Latest Odisha News

BREAKING NEWS

Yearly Archives

2021

ଛତିଶଗଡ଼ ଦାନ୍ତେଓ୍ବାଡାରେ ଏନକାଉଣ୍ଟର, ୨ ହାର୍ଡକୋର ମାଓବାଦୀ ମୃତ

ଛତିଶଗଡ଼ : ଛତିଶଗଡ଼ର ଦନ୍ତେୱାଡାରେ ପୋଲିସ-ମାଓବାଦୀ ଗୁଳି ବିନିମୟ । ପୋଲିସ ଏନକାଉଣ୍ଟରରେ ଦୁଇ ଜଣ ହାର୍ଡକୋର ମାଓବାଦୀଙ୍କ ମୃତ୍ୟୁ ହୋଇଛି । ପୋଲିସ ଘଟଣାସ୍ଥଳରୁ ଦୁଇ ହାର୍ଡକୋର ମାଓବାଦୀଙ୍କ ମୃତଦେହ ଜବତ କରିଥିବା ବେଳେ, ଟିଫିନ୍ ବୋମା, ବନ୍ଧୁକ ସହ ମାଓ ସାମଗ୍ରୀ ଜବତ କରାଯାଇଛି ।…

ଦି ଇଂଟର୍ଣ୍ଣରେ ଅମିତାଭଙ୍କ ଏଂଟ୍ରି

ମୁମ୍ବାଇ: ରିଷି କାପୁରଙ୍କ ପରଲୋକ ପରେ ହଲିଉଡର ସୁପରହିଟ ଫିଲ୍ମ ଦି ଇଂଟର୍ଣ୍ଣର ହିନ୍ଦୀ ରିମେକର ଶୁଟିଂ ବାଧାପ୍ରାପ୍ତ ହୋଇଥିଲା । ଏବେ ରିଷିଙ୍କ ଭୂମିକା ମେଗାଷ୍ଟାର ଅମିତାଭ ବଚ୍ଚନ କରିବାକୁ ଯାଉଛନ୍ତି ବୋଲି ବଲିଉଡ ହଙ୍ଗାମାରେ ଖବର ପ୍ରକାଶ ପାଇଛି । ଦି ଇଂଟର୍ଣ୍ଣରେ ଏନି ହେଥୱେଙ୍କ…

ଏହି ଦିନ ରିଲିଜ କରିବ ଓଡ଼ିଆ ଚଳଚ୍ଚିତ୍ର ମାମା ୱେଡ୍ସ ପାପା’

ଭୁବନେଶ୍ୱର: କରୋନା ମହାମାରୀ ହେତୁ ପ୍ରାୟ ଏକ ବର୍ଷର ବିରତି ପରେ ଓଡିଆ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରି ପୁଣି ଥରେ ଟ୍ରାକ୍‌କୁ ଫେରିଛି। ଆଗକୁ ଅନେକ ଓଡ଼ିଆ ଚଳଚ୍ଚିତ୍ର ରିଲିଜ ଅପେକ୍ଷାରେ ରହିଛି। ଅକ୍ଟୋବରରେ ଦୁର୍ଗା ପୂଜା ସମୟରେ ମୁକ୍ତିଲାଭ କରୁଥିବା ଏହିପରି ଗୋଟିଏ ଓଲିଉଡ୍ ଚଳଚ୍ଚିତ୍ର…

ମୁମ୍ବାଇ ମାନିଆ, ଚୁଲିକି ଯାଉ କରୋନା ସଚେତନତା !

ମୁମ୍ବାଇ: କରୋନା ମହାମାରୀରେ ଛଟପଟ ହେଉଥିଲା ସାରା ବିଶ୍ୱ । କିଛିଦନର ତ୍ରାହି ପରେ ପୁଣି କଡ ଲେଉଟିଲାଣି କରୋନା । ତଥାପି ସଚେତନ ହେବାକୁ ନାରାଜ ଆଜିର ଆଧୁନିକ ମଣିଷ । ମାସ୍କ ପିନ୍ଧିବାକୁ କହିବାରୁ ପୌରପାଳିକା ମହିଳା କର୍ମଚାରୀ ନିସ୍ତୁକ ମାଡ ମାରିଛନ୍ତି ଅନ୍ୟ ଜଣେ ମହିଳା । ମୁମ୍ବାଇ…

ଟିକା ନେବାର ଦୁଇ ଦିନ ପରେ କରୋନା ସଂକ୍ରମିତ ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ

ଇସଲାମାବାଦ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କରୋନାରେ ସଂକ୍ରମିତ ହୋଇଛନ୍ତି। କରୋନା ଟିକା ନେବାର ମାତ୍ର ଦୁଇ ଦିନ ପରେ ପାକିସ୍ତାନ ପିଏମ କରୋନା ସଂକ୍ରମିତ ହୋଇଛନ୍ତି। ସେ ଘରେ ସଙ୍ଗରୋଧରେ ଅଛନ୍ତି। ସ୍ୱାସ୍ଥ୍ୟ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ସ୍ୱତନ୍ତ୍ର ସହକାରୀ ଡାକ୍ତର…

ସ୍ୱଚ୍ଛ ଭାରତ ମିଶନରେ ଦୁର୍ନୀତିର ଗନ୍ଧ

ମାଲକାନଗରି: ଆଦିମ ଜନଜାତି ବଣ୍ଡା ଲୋକଙ୍କ ଉନ୍ନତି ପାଇଁ ରହିଛି ବିଭିନ୍ନ ଯୋଜନା । ହେଲେ ବାସ୍ତବରେ ତାହା କେତେଦୂର କାର୍ଯ୍ୟକାରୀ ହେଉଛି, ଏହାର ଉତ୍ତର ବୋଧ ହୁଏ କେବଳ ଏହି ସରଳ ଲୋକଙ୍କ ନିକଟରେ ରହିଛି । ସ୍ୱଚ୍ଛ ଭାରତ ମିଶନରେ ଅଧିନରେ ନିର୍ମାଣ ହୋଇଥିଲା ଶହଶହ ପାଇଖାନା । ହେଲେ…

ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ; ୨ ମାଓବାଦୀ ମୃତ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ରାଜ୍ୟର ଦାନ୍ତେୱାଡା ଜିଲ୍ଲାରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟରେ ଦୁଇ ମାଓବାଦୀ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସୂଚନା ମୁତାବକ ଦାନ୍ତେୱାଡା ଜିଲ୍ଲାର କୁଆକୋଣ୍ଡା ଥାନା ଅନ୍ତର୍ଗତ ଗୁଡରା ଜଙ୍ଗଲରେ ମାଓବାଦୀ ମାନେ ଏକ…

ଜାପାନରେ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ; ଉତ୍ତର-ପୂର୍ବ ଉପକୂଳରେ ସୁନାମି ଚେତାବନୀ

ଟୋକିଓ: ଶନିବାର ଜାପାନରେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି ଯାହା ରାଜଧାନୀ ଟୋକିଓରେ ଥିବା ବଡ଼ ବଡ଼ ଅଟ୍ଟାଳିକାକୁ ଥରାଇ ଦେଇଛି। ଏ ନେଇ ଦେଶର ଉତ୍ତର-ପୂର୍ବ ଉପକୂଳରେ ସୁନାମି ଚେତାବନୀ ଦିଆଯାଇଛି। ଏହି ଶକ୍ତିଶାଳୀ ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭.୨ ରହିଛି। USGS କହିଛି ଯେ…

କରୋନା ଟିକା ନେଲେ ଅଭିନେତା ଧର୍ମେନ୍ଦ୍ର

ନୂଆଦିଲ୍ଲୀ: ଏଭରଗ୍ରୀନ୍ ବଲିଉଡ୍‌ ଅଭିନେତା ଧର୍ମେନ୍ଦ୍ର କରୋନାଭାଇରସ୍ ଟିକାର ପ୍ରଥମ ଡୋଜ ଗ୍ରହଣ କରିଛନ୍ତି। ଏହାପୂର୍ବରୁ ତାଙ୍କ ପତ୍ନୀ ହେମା ମଲିନୀ ମଧ୍ୟ କରୋନା ଟିକା ନେଇଥିଲେ। ଏ ନେଇ ସେ ନିଜେ ଟୁଇଟ୍‌ କରି ସୂଚନା ଦେଇଛନ୍ତି ଏବଂ ଲୋକଙ୍କୁ ଟିକା ନେବା ସହିତ କରୋନା କଟକଣାକୁ…

ଜାଣନ୍ତୁ କ’ଣ ରହିବ ପ୍ରିୟଙ୍କାଙ୍କ ରେସ୍ତୋରାଁର ସିଗ୍‌ନେଚର୍‌ ଡିସ୍‌

ନୂଆଦିଲ୍ଲୀ: ପ୍ରିୟଙ୍କା ଚୋପ୍ରା ନିକଟରେ ନ୍ୟୁୟର୍କରେ ନିଜର ନୂତନ ଭାରତୀୟ ରେସ୍ତୋରାଁ 'ସୋନା'କୁ ଉନ୍ମୋଚନ କରିଥିଲେ। ତେବେ ପ୍ରିୟଙ୍କାଙ୍କ ଏହି ଭାରତୀୟ ରେସ୍ତୋରାଁରେ କଣ ରହିଛି ଖାଦ୍ୟ ତାଲିକା ଜାଣିବାକୁ ଚାହୁଁଛନ୍ତି କି? ତେବେ ସୋନା ରେସ୍ତୋରାଁର ସେଫ୍‌ ହରି ନାୟକ…