Latest Odisha News

BREAKING NEWS

Yearly Archives

2021

ସବ୍ୟସାଚୀ ଓ ଅର୍ଚ୍ଚିତାଙ୍କୁ ଭେଟିଲେ ଅଭିନେତା ଗୋବିନ୍ଦା

ଭୁବନେଶ୍ୱର: ବଲିଉଡ ଅଭିନେତା ଗୋବିନ୍ଦା ରବିବାର ଦିନ ନବବିବାହିତ ଓଲିଉଡ଼ ଦମ୍ପତି ସବ୍ୟସାଚୀ ଏବଂ ଅର୍ଚ୍ଚିତାଙ୍କୁ ଭେଟିଛନ୍ତି। ବିବାହ ପରେ ପ୍ରଥମ ଥର ପାଇଁ ଏହି ଦମ୍ପତିଙ୍କୁ ଭେଟି ଗୋବିନ୍ଦା ସେମାନଙ୍କ ସୁଖୀ ଦାମ୍ପତ୍ୟ ଜୀବନ କାମନା କରିବା ସହ ଭୁବନେଶ୍ୱର ସ୍ଥିତ ଘରେ କିଛି ସମୟ…

ମହାରାଷ୍ଟ୍ର ସରକାରଙ୍କୁ କଙ୍ଗନାଙ୍କ ସମାଲୋଚନା: ମୁଁ ପ୍ରକୃତ ଦେଶଭକ୍ତ, ହାରମଖୋର ନୁହେଁ

ମୁମ୍ବାଇ: ବଲିଉଡର କୁଇନ କଙ୍ଗନା ରାନାୱତ ରବିବାର ମହାରାଷ୍ଟ୍ର ସରକାରଙ୍କୁ କଡା ସମାଲୋଚନା କରିଛନ୍ତି । ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ବିରୋଧରେ ପୂର୍ବ ପୋଲିସ କମିଶନର ପରମବୀର ସିଂଙ୍କ ଆଣିଥିବା ଅଭିଯୋଗ ଏବେ ସାରା ଭାରତରେ ରାଜନୈତିକ ଝଡ ସୃଷ୍ଟି କରିଛି । ଏହାକୁ ଟାର୍ଗେଟ କରି କଙ୍ଗନା…

ଆସନ୍ତା ୨୪ ଘଣ୍ଟାରେ ଏସବୁ ସ୍ଥାନରେ ବର୍ଷା ଆଶଙ୍କା

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାର କିଛି ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ସହ ଘଡଘଡି ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ନୂଆପଡ଼ା, ବରଗଡ଼, ଝାରସୁଗୁଡା, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ ଏବଂ ବାଲେଶ୍ବର ଆଦି ଜିଲ୍ଲାରେ…

ସିନିୟର ମହିଳା ଦିନିକିଆ କ୍ରିକେଟ: ଓଡିଶାର କ୍ରମାଗତ ୪ର୍ଥ ବିଜୟ

ଭୁବନେଶ୍ୱର: ସୁରଟରେ ଚାଲିଥିବା ଜାତୀୟ ସିନିୟର ମହିଳା ଦିନିକିଆ କ୍ରିକେଟରେ ଓଡିଶା ୬ ଉଇକେଟରେ ଗୁଜରାଟକୁ ହରାଇ କ୍ରମାଗତ ୪ର୍ଥ ବିଜୟ ହାସଲ କରିଛି । ଟସ୍ ଜିତି ଓଡିଶା ପ୍ରଥମେ ଫିଲ୍ଡିଂ କରିଥିଲା । ଗୁଜରାଟ ୨୯.୨ ଓଭରରେ ୭୦ ରନ କରି ଅଲଆଉଟ ହୋଇ ଯାଇଥିଲା । ରାମେଶ୍ୱରୀ ନାୟକ ଓଡିଶା ପକ୍ଷରୁ…

କାଲି ମହାପ୍ରଭୂଙ୍କୁ ଦର୍ଶନ କରିବେ ମହାମହିମ, ରାଷ୍ଟ୍ରପତିଙ୍କ ଗସ୍ତ ନେଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି 

ପୁରୀ: ଆସନ୍ତାକାଲି ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି । ରାଷ୍ଟ୍ରପତି ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯାଇଛି । ଆଜି ପୁରୀରେ ପୋଲିସ ପକ୍ଷରୁ  କାରକେଡର ମକ ଡ୍ରିଲ ହୋଇଛି । ତାଳ ବଣିଆ ହେଲି ପ୍ୟାଡ଼ରୁ ଶ୍ରୀମନ୍ଦିର ସିଂହଦ୍ୱାର…

ଓଡିଶାର ସମୃଦ୍ଧ କଳାର ପ୍ରୋତ୍ସାହକ ଏବଂ ପ୍ରଶାସକ ଭାବେ କାମ କରିବା ମୋ ସୌଭାଗ୍ୟ: ତାରାକାନ୍ତ ପରିଡା

ହାଇସ୍କୁଲ ସରିବା ଯାଏଁ ସେ ଜାଣି ନଥିଲେ ଯେ ତାଙ୍କର ଚିତ୍ର କଳାରେ ପ୍ରତିଭା ଅଛି ଏପରିକି କଲେଜରେ ଏହାକୁ ଏକ ବିଷୟରେ ଭାବେ ପଢାଯାଏ ବୋଲି । ଜଗତସିଂହପୁର ଜିଲ୍ଲା ଅଖ୍ୟାତ ପଲ୍ଲୀ ଗୁଡୁପାଇଲୋର ସେ ନିରୀହ ଆଉ ସରଳ ପିଲାଟି ବଡ଼ ହୋଇ କଳା ଓ କଳାକାରର ମିଶ୍ରଣରେ କଳାର ଅଧିକାରୀ ଓ ପ୍ରଶଂସକ ହୋଇ…

ଇସ୍ପାତ ସ୍ନାତକୋତ୍ତର ପ୍ରତିଷ୍ଠାନ ଓ ଆଇଜିଏଚ୍‌ ସୁପର ସ୍ପେଶିଆଲିଟି ହସ୍ପିଟାଲର ଉଦଘାଟନ କଲେ ରାଷ୍ଟ୍ରପତି 

ରାଉରକେଲା: ରାଉରକେଲାର ସୁପରସ୍ପେସିଆଲଟି ହସ୍ପିଟାଲ ଉଦଘାଟିତ । ଇସ୍ପାତ ସ୍ନାତକୋତ୍ତର ପ୍ରତିଷ୍ଠାନ ଓ ଆଇଜିଏଚ୍‌ ସୁପର ସ୍ପେଶିଆଲିଟି ହସ୍ପିଟାଲ ଉଦ୍ଘାଟିତ ହୋଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ଅତ୍ୟାଧୁନିକ ହସ୍ପିଟାଲକୁ ଲୋକାର୍ପିତ କରିଛନ୍ତି l ଲୋକାର୍ପଣ ହେବା ପରେ ହସ୍ପିଟାଲ…

ବିବାହ ବନ୍ଧନରେ ଆବଦ୍ଧ ହେଲେ ଅଭିନେତା ହରମନ ବାୱେଜା

ନୂଆଦିଲ୍ଲୀ: ବାହା ହେଲେ ଅଭିନେତା ହରମନ ବାୱେଜା। ଶିଖ ରୀତିନୀତି ଅନୁଯାୟୀ ହରମନ ବାୱେଜା ଏବଂ ପ୍ରେମିକା ଶଶା ରାମଚାନ୍ଦନୀ ରବିବାର ଦିନ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଏହି ବିବାହରେ ଦମ୍ପତିଙ୍କ ପରିବାର ଏବଂ ସେମାନଙ୍କ ଘନିଷ୍ଠ ବନ୍ଧୁମାନେ ଯୋଗ ଦେଇଥିଲେ। ହରମନ ଏକ ଧଳା ଏବଂ ଗୋଲାପୀ…

ଖୁବ୍‌ ଶୀଘ୍ର କରୋନା ଟିକା ନେବେ ବିଗ୍‌ ବି

ନୂଆଦିଲ୍ଲୀ: ନିକଟରେ ବିଗ୍‌ ବିଙ୍କର ଆଖି ଅସ୍ତ୍ରୋପଚାର କରାଯାଇଥିବା ବେଳେ ତାଙ୍କ ପ୍ରଶଂସକଙ୍କୁ ନିରନ୍ତର ସମର୍ଥନ ଏବଂ ପ୍ରେମ ପାଇଁ ଅଭିନେତା ଅମିତାଭ ବଚ୍ଚନ ଏକ ବ୍ଲଗ୍ ଲେଖିଥିଲେ। ସେ କହିଛନ୍ତି ଯେ ତାଙ୍କ ପ୍ରଶଂସକଙ୍କ ଅଭିନନ୍ଦନ ଶୁଭେଚ୍ଛା ପାଇଁ ଧନ୍ୟବାଦ ଜଣାଇବା ସହ…

ଗୋବିନ୍ଦଙ୍କ ଦର୍ଶନ କଲେ ଗୋବିନ୍ଦା, ପୁରୀ ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ବଲିଉଡ଼ ଷ୍ଟାର ଓ ତାଙ୍କ…

ପୁରୀ: ପୁରୀ ଶ୍ରୀମନ୍ଦିର ଆସି ମହାପ୍ରଭୂଙ୍କୁ ଦର୍ଶନ କରିଛନ୍ତି ବଲିଉଡ ଅଭିନେତା ଗୋବିନ୍ଦା ଓ ତାଙ୍କ ପତ୍ନୀ । ମହାପ୍ରଭୁଙ୍କୁ ଦର୍ଶନ କରି ଆଶୀର୍ବାଦ ନେଇଥିବା କହିଛନ୍ତି ଗୋବିନ୍ଦା । ମହାପ୍ରଭୁଙ୍କୁ ଅତି ନିକଟକୁ ଦେଖି ବିଭୋର ହୋଇଯାଇଥିଲେ ଗୋବିନ୍ଦା । ଜଗାର ଚକାଆଖି ଦେଖି ଭାବରେ ବୁଡିଗଲେ…