ରାରେ ୬ ଜଣଙ୍କୁ ଅନୁମତି, ଶୋଭାଯାତ୍ରା ଓ ସାଉଣ୍ଡ ସିଷ୍ଟମ୍ ମନା

ଭୁବନେଶ୍ୱର: କୋଭିଡ୍ କଟକଣା ଭିତରେ ଏବର୍ଷ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ପାଳନ ହେବ ଦୋଳ ପୂର୍ଣ୍ଣିମା ଓ ହୋଲି ଉତ୍ସବ । ଦୋଳ ବିମାନ ଧରିବା ପାଇଁ ସର୍ବାଧିକ ୬ଜଣ ବ୍ୟକ୍ତିଙ୍କୁ ଅନୁମତି ମିଳିଛି । ଯାତ୍ରାରେ ସାମିଲ ବ୍ୟକ୍ତି ମାସ୍କ ପିନ୍ଧିବା ଜରୁରୀ । ଦୋଳ ବିମାନ ଶୋଭାଯାତ୍ରା ଉପରେ…

ଗର୍ଭବତୀ ହେବା ପାଇଁ ଅଢେଇ ବର୍ଷର ପୁଅକୁ ହତ୍ୟା କଲେ ମହିଳା

ନୂଆଦିଲ୍ଲୀ: ଜଣେ ୨୫ ବର୍ଷ ବୟସ୍କା ମହିଳା ଜଣେ ପଡୋଶୀଙ୍କ ନାବାଳକ ପୁଅକୁ ଜଣେ ଯାଦୁକରଙ୍କ ପରାମର୍ଶରେ ହତ୍ୟା କରି ତାଙ୍କ ଶରୀରକୁ ପ୍ଲାଷ୍ଟିକ୍ ବ୍ୟାଗରେ ଭର୍ତ୍ତି କରି ଦିଲ୍ଲୀର ରୋହିଣୀରେ ଥିବା ଏକ କୋଠା ଛାତରେ ପକାଇ ଦେଇଥିବାର ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ ଜଣେ ମହିଳା ଜଣକ…

ମହାପ୍ରଭୁଙ୍କୁ ଦର୍ଶନ କଲେ ମହାମହିମ, ଶ୍ରୀମନ୍ଦିରର ଉନ୍ନତି ପାଇଁ ଦେଲେ ୧ ଲକ୍ଷ ଟଙ୍କାର ଚେକ୍

ପୁରୀ: ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସାଙ୍ଗରେ ପତ୍ନୀ ସବିତା କୋବିନ୍ଦ ମଧ୍ୟ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ରାଷ୍ଟ୍ରପତି ଆଜି ସକାଳେ ସ୍ୱତନ୍ତ୍ର ହେଲିକପ୍ଟରରେ ପୁରୀରେ ପହଞ୍ଚି ସେଠାରେ ଶ୍ରୀଜୀଉଙ୍କ ଦର୍ଶନ କରିଛନ୍ତି ।…

କଟକରୁ ୧୧ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ, ୨ ବେପାରୀ ଗିରଫ

କଟକ: ପୁଣି ବ୍ରାଉନସୁଗର ବେପାରୀ ଗିରଫ । କଟକ ମର୍କତନଗର ଅଞ୍ଚଳରୁ ଜବତ ହୋଇଛି ୧୧୦ ଗ୍ରାମ ବ୍ରାଉନସୁଗର । ଯାହାର ମୂଲ୍ୟ ୧୧ ଲକ୍ଷ ଟଙ୍କା ହେବ । ଏହି ଘଟମାରେ ୨ ଜଣଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କୁ ପଚରାଉଚରା କରାଯାଇଛି । ରାକେଟରେ ଆଉ କେଉଁମାନେ ସଂପୃକ୍ତ ଅଛନ୍ତି ? କେବେଠାରୁ ଧଳା…

ଲେଖିକା ସଂସଦର ବାର୍ଷିକ ଉତ୍ସବ ପାଳିତ

ପୁରୀ : ଓଡ଼ିଶା ଲେଖିକା ସଂସଦ ପୁରୀ ଶାଖାର ବାର୍ଷିକୋତ୍ସବ ପାଳିତ ହୋଇ ଯାଇଛି। ଏହି ଅବସରରେ ଓଡ଼ିଶା ସାହିତ୍ୟ ଏକାଡେମୀ ସଭାପତି ହରିହର ମିଶ୍ର ଯୋଗ ଦେଇ ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିବାରେ ମହିଳା ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ମତ ଦେଇଥିଲେ। ଏହି ଉତ୍ସବରେ ସାହିତ୍ୟ…

ବିକଶିତ ହେଉଛି କରୋନା ଟିକାର ନୂତନ ରୂପ; ଆଗକୁ କ୍ୟାପସୁଲ୍ ଭାବରେ ନେଇପାରିବେ ଟିକା

ନୂଆଦିଲ୍ଲୀ: ଭବିଷ୍ୟତରେ ଆପଣ କରୋନାଭାଇରସ୍ ଟିକାକୁ କ୍ୟାପସୁଲ୍ ଭାବରେ ନେଇପାରିବେ। କୋଭିଡ୍‌-୧୯ ଟିକା ର ନୂତନ ଫର୍ମ ବର୍ତ୍ତମାନ ବିଶ୍ବ ର ଅନେକ ଫାର୍ମା କମ୍ପାନୀ ଦ୍ୱାରା ବିକଶିତ ହେଉଛି। ତଥ୍ୟ ଅନୁଯାୟୀ କ୍ୟାପସୁଲ୍ ଫର୍ମରେ ଥିବା ଓରାଲ କୋଭିଡ୍-୧୯ ଟିକା ଯାହା ଭାରତୀୟ ଫାର୍ମା କମ୍ପାନୀ…

ମାଡୁଛି ମହାମାରୀ: ଆଜି ରାଜ୍ୟରୁ ୧୪୬ ପଜିଟିଭ୍, ଖୋର୍ଦ୍ଧାରେ ସର୍ବାଧିକ ୩୫ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ବଢୁଛି କରୋନା ସଂକ୍ରମଣ । ପୁଣି ଥରେ ଶହେ ପାର କରିଛି ଦୈନିକ ପଜିଟିଭ୍ କେସ୍ । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୧୪୬ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୮୭ ଜଣ ଥିବା ବେଳେ ଲୋକାଲ୍ କଣ୍ଟାକ୍ଟ କେସ୍ ୫୯ଟି ରହିଛି । ୧୯ ଜିଲ୍ଲାରୁ…

ଯୋଗ୍ୟନେତାରହିତ ଜନଗଣ

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର… ଲୋକ ଅନେକ । ଏଇ ପୃଥିବୀରେ ପାଖାପାଖି ଆଠଶହ କୋଟି ଲୋକ । ସରକାରୀ ହିସାବ ସବୁବେଳେ ଭୁଲ । ଆତ୍ମସ୍ୱାର୍ଥ ସର୍ବସ୍ୱ କର୍ମଚାରୀମାନେ ନିଜ ପ୍ରେମରେ ବୁଡିରହି ପ୍ରକୃତ ଜନଗଣନା କରନ୍ତି ନାହିଁ । ଏ ପର୍ଯ୍ୟନ୍ତ ଆଫଗାନିସ୍ଥାନର ଲୋକସଂଖ୍ୟା କଳନା…

କେମିତି ଆରମ୍ଭ ହୋଇଥିଲା ଶିଳ୍ପା ଏବଂ ରାଜ୍‌ଙ୍କ ପ୍ରେମ ସମ୍ପର୍କ; ଗୁମର ଖୋଲିଲେ ଶିଳ୍ପା

ନୂଆଦିଲ୍ଲୀ: ଶିଳ୍ପା ସେଟ୍ଟୀ ଏବଂ ପତି ରାଜ କୁନ୍ଦ୍ରାଙ୍କ ଯୋଡି ବଲିଉଡ୍‌ର ଏକ ପ୍ରସିଦ୍ଧ ଯୋଡି ମଧ୍ୟରୁ ଗୋଟିଏ। ଶିଳ୍ପା ନିଜର ପ୍ରତିଭା ବଳରେ ଆଜି ବି ତାଙ୍କ ପ୍ରଶଂସକଙ୍କ ହୃଦୟରେ ରାଜ କରୁଛନ୍ତି। ତେବେ ପତି ରାଜଙ୍କ ସହ ଡେଟିଂକୁ ନେଇ ଶିଳ୍ପା ଏକ ଗୁମର ‌ଫିଟାଇଛନ୍ତି। ଯେତେବେଳେ ସେ…

‘ଦ ସିକ୍ରେଟ ଅଫ ପଦ୍ମକ୍ଷେତ୍ର’ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର : ବିଶିଷ୍ଟ ତରୁଣ ଲେଖକ ଭୁବନ ପାତ୍ରଙ୍କ 'ଦ ସିକ୍ରେଟ ଅଫ ପଦ୍ମକ୍ଷେତ୍ର' ପୁସ୍ତକ ଉନ୍ମୋଚିତ ହୋଇଯାଇଛି। ଏହି ସମାରୋହରେ ବିଶିଷ୍ଟ କବି ହରପ୍ରସାଦ ଦାସ , କାଦମ୍ବିନୀର ସମ୍ପାଦିକା ଇତି ସାମନ୍ତ ଓ ସଙ୍ଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକ ଉପସ୍ଥିତ ଥିଲେ । ଏହି ପୁସ୍ତକରେ ବିଶୁ…